୧୩ ବର୍ଷ ବୟସରେ ହେଲେ ମା, ବର୍ତ୍ତମାନ ଇନଷ୍ଟାଗ୍ରାମ ହିଁ ବଦଳାଇ ଦେଲା ଜୀବନ ! ଜାଣନ୍ତୁ ସମ୍ପୂର୍ଣ ଖବର

ରୁଷରେ ରହୁଥିବା ଏହି ଝିଅ :-

ଗତ କିଛି ଦିନ ହେବ ରୁଷରେ ରହୁଥିବା ଜଣେ ୧୩ ବର୍ଷର ଝିଅ ଅନେକ ବିବାଦ ଭିତରକୁ ଆସିଥିଲେ | ତାଙ୍କ ନାମ ଦାର୍ଯ୍ୟା ସୁଦନିଶ୍ରୀକୋଭା ଅଟେ | ଗତ ବର୍ଷ ସେ ଏକ ଦାବି କରିଥିଲେ ଯେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଗର୍ଭବତୀ କରିଛନ୍ତି | କେବଳ ଏତିକି ନୁହେଁ, ଏହି ପୁଅର ବୟସ ସେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା | ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଏପରି କେମିତି ହୋଇଗଲା | ପରେ ଅନେକ ବିଶେଷଜ୍ଞ ଝିଅଟିର ବୟସକୁ ଦେଖି ଦାବିକୁ ମିଥ୍ୟା ବୋଲି କହିଥିଲେ |

ତା’ପରେ କହିଥିଲେ ସତ କଥା :-

ତେବେ ଏହାପରେ ଏହି ଝିଅଟି ସତ କଥା କହିଥିଲେ | ଦ ମିରର ଅନୁଯାୟୀ, ଦାର୍ଯ୍ୟା ପରେ ସତ କହିଥିଲେ | ସେ କହିଥିଲେ ଯେ ସେହି ୧୦ ବର୍ଷର ପିଲା ସହିତ କୌଣସି ସମ୍ପର୍କ ନଥିଲା | ବରଂ ତାଙ୍କୁ ଜଣେ ଅନ୍ୟ ବ୍ୟକ୍ତି ପ୍ରେଗ୍ନେଣ୍ଟ କରିଥିଲେ | ସେ ଏହି କଥାରେ ବିଶ୍ୱାସ କରିପାରୁ ନଥିଲେ ଯେ ତାଙ୍କର ବ-ଳା-ତ୍କା-ର ହୋଇଛି | ସେଥିପାଇଁ ସେ ମିଛ କହିଥିଲେ |

ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଲା :-

ଏହି ଖବର ସାମ୍ନାକୁ ଆସିବା ପରେ ଦାର୍ଯ୍ୟାଙ୍କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା | ବର୍ତ୍ତମାନ ସେ ୧୪ ବର୍ଷର ଅଟନ୍ତି ଏବଂ ଗୋଟିଏ ପିଲାର ମା ଅଟନ୍ତି |

ଲକ୍ଷ ଲକ୍ଷ ଲୋକ କରିଥାନ୍ତି ଫୋଲୋ :-

ତାଙ୍କ କାହାଣୀ ଯେତେବେଳେ ଦୁନିଆ ସାମ୍ନାକୁ ଆସିଲା, ସେତେବେଳେ ଲୋକମାନେ ତାଙ୍କୁ ଇନଷ୍ଟାଗ୍ରାମ ଏବଂ ଟିକଟକ ପରି ପ୍ଲାଟଫର୍ମରେ ଫୋଲୋ କରିବାକୁ ଲାଗିଲେ | ଆଜି ତାଙ୍କର ଲକ୍ଷ ଲକ୍ଷ ଫୋଲର୍ସ ଅଛନ୍ତି |

ଆଜି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା :-

ଦାର୍ଯ୍ୟା ଆଜି ବହୁତ ଫେମସ ଅଟନ୍ତି | ସେ ସୋସିଆଲ ମିଡିଆର ଜଣେ ଷ୍ଟାର ହୋଇସାରିଛନ୍ତି | ସେ କହିଛନ୍ତି ଯେ ସେ ମାସକୁ ବର୍ତ୍ତମାନ ପାଞ୍ଚ ହଜାର ପାଉଣ୍ଡ ଅର୍ଥାତ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି | କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପିତାମାତାଙ୍କ ରୋଜଗାର ମିଶାଇଲେ ମଧ୍ୟ ଦାର୍ଯ୍ୟାଙ୍କ ରୋଜଗାର ସହିତ ସମାନ ନୁହେଁ |

ଲାଇଭ ଶୋ ମଧ୍ୟ କରିଛନ୍ତି :-

ଦି ମିରର ରିପୋର୍ଟ ଅନୁଯାୟୀ, ଦାର୍ଯ୍ୟା ଫେମସ ହେବା ପରେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି | ଏହା ବ୍ୟତୀତ ସେ ଲାଇଭ ଶୋ’ରେ ମଧ୍ୟ ନିଜର ଉପସ୍ଥିତିକୁ ଦର୍ଶାଇଛନ୍ତି | ସେ ପ୍ରସିଦ୍ଧ ବ୍ରାଣ୍ଡ ଏବଂ ପ୍ରଯୋଜକମାନଙ୍କ ସହିତ ମଧ୍ୟ କାମ କରିବାକୁ ପ୍ରସ୍ତୁତ ଅଛନ୍ତି |

ତାଙ୍କ ମା କଣ କହୁଛନ୍ତି ?

ଦାର୍ଯ୍ୟାଙ୍କ ମା ଏଲିନା କୁହନ୍ତି ଯେ ତାଙ୍କୁ ଆରମ୍ଭରେ ତ ଏହା ଲାଗୁଥିଲା ଯେ ତାଙ୍କୁ ଫୁଡ ପଇଯନିଙ୍ଗ ହୋଇଯାଇଛି | କିନ୍ତୁ ଖୁବଶୀଘ୍ର ତାଙ୍କୁ ଜଣାପଡିଗଲା ଯେ ତାଙ୍କ ଝିଅ ପ୍ରେଗ୍ନେଣ୍ଟ ଅଛି | ଏଲିନାଙ୍କୁ କ୍ୟାନ୍ସର ହୋଇଛି | କିନ୍ତୁ ଯେତେବେଳେ ସେ ନିଜ ଝିଅର ଦେଖାଶୁଣା କରିବାକୁ ଚାହାଁନ୍ତି, ସେ ହିଁ ତାଙ୍କ ବଞ୍ଚିବାର କାରଣ ଅଟନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *