ଘରେ ଲାଗିଗଲା ନି-ଆଁ, ତା ପରେ ୧୦ ବର୍ଷର ଝିଅ ଯାହା କଲା,ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଖବର

ଏକ ଦଶ ବର୍ଷର ଝିଅ ଘରେ ଥିଲା। ସେହି ସମୟରେ ଘରେ ନିଆଁ ଲାଗିଗଲା। ଚାରିପାଖରେ ସବୁକିଛି ଜଳିବାକୁ ଲାଗିଲା। ଝିଅଟି ସହିତ ତାର ଦୁଇଟି ଛୋଟ ଭାଇ ମଧ୍ୟ ଥିଲେ। କରିବେ ତୋ କଣ କରିବେ। କିନ୍ତୁ ସେ ଯାହାବି କରିଲେ ତାହା ଦେଖି କେହିବି ଆଶ୍ଚର୍ଯ୍ୟ ରହିଗଲେ।

କଣ କରିଲା ଝିଅଟି?

ଏହି ଘଟଣାଟି ଆମେରିକାର ଶିକାଗୋର ଅଟେ। ଏଠାରେ Wabash Avenueର ତୁତୀୟ ମହଲାରେ ନି-ଆଁ ଲାଗିଯାଇଥିଲା। ଏକ ୧୦ ବର୍ଷର ଝିଅ ନିଜର ୨ବର୍ଷ ଓ ୪ବର୍ଷର ଭାଇଙ୍କ ସହିତ ଘରେ ଥିଲେ। ସେ ତିନିଜଣ ଫସି ସାରିଥିଲେ। ପିଲାଟି ପ୍ରଥମେ ଝରକା ଖୋଲିଲେ। ସେଠାରୁ ତଳକୁ ଗଦି ପକାଇଲେ।

ତାପରେ କଣ କରିଲେ?

ଝିଅଟି ତାପରେ ହିମ୍ମତ ଦେଖାଇଲେ। ସେ ସେହି ଗଦି ଉପରକୁ ଡିଆଁ ମାରିଲେ। କିନ୍ତୁ ତାର ଗୋଡରେ ସାମାନ୍ୟ ଆଘାତ ଆସିଗଲା। ଯେତେବେଳେ ଅଗ୍ନିଶମ ବିଭାଗ ଆସିଲେ ସେତେବେଳେ ତାର ୪ବର୍ଷର ଭାଇ ଡିଆଁ ମାରିବାକୁ ଯାଉଥିଲେ। କିନ୍ତୁ ଅଗ୍ନିଶମ ବିଭାଗ ତାଙ୍କୁ ବଞ୍ଚାଇଦେଲେ। ଦ୍ଵିତୀୟ ଭାଇଙ୍କୁ ଜ-ଳୁ-ଥି-ବା ଘରୁ ବାହାର କରାଗଲା। ଦୁଇ ଭାଇ କୌଣସି ଆ-ହ-ତ ହୋଇନାହାନ୍ତି। କିନ୍ତୁ ଝିଅଟି ଆ-ହ-ତ ହୋଇଛି।

ସବୁ ଆଶ୍ଚର୍ଯ୍ୟ ହୋଇଗଲେ:-

ଜିଲ୍ଲା ଅଗ୍ନିଶମ ବିଭାଗର ମୁଖ୍ୟ ଫ୍ରାଙ୍କ ଭେଲେଜ କହିଲେକି,” ମୁଁ ଏମିତି କରିବାକୁ କାହାରିକୁ ଦିଏ ନାହିଁ। କିନ୍ତୁ ଏହା ସତକି ପିଲାଟି ବହୁତ ଇନୋଭେଟିବ ଅଟେ। ସେ ତୁରନ୍ତ ନିଜକୁ ଓ ନିଜର ଭାଇଙ୍କୁ ରକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏମିତି ଚିନ୍ତା କରିବା ପାଇଁ ପିଲାଟିର ପ୍ରଶଂସା କରିବାକୁ ହେବ।” ସୂଚନା ମୁତାବିକ, ଏହି ନିଆଁ ରୋଷେଇ ଘରେ ଲାଗିଥିଲା। ସେହି ସମୟରେ ଘରେ କେହି ନଥିଲେ। ପୋ-ଲି-ସ-କୁ ସୂଚନା ବାପା-ମା ଙ୍କଦ୍ଵାରା ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *