ବାପା,ମା’ଙ୍କୁ ତ-ଣ୍ଟି ଚି-ପି ହ-ତ୍ୟା କଲା ବଡିବିଲଡ଼ର ପୁଅ, ଜାଣନ୍ତୁ କଣ ରହିଛି ଏହା ପଛର ର-ହ-ସ୍ୟ

ନିଜ ବାପା,ମା’ଙ୍କ ତ-ଣ୍ଟି ଚି-ପି ହ-ତ୍ୟା କରିଛି ପୁଅ। ଏହିପରି ଏକ ଦୁଃ-ଖନୀ-ୟ ଘ-ଟ-ଣା ଦେଖିବାକୁ ମିଳିଛି ଇଟାଲୀରେ। ଇଟାଲୀରେ ଜଣେ ଯୁବକ ନିଜ ବାପାଙ୍କ ସହ ଝ-ଗ-ଡା ହେବା ପରେ ଏତେ କ୍ଷୁ-ବ୍ଧ ହୋଇଯାଇଥିଲେ ଯେ, ଶେଷରେ ବାପା,ମା’ଙ୍କ ତ-ଣ୍ଟି ଚି-ପି ହ-ତ୍ୟା କରିଛନ୍ତି। ୩୦ ବର୍ଷୀୟ ଏହି ଯୁବକ ହେଉଛନ୍ତି ଜଣେ ବଡିବିଲଡ଼ର। ସେହି ବଡିବିଲଡ଼ର ଜଣକ ହେଉଛନ୍ତି, ବେନୋ। ସେ ସାଉଥ ଟାୟରୋଲରେ ନିଜ ବାପା,ମା’ଙ୍କ ସହିତ ରହୁଥିଲେ। ବେନୋଙ୍କ ମା’ ଲାରାଙ୍କ ମୃ-ତ ଶରୀର ଇଟାଲୀର ଏଡିଜେ ନଦୀରୁ ମିଳିଥିବା ବେଳେ ବାପାଙ୍କ ମୃ-ତଦେ-ହ କିନ୍ତୁ ଏ ପର୍ଯ୍ୟନ୍ତ ଠା-ବ କରିପାରିନାହିଁ ପୋ-ଲି-ସ। ତେବେ ବାପା,ମା’ଙ୍କୁ ହ-ତ୍ୟା କରିଥିବା କଥା ବେନୋ ପୋ-ଲି-ସ ଆଗରେ ସ୍ୱୀ-କା-ର କରିଛି।

Google

ସୂଚନା ଅନୁସାରେ, ଘରର ପୋଷା କୁକୁରକୁ ବାହାରେ ବୁଲାଇ ଆଣିବାକୁ କହିଥିଲେ ବେନୋଙ୍କ ବାପା। ଏହି କଥାରେ ବାପାଙ୍କ ସହ ବେନୋ ଝ-ଗ-ଡ଼ା କରି ଭୀ-ଷ-ଣ ରା-ଗି ଯାଇଥିଲେ। ସେ କୁକୁରକୁ ବୁଲାଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ପ୍ରବଳ ଝ-ଗ-ଡ଼ା ଆରମ୍ଭ ହୋଇଥିଲା। କିନ୍ତୁ, ବେନୋ ଶାନ୍ତି ଚାହୁଁଥିବାରୁ ସେ ବାପାଙ୍କୁ ଚୁପ କରାଇ ଦେଇ ରୁମକୁ ଚାଲି ଯାଇଥିଲେ। କିନ୍ତୁ ଗା-ଳି କରି କରି ବାପା ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ବେନୋ ରୁମକୁ ଯାଇ ଶୋଇବାକୁ ଚେଷ୍ଟା କରୁଥିଲା ସମୟରେ ମଧ୍ୟ ବାପା ତାଙ୍କୁ ବାରମ୍ବାର ଉଠାଉଥିଲେ ଏବଂ କହୁଥିଲେ, ନିଜ ଭାଗ ଘର କାମ ସାରିଦେବା ଉଚିତ।

Google

ବେନୋଙ୍କ କହିବା ଅନୁସାରେ, ସେ ରା-ଗରେ ହଲକୁ ଯାଇଥିଲେ। ହଲରେ ପ୍ଲାଷ୍ଟିକ ଟ୍ରେରେ ଥିବା ରଶି ସାହାର୍ଯ୍ୟରେ ବାପାଙ୍କୁ ବା-ନ୍ଧିବା-କୁ ଚେଷ୍ଟା କରିଥିଲେ। ଏହି ପ୍ରୟାସ ସମୟରେ ଦୁଇଜଣ ଯାକ ତଳେ ଖ-ସି ପଡ଼ିଥିଲେ। ଆଉ ସେହି ସମୟରେ ବେନୋ ଧ-ରିଥି-ବା ରଶିରେ ବାପାଙ୍କ ତ-ଣ୍ଟି ଚି-ପି ହ-ତ୍ୟା କରିଛନ୍ତି। ଏହାର କିଛି ସମୟ ପରେ ମା’ ଘରକୁ ଆସିଥିଲେ। ସେ ତାଙ୍କୁ ମଧ୍ୟ ତ-ଣ୍ଟି ଚି-ପି ହ-ତ୍ୟା କରିଥିଲେ। ବେନୋ କହିଥିଲେ ଯେ, ମୁଁ ମା’ଙ୍କୁ କିଛି କହିନଥିଲି। ଯେତେବେଳେ ସେ ଘରକୁ ଆସିଥିଲେ, ତ ଆମେ କେବଳ ପରସ୍ପରକୁ ଚାହିଁଥିଲୁ। ଏହାପରେ ମୁଁ ତାଙ୍କୁ ବି ତ-ଣ୍ଟି ଚି-ପି ହ-ତ୍ୟା କରିଲି। ଏହାପରେ ମୃ-ତଦେ-ହକୁ ନେଇ ନଦୀରେ ଫି-ଙ୍ଗି ଦେଇଥିଲି। ଏହି ଘଟ-ଣାରେ ପୋ-ଲି-ସ ବେନୋଙ୍କୁ ଗି-ର-ଫ କରି ବୋଲଜାନୋ ଜେ-ଲକୁ ପଠାଇ ଦେଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *