ଜନ୍ମ କଲା ଝିଅର କା-ରନା-ମା : ବାପାଙ୍କୁ ପ୍ରଥମ ରେଷ୍ଟୁରାଣ୍ଟରେ ଖୁଆଇଲା ଓ ମ-ଦ ପି-ଆଇ-ଲା,ତା ପରେ ଜା-ଳି-ଦେ-ଲା,ଜାଣନ୍ତୁ ପୁରା ଘ-ଟ-ଣା

ପଶ୍ଚିମବଙ୍ଗର କୋଲକାତାରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ମା-ମ-ଲା ସାମ୍ନାକୁ ଆସିଛି। ଏଠାରେ ଏକ ଝିଅ ନିଜର ପିତାଙ୍କ ଉପରେ ତେଲ ପକାଇ ନିଜ ପିତାଙ୍କୁ ନି-ଆଁ ଲଗାଇଦେଇଛନ୍ତି। ଏଠାକାର ସମ୍ପୂର୍ଣ ମା-ମ-ଲା ଘ-ଟ-ଣାସ୍ଥ-ଳରେ ଥିବା ସି-ସିଟି-ଭିରେ ରେ-କ-ର୍ଡ ହୋଇଗଲା। ପୋ-ଲି-ସ ଯୁବତୀଙ୍କୁ ଗି-ର-ଫ କରି ମା-ମ-ଲା-ର ଯା-ଞ୍ଚ ଆରମ୍ଭ କରିଦେଇଛି।

ସୂଚନା ମୁତାବିକ ୨୨ବର୍ଷର ଜଣେ ଯୁବତୀ ପ୍ରଥମେ ନିଜର ପିତାଙ୍କୁ ରେଷ୍ଟୁରାଣ୍ଟ ନେଇ ଖାଇବା ଖୁଆଇଲେ ଓ ମ-ଦ ମଧ୍ୟ ପି-ଆଇଲେ। ଏମିତିରେ ଯେତେବେଳେ ସେ ନି-ଶାଶ-କ୍ତ ହୋଇଗଲେ ସେତେବେଳେ ଯୁବତୀ ନିଜର ପିତାଙ୍କର କ-ଥିତ ରୂପରେ ହ-ତ୍ୟା କରିଦେଲେ।

ଏକ ବରିଷ୍ଠ ପୋ-ଲି-ସ ଅଧିକାରୀ କହିଲେକି ଯୁବତୀ ନିଜର ପିତାଙ୍କ ସହିତ ରବିବାର ରାତିରେ ଏକ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିଲେ ଯେଉଁଠି ସେ ନିଜର ପିତାଙ୍କୁ ମ-ଦ ପିଆଇଥିଲେ, ତାପରେ ସେ ଷ୍ଟ୍ରେଡ ରୋଡରେ ବୁଲିବା ପାଇଁ ଗଲେ। ଯୁବତୀ କହିଲେକି ଯେତେବେଳେ ତାଙ୍କର ପିତା ହୁଗୁଳୀ ନଦୀ କୂଳରେ ଏକ ବେଞ୍ଚ ଉପରେ ଶୋଇଗଲେ ସେତିକିବେଳେ ପିତାଙ୍କ ଉପରେ ମିଟିର ତେଲ ପକାଇ କଥିତ ରୂପରେ ନି-ଆଁ ଲ-ଗା-ଇଦେଲେ।

ପୋ-ଲି-ସ ଦା-ବି କରିଛିକି ଏହି ଘ-ଟ-ଣା ସିସିଟିଭିରେ ରେ-କ-ର୍ଡ ହୋଇଯାଇଛି ଓ ଯୁବତୀ ମଧ୍ୟ ନିଜର ଭୁଲକୁ ସ୍ଵୀକାର କରିଛନ୍ତି। ସେ କହିଲେକି ପାର୍କ ସର୍କସ ନିକଟରେ କ୍ରିଷ୍ଟୋଫର ରୋଡ ନିବାସୀ ଯୁବତୀଙ୍କୁ ତାଙ୍କର ଚାଚାଙ୍କ ଦ୍ଵାରା କରାଯାଇଥିବା ଅ-ଭି-ଯୋ-ଗ କ୍ରମେ ଗି-ର-ଫ କରାଯାଇଛି।

ଅଧିକାରୀ କହିଲେକି ଯୁବତୀ ପଚରାଉଚୁରା ସମୟରେ ଆ-ରୋ-ପ ଲଗାଇଲେକି ଯେତେବେଳେ ସେ ଛୋଟ ଥିଲେ, ସେହି ସମୟରେ ତାଙ୍କର ମାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ଯାହାପରେ ତାଙ୍କର ପିତା ତାଙ୍କୁ କ-ଷ୍ଟ ଦେବା ଆରମ୍ଭ କରିଦେଇଥିଲେ। କିନ୍ତୁ ଯୁବତୀଙ୍କର ବିବାହ ପରେ ମଧ୍ୟ ଏହା ବ-ନ୍ଦ ହୋଇଗଲା। ଯୁବତୀ କହିଲେକି କିନ୍ତୁ ଯେତେବେଳେ ତାଙ୍କର ବାହାଘର ଭା-ଙ୍ଗିଗ-ଲା ଓ ସେ ଘରକୁ ଫେରି ଆସିଲେ ପୁଣିଥରେ ତାଙ୍କୁ ପୂର୍ବଭଳି କ-ଷ୍ଟ ଦେବା ଆରମ୍ଭ କରିଦେଲେ। ଅଧିକାରୀ କହିଲେକି ଆମେ ଯୁବତୀଙ୍କର ଦା-ବିକୁ ସ-ତ୍ୟାପ-ନ କରୁଅଛୁ। ଯୁବତୀଙ୍କୁ ଅ-ଦାଲ-ତରେ ହା-ଜି-ର କରାଯାଇଛି। ଅ-ଦାଲ-ତ ତାଙ୍କୁ ୨୯ମାର୍ଚ୍ଚ ପର୍ଯ୍ୟନ୍ତ ପୋ-ଲି-ସ ହେ-ପା-ଜ-ତ-ରେ ପ-ଠା-ଇଦେ-ଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *