ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ(SAI)ରେ ବିନା ପରୀକ୍ଷାରେ ମିଳିବ ଚାକିରି,ଜାଣନ୍ତୁ ସମ୍ପୂର୍ଣ ତଥ୍ୟ ଓ ଜଲଦି ଆବେଦନ କରନ୍ତୁ

ଭାରତୀୟ ଖେଳ ପ୍ରାଧିକରଣ(SAI)ରେ ୟଙ୍ଗ ପ୍ରଫେସନାଲଙ୍କ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀମାନେ ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆର ୱେବସାଇଟ sportauthorityindia.nic.in ରେ ମାର୍ଚ୍ଚ ମାସ ୨୫ ତାରିଖ ମଧ୍ୟରେ ଆବେଦନ କରିପାରନ୍ତି। ଆଉ ସନ୍ଧ୍ଯା ୫ଟା ପୂର୍ବରୁ ଆବେଦନ କରିବାକୁ ପଡ଼ିବ।

ଇଚ୍ଛୁକ ପ୍ରାର୍ଥୀ https://saijobs.sportsauthorityofindia.gov.in/saijobskheloindiaJC ରେ ଆବେଦନ କରିପାରିବେ। ଏଥି ସହିତ https://sportsauthorityofindia.nic.in ୱେବସାଇଟରେ ଯାଇ ଅଧିକ ନୋଟିଫିକେସନ ବିଷୟରେ ଅଧିକରୁ ଅଧିକ ତଥ୍ୟ ଜାଣିପାରିବେ।

ଜରୁରୀ ତାରିଖ:

ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ମାସ ୨୫ ତାରିଖ ସନ୍ଧ୍ଯା ୫ଟା।

Google

ପଦବୀ ସମ୍ପର୍କରେ ବିବରଣୀ :

ୟଙ୍ଗ ପ୍ରଫେସନାଲ(ପରିଯୋଜନା ଏବଂ ବ୍ଯବସ୍ଥାପକ): ୨୮

ୟଙ୍ଗ ପ୍ରଫେସନାଲ (ଆଥଲେଟ ରିଲିସେନ ମ୍ଯାନେଜର): ୨୧

ୟଙ୍ଗ ପ୍ରଫେସନାଲ (ଆଇନ): ୫

ଶିକ୍ଷାଗତ ଯୋଗ୍ଯତା:

ଇଚ୍ଛୁକ ପ୍ରାର୍ଥୀ ଯେ କୌଣସି ବିଶ୍ବ ବିଦ୍ଯାଳୟରୁ ବିଟେକ,ଏମବିଏ,ପିଜିଡିଏମ କିମ୍ବା ଏଲଏଲବି କରିଥିବା ଆବଶ୍ୟକ।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୫ ବର୍ଷ ହୋଇଥିବା ଦରକାର।

ଦରମା:

ଏହି ପଦବୀରେ ମାସିକ ଦରମା ୪୦,୦୦୦ ରୁ ୬୦,୦୦୦ ଟଙ୍କା ଦିଆଯିବ।

ଚୟନ ପ୍ରକ୍ରିୟା:

ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଏବଂ ଇଣ୍ଟରର୍ଭ୍ୟୁ ଆଧାରରେ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *