ସ୍ତ୍ରୀଙ୍କୁ ସନ୍ଦେହ କରି ଯୌ-ନା-ଙ୍ଗ-କୁ ଆଲୁମିନିୟମ ତାରରେ ସିଲେଇ ଦେଲା ନୃ-ଶଂସ ସ୍ୱାମୀ,ଜାଣନ୍ତୁ ପୁରା ଖବର

ଉତ୍ତରପ୍ରଦେଶର ରାମପୁର ଜିଲ୍ଲା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ସ-ନ୍ଦେହ କରି ଯୌ-ନା-ଙ୍ଗକୁ ଏକ ଆଲୁମିନିୟମ ତାର ସାହାର୍ଯ୍ୟରେ ସିଲେଇ କରିଦେଇଛନ୍ତି। ସେହି ବ୍ୟକ୍ତି ନଥିବା ସମୟରେ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷ ସହ ଶାରୀ-ରିକ ସମ୍ପର୍କ ରଖୁଥିବା ସ-ନ୍ଦେହ କରି ଏହିଭଳି ଏକ ନୃ-ଶଂସ କା-ଣ୍ଡ ଘ-ଟାଇଛନ୍ତି।

ଯୌ-ନା-ଙ୍ଗ ସିଲେଇ କରିବା ପାଇଁ ସେ ଏକ ଆଲୁମିନିୟମ ତାର ବ୍ୟବହାର କରିଥିଲେ। ଘରେ କେହି ନଥିବା ସମୟରେ ବ-ଳପୂ-ର୍ବକ ଭାବରେ ଆଲୁମିନିୟମ ତାର ସାହାର୍ଯ୍ୟରେ ସ୍ତ୍ରୀର ଯୌ-ନାଙ୍ଗ ସିଲେଇ କରି ପ-ଳାଇଥିଲେ। ପୀ-ଡ଼ିତା ଜଣଙ୍କ ର-କ୍ତ ଜୁ-ଡୁବୁ-ଡୁ ଅବ-ସ୍ଥାରେ ନିଜ ମା ପାଖକୁ ଫୋନ କରିଥିଲେ। ନିକଟ ଗ୍ରାମରେ ପୀ-ଡ଼ିତାଙ୍କର ମା ରହୁଥିଲେ। ମା ଘ-ଟଣା ସ୍ଥଳରେ ପହଞ୍ଚି ପୀ-ଡ଼ିତା ଜଣଙ୍କୁ ଉ-ଦ୍ଧାର କରି ନିକଟସ୍ତ ମେଡ଼ିକାଲରେ ଆ-ଡମି-ଟ କରିଥିଲେ। ପୀ-ଡ଼ିତା ଜଣଙ୍କ ବୟସ ୨୪ ବର୍ଷ।

Google

୨ ବର୍ଷ ପୂର୍ବରୁ ସେ ବିବାହ କରିଥିଲେ। ଆଉ ସେବେଠାରୁ ତାଙ୍କ ସ୍ବାମୀ ପ୍ରତିଦିନ ସ-ନ୍ଦେହ କରି ମା-ଡ଼ ମା-ରି ଆସୁଥିଲେ। ଆଉ ପୀ-ଡ଼ିତା ଜଣଙ୍କ ନିଜର ସଚ୍ଚୋଟତାର ପ୍ର-ମାଣ ଦେବାପାଇଁ ସେ କିଛିବି କରିପାରିବେ ବୋଲି ସ୍ବାମୀଙ୍କୁ କହିଥିଲେ। ଆଉ ପରେ ସ୍ବାମୀ ପୀ-ଡ଼ିତାଙ୍କର୍ ଗୋଡ଼,ହାତ ଓ ପାଟିକୁ ଏକ କପଡା ସାହାର୍ଯ୍ୟରେ ବା-ନ୍ଧି ଆଲୁମିନିୟମ ତାରରେ ଯୌ-ନା-ଙ୍ଗକୁ ସିଲେଇ କରିଦେଇଥିଲେ। ଏ ସମ୍ପର୍କରେ ପୀ-ଡ଼ିତା ଜଣକ ରାମପୁର ଥା-ନାରେ ଅ-ଭିଯୋ-ଗ କରିବା ପରେ ୨୪ ଘଣ୍ଟା ମଧ୍ୟରେ ପୋ-ଲିସ ତାଙ୍କ ସ୍ବାମୀଙ୍କୁ ଗି-ରଫ କରି ଜେ-ଲ ପଠାଇ ଦେଇଛି। ପୀ-ଡ଼ିତା ଜଣଙ୍କୁ ଗୁ-ରୁତ-ର ଆ-ଘାତ ଲାଗିଥିବାରୁ ଏ ପର୍ଯ୍ୟନ୍ତ ତାଙ୍କର ମେଡିକାଲ ଚିକିତ୍ସା ଜା-ରି ରହିଛି ବୋଲି ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *