ଘରେ ବସି ପ-ର୍ଣ୍ଣ ଦେଖୁଥିଲେ ବାଳକ, କିମ୍ ଜୋଙ୍ଗ ଉନ୍ ପୁରା ପରିବାରକୁ ଦେଲେ କ-ଡ଼ା ଦ-ଣ୍ଡ,ଜାଣନ୍ତୁ ପୁରା ଖବର

ନିଜର ଶା-କ୍ତ ନି-ଷ୍ପ-ତ୍ତି ପାଇଁ ପ୍ରସିଦ୍ଧ ଉତ୍ତର କୋରିୟା ତାନା ଶାହା କିମ ଜୋଙ୍ଗ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। କିମ ଜୋଙ୍ଗ ପ-ର୍ନ ଫିଲ୍ମ ବି-ରୁ-ଦ୍ଧରେ ନିଜର ଯୁ-ଦ୍ଧ-କୁ ତୀ-ବ୍ର କରି ପ-ର୍ନ ଦେଖିବା ଲୋକଙ୍କ ବି-ରୁ-ଦ୍ଧରେ କ-ଡା କା-ର୍ଯ୍ୟାନୁ-ଷ୍ଠାନ ନେଇଛନ୍ତି। ଏକ କିଶୋରର ପ-ର୍ନ ଫିଲ୍ମ ଦେଖିବା କାରଣରୁ ତାକୁ ଓ ତାର ସମ୍ପୂର୍ଣ ପରିବାରକୁ ଶ-କ୍ତ ଦ-ଣ୍ଡ ଶୁଣାଇ ଦେଇଛନ୍ତି।

ଦୁନିଆରେ ଅନେକ ଦେଶ ଓ ରାଜ୍ଯରେ ପ-ର୍ନ ଦେଖୁଥିବା ଲୋକଙ୍କ ବି-ରୁ-ଦ୍ଧରେ ଶ-କ୍ତ କା-ର୍ଯ୍ୟାନୁ-ଷ୍ଠାନ ଆରମ୍ଭ ହୋଇଯାଇଛି। ଏହିସବୁ ମଧ୍ୟରେ ଉତ୍ତର କୋରିୟାର ଏହି ଖବର ସାମ୍ନାକୁ ଆସିଛି। କିଶୋର ରାତି ସମୟରେ ନିଜର ମାତା-ପିତା ଘରେ ନଥିବା ସମୟରେ ପ-ର୍ନ ଦେଖୁଥିଲେ। ଯା-ଞ୍ଚ କରୁଥିବା ଲୋକଙ୍କ ନଜରରେ ଯେତେବେଳେ ତାଙ୍କର ଏ-କ୍ଟିଭି-ଟି ଉପରେ ଆସିଲା ସେତେବେଳେ ସେ ଧ-ରା ପ-ଡିଗ-ଲେ।

ଡେଲିଏନକେର ଏକ ରି-ପୋ-ର୍ଟ ମୁତାବିକ ଉତ୍ତର କୋରିୟାର ସତ୍ତାରୂଢ ୱାର୍କର ପାର୍ଟି ସ୍କୁଲ ମଧ୍ୟରେ ପିଲାଙ୍କର ପ-ର୍ନ ଦେଖିବା ବି-ରୁ-ଦ୍ଧରେ ଅଭିଯାନ ଚଳାଉଛନ୍ତି। ଏଥିପାଇଁ ପୋ-ଲି-ସ ଯେତେବେଳେ ଏ-କ୍ଟିଭି-ଟି ଦେଖିଲା ସେ ସଙ୍ଗେ ସଙ୍ଗେ ଯାଇ ପହଞ୍ଚିଗଲେ। ଦ-ଣ୍ଡ ରୂପରେ ସେହି କିଶୋରକୁ ଓ ତାର ପରିବାରକୁ ଉତ୍ତର କୋରିୟାରୁ ଦୂରକୁ ପ-ଠା-ଇ ଦିଆଗଲା।

କିମ ଜୋଙ୍ଗ ଗତ ବର୍ଷ ପ-ର୍ନ ଫିଲ୍ମ ବି-ରୁ-ଦ୍ଧରେ ନିଜର ଅଭିଯାନ ଆରମ୍ଭ କରିଥିଲେ। କିମ ଜୋଙ୍ଗ କହିଲେକି ସମା-ଜବା-ଦୀ ବି-ଚା-ର ଏକ ପ୍ରକାର ଟ୍ଯୁମର ଭଳି, ଯାହାକି ସବୁବେଳେ ବାଧା ସୃଷ୍ଟି କରେ। ଉତ୍ତର କୋରିୟା ପ-ର୍ନ ଫିଲ୍ମ ଉପରେ ପ୍ର-ତିବ-ନ୍ଧକ ଲଗାଇବା ପାଇଁ ଏକ ନି-ୟମ ପ୍ରସ୍ତୁତ କରିଛନ୍ତି। ଏଥିରେ ଏମିତି ଦୋ-ଷୀଙ୍କୁ ୫ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଦ-ଣ୍ଡ ରୂପରେ ଜ-ବ-ରଦ-ସ୍ତି କାମ କରାଯିବ।

କେବଳ ଏତିକି ନୁହେଁ ଏହିଭଳି ଜିନିଷକୁ ଆଣୁଥିବା ବ୍ୟକ୍ତିଙ୍କୁ ଲେବର କ୍ୟାମ୍ପରେ ଆ-ଜୀବ-ନ କା-ରାବା-ସରେ ମୃ-ତ୍ୟୁ-ର ଦ-ଣ୍ଡ ଦିଆଯାଇପାରେ। ସ୍କୁଲର ପ୍ରିନ୍ସିପାଲଙ୍କୁ ଏହିଭଳି କାମ ପାଇଁ ତାଙ୍କୁ ଲେବର କ୍ୟାମ୍ପ ପଠାଇ ଦିଆଯାଇଛି।

ଉତ୍ତର କୋରିୟାର ଏକଛତ୍ରବାଦୀ ଶା-ସ-କ କିମ ଜୋଙ୍ଗ ତାଙ୍କର କ-ଠୋ-ର ନି-ଷ୍ପତ୍ତି ପାଇଁ ଜଣାଶୁଣା। କରୋନା ମହାମାରୀ ହେତୁ ଉତ୍ତର କୋରିୟାରେ କରୋନା ଗାଇଡଲାଇନ ମଧ୍ୟ ଅତ୍ୟନ୍ତ କ-ଠୋର ଅଟେ। ଯଦିଓ ପ୍ରାରମ୍ଭରେ ଉତ୍ତର କୋରିଆ ଦା-ବି କରିଛିଯେ ତାଙ୍କ ଦେଶରେ କରୋନା ଜୀବାଣୁ ନାହିଁ, କିନ୍ତୁ ବିଶ୍ଳେଷକମାନେ ଏହି ଦା-ବିର ଗମ୍ଭୀରତା ଉପରେ ପ୍ରଶ୍ନ କରୁଛନ୍ତି।

ନିକଟରେ ଉତ୍ତର କୋରିୟାର ଲିଡର କିମ ଜୋଙ୍ଗଙ୍କର ପତ୍ନୀ ଏକ ପବ୍ଲିକ ଇଭେଣ୍ଟରେ ନଜର ଆସିଥିଲେ। ଯିଏକି କରୋନା କାଳ ଅର୍ଥାତ ଗତ ଏକ ବର୍ଷରେ ପବ୍ଲିକ ଇଭେଣ୍ଟରୁ ସେ ଗାୟବ ଥିଲେ।

ଦୁନିଆର ଅନେକ ଦେଶରେ ପ-ର୍ନ ବି-ରୋ-ଧରେ ଅଭିଯାନ ଜୋ-ରଦା-ର ହୋଇଛି। କିଛି ସମୟ ପୂର୍ବରୁ ଉତ୍ତରପ୍ରଦେଶରେ ଯୋଗୀ ସରକାର ପ-ର୍ନ ଦେଖିବା ଉପରେ କ-ଡା ପ୍ର-ତିବ-ନ୍ଧକ ଲଗାଇଥିଲେ ଏବଂ ୧୦୯୦ ନମ୍ବର ଆରମ୍ଭ କରିଥିଲେ ଯାହାଦ୍ଵାରା ପୋ-ଲି-ସ ପ-ର୍ନ ଦେଖୁଥିବା ସ୍ଥାନ ଜାଣିପାରିବ ଏବଂ ସେମାନେ ସେମାନଙ୍କୁ ଧ-ରି ପାରିବେ।

ଉତ୍ତର ପ୍ରଦେଶ ସରକାରଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ କରାଯାଇଥିବା ଆ-ର୍ଟିଫି-ସିୟାଲ ଇ-ଣ୍ଟେଲିଜେ-ନ୍ସି ଓ ସା-ଇକୋ-ଗ୍ରାଫି-କ୍ସ ପରି ଅତ୍ୟାଧୁନିକ କୌଶଳର ବ୍ୟବହାର ଆରମ୍ଭ କରି ଚାଇଲ୍ଡ ପ-ର୍ନଗ୍ରାଫି ସହ ଜ-ଡିତ ଇଣ୍ଟରନେଟରେ ଥିବା ଜିନିଷକୁ ସର୍ଚ୍ଚ କରୁଥିବା ଲୋକଙ୍କୁ, ପ-ପ ଅ-ପ ମେ-ସେଜ” ଜରିଆରେ ଚିହ୍ନଟ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *