ଭୁ-ଶୁଡ଼ିପ-ଡ଼ିଲା କବାଡି ଚାମ୍ପିୟନସିପର ଷ୍ଟାଣ୍ଡ, ୧୦୦ରୁ ଅଧିକ ଲୋକ ଚାପି ହୋଇଗଲେ

ହାଇଦ୍ରାବାଦର ତେଲେଙ୍ଗାନା ଅଞ୍ଚଳରେ ସୂର୍ଯ୍ୟପେଟ ଠାରେ ବଡ଼ ଅଘ-ଟଣ ସାମନାକୁ ଆସିଛି। ସେହି ଅଞ୍ଚଳରେ ୪୭ ତମ ଜୁନିୟର କବାଡି ଚାମ୍ପିୟନସିପ ଆୟୋଜିତ କରାଯାଇଥିଲା। ଏହି ଆୟୋଜିତ ଚାମ୍ପିୟନସିପର ଏକ ବଡ଼ ଷ୍ଟାଣ୍ଡ ଭୁ-ଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉ-ଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Google

ଆଉ ଅଧିକାଂଶ ଲୋକଙ୍କ ଅବସ୍ଥା ସ-ଙ୍କ-ଟାପୂ-ର୍ଣ୍ଣ ରହିଛି। ସେଥିମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଗୁ-ରୁତ-ର ହେବାରୁ ତାଙ୍କୁ ହାଇଦ୍ରାବାଦ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି। ପୋ-ଲି-ସର ସୂଚନା ଅନୁସାରେ, ସୂର୍ଯ୍ୟପେଟର ଏସପି ଅଫିସ ପଡ଼ିଆରେ ୪୭ତମ ଜୁନିୟର ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟର ଉଦ-ଘାଟ-ନୀ ଦେଖିବାକୁ ଶହଶହ ଲୋକ ଆସିଥିଲେ।

ସେହି ସମୟରେ ହଟାତ ପଡ଼ିଆରେ ଲାଗିଥିବା ଟେଣ୍ଟ ସେମାନଙ୍କ ଉପରେ ଖସି ପଡିଥିଲା। ସେହି ଷ୍ଟାଣ୍ଡ ତଳେ ଅଧିକାଂଶ ଲୋକ ବସିଥିଲେ। ଏହିପରି ଅଘ-ଟଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଆ-ତଙ୍କ ଖେଳି ଯାଇଥିଲା। ଆଉ ଭୁ-ଶୁ-ଡ଼ିପ-ଡ଼ିବା ସମୟର ଭିଡ଼ିଓ ମଧ୍ୟ ସାମନାକୁ ଆସିଛି।

ଉ-ଦ୍ଧା-ରକା-ରୀ ଦଳ ଓ ପୋ-ଲିସ ପ୍ରଶା-ସନ ତୁରନ୍ତ ଘ-ଟଣାସ୍ଥଳରେ ପହଞ୍ଚି ଷ୍ଟାଣ୍ଡ ତଳେ ଫସି ରହିଥିବା ଲୋକଙ୍କୁ ଉ-ଦ୍ଧାର କରିଥିଲେ। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁ-ତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି।

ଅନ୍ୟପାର୍ଶ୍ବରେ ଏହି ଜାତୀୟ କବାଡି ପ୍ରତିଯୋଗିତାରେ ୨୯ଟି ରାଜ୍ୟର ପ୍ରାୟ ୧୫ଶହ ଖେଳାଳି ଭାଗ ନେଇଛନ୍ତି। ଆଉ ଆଜିଠାରୁ ଏହି ମ୍ୟାଚ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବାର ଥିଲା। ପ୍ରଥମଥର ପାଇଁ ସିକ୍କିମ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *