ବାବା ରାମଦେବଙ୍କ ପଥରେ ଚାଲିବେ ମହେନ୍ଦ୍ର ସିଂହ ଧୋନୀ, ହେବାକୁ ଯାଉଛନ୍ତି ମାର୍କେଟିଂ ଗୁରୁ,ପଢନ୍ତୁ ପୁରା ଖବର

କ୍ରିକେଟର ମହାରଥୀ ମହେନ୍ଦ୍ର ସିଂହ ଧୋନୀଙ୍କ କିଷାନ ଲୁକ ଲୋକଙ୍କୁ ବହୁତ ପସନ୍ଦ ଆସୁଛି । ରବିବାର ଦିନ ଝାରଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଧୋନୀଙ୍କ ଇଜା ଫାର୍ମ ଖୋଲିବା ଆରମ୍ଭ ହେବାପରେ ଏହାର ତୁଳନା ମାର୍କେଟ ଗୁରୁ ରାମଦେବଙ୍କ ପତାଞ୍ଜଳୀ ସହିତ ହେବାକୁ ଲାଗିଲା । ଅର୍ଗାନିକ ଫାର୍ମ ଦ୍ୱାରା ଚାଷ କରୁଥିବା ଧୋନୀଙ୍କ ପନିପରିବା ଡିମାଣ୍ଡ ବର୍ତ୍ତମାନ ସାରା ରେକର୍ଡ଼ ଭାଙ୍ଗିଦେଇଛି । ଦୁବାଇ ରୁ ମଧ୍ୟ ତାଙ୍କ ପନିପରିବାର ଅର୍ଡର ଆସୁଛି ।

ଧୋନୀ କେତେବେଳେ ରେଲୱେ ଟିକଟ କଲେକ୍ଟର କେତେବେଳେ କ୍ରିକେଟର ଓ କେତେବେଳେ ଏୟାରଫୋର୍ସ ପାଇଲଟ ଓ ବର୍ତ୍ତମାନ ଚାଷକୁ ନେଇ ତାଙ୍କ ଆଗ୍ରହ ସମସ୍ତଙ୍କୁ ଦେଖାଯାଉଛି ଓ ସେ ଏଥିରେ ବହୁତ ସଫଳତା ମଧ୍ୟ ପାଉଛନ୍ତି।

ବିଭିନ୍ନ ପ୍ରକାର ପନିପରିବା ଧୋନୀଙ୍କର ବଜାରରେ ବହୁତ ଚାହିଦା ରହିଛି । ଧୋନୀଙ୍କ ପନିପରିବାର ଶୁଦ୍ଧତାକୁ ନେଇ ଲୋକମାନେ ତାଙ୍କର ତୁଳନା ମାର୍କେଟ ଗୁରୁ ରାମଦେବ ବାବାଙ୍କ ସହିତ କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା ଚାଷର ରୋଜଗାର କ୍ରିକେଟ ଠାରୁ ଭାରି ପଡିବ କି ନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *