ତିନିଥର ଚେଷ୍ଟା କଲାପରେ ମଧ୍ୟ ୧୦୦ ଟଙ୍କିଆ ଦଶଟି ନୋଟ ଗଣି ପାରିଲାନି ବର,ବିବାହ ପାଇଁ ମନା କରିଦେଲା କନ୍ୟା,ଜାଣନ୍ତୁ ପୁରା ଘ-ଟ-ଣା

ବିବାହ କୈାଣସି ଝିଅ ଜୀବନର ଅହଂ ସଫଳତା ହୋଇଥାଏ|ସେ ସେଥିପାଇଁ ନିଜ ପସନ୍ଦର ଭଲ ପୁଅ ଖୋଜିଥାଏ|ଏମିତି ପୁଅ ଯିଏ ତାସହ ମିଶିପାରିବ|କିନ୍ତୁ ଆରେଞ୍ଜ ମ୍ୟାରେଜରେ ଵହୁଥର ପୁଅଝିଅ ଜଣେ ଜଣଙ୍କୁ ଜାଣିନଥାଏ|ସଜ ଦୁହେଁ ଦୁହିଁଙ୍କୁ ବିବାହ ପରେ ଜାଣିଥାନ୍ତି|ପୁଣି ସେ ନିଜ ବିବାହକୁ ପଶ୍ଚାତାପ କରିଥାଏ|

ଏମିତି କିଛି ଚତୁର ଯୁବତୀ ଅଛନ୍ତି ଯାହାଙ୍କୁ ଵିଵାହ ଦିନ ଵରର ଖରାପ ଅଭ୍ୟାସ ଜଣାପଡିଯାଇଥାଏ|ଏଥିପାଇଁ ବହୁତ ଖଵର ଆସେ ଯେ ବିବାହ ଦିନ କନ୍ୟା ବରକୁ ମନା କରିଦେଲା|

ଆପଣ ଏମିତି ଖବର ଶୁଣିଥିବେ ଯେ ଵର ତମାଖୁ ଖାଇବା , ମ-ଦ୍ୟ-ପା-ନ କରିବା,ଖରାପ ଅଭ୍ୟାସ ଇତ୍ୟାଦି କାରଣରୁ କନ୍ୟା ବିବାହ ପାଇଁ ମନାକରି ଦେଇଥାଏ|ଆଜି ଏମିତି ଏକ ଘ-ଟ-ଣା ଯେଉଁଥିରେ ବର ତିନିଥର ଚେଷ୍ଟା କଲାପରେ ମଧ୍ୟ ୧୦୦ଟଙ୍କିଆ ଦଶଟି ନୋଟ ଗଣିବାରେ ବିଫଳ ହେବାରୁ କନ୍ୟା ତାକୁ ମନାକଲେ|

ଏହି ଘ-ଟ-ଣା ବିହାରର ମଧୁବାଣୀ ଜିଲ୍ଲାର ପଣ୍ଡୈଲ ଗାଁର ଅଟେ|ପଣ୍ଡୋଲ ପ୍ରଖଣ୍ଡର ଵ୍ରହ୍ମତାରା ଗାଁର ପୁଅ ରହିକା ପ୍ରଖଣ୍ଡର ମୋମିନପୁର ଗାଁର ଝିଅକୁ ବିବାହ କରିବାକୁ ଯାଇଥିଲେ|ନିର୍ଧାରିତ ଦିନ ବରଯାତ୍ରୀ ନେଇ ପହଞ୍ଚିଥିଲେ|ତାପରେ ସ୍ୱାଗତ ହୋଇ ବରମାଳା ହୋଇଥିଲା|କିନ୍ତୁ ମଣ୍ଡପରେ କନ୍ୟାର ସାଙ୍ଗମାନେ ବର ସହ କଥାବାର୍ତ୍ତା ହେବାରୁ ଅଶିକ୍ଷିତ ହେବାର ଆଶଙ୍କା ହେଲା|

କନ୍ୟାର ସାଙ୍ଗମାନେ ବରକୁ ୧୦୦-୧୦୦ର ୧୦ଟି ନୋଟ୍ ଦେଇ ଗଣିବାକୁ କହିଲେ|ସେ ତିନିଥର ଚେଷ୍ଟା କରି ବିଫଳ ହୋଇଥିଲେ|ଏହାପରେ ଜିଲ୍ଲାର ନାମ ପଚାରିବାରୁ ଭୁଲ ଉତ୍ତର ମଧ୍ୟ ଦେଇଥିଲେ|ଏହିପରି ସମସ୍ତ ପ୍ରଶ୍ନର ଭୁଲ ଉତ୍ତର ଦେଇଥିଲେ|ଯେତେବେଳେ କନ୍ୟା ଏଭଳି ପରିସ୍ଥିତି ଦେଖିଲେ ସେ ବିବାହ କରିବାକୁ ମନାକଲା|

ଏହାଫଳରେ ମହଜ୍ଜୁଦ ଲୋକମାନେ କନ୍ୟା୍ ପ୍ରଶଂସା କରିଥିଲେ|ଏହାପରେ ସେଠାରେ ଥିବା ଜଣେ ବ୍ୟକ୍ତି ନିଜ ପୁଅର ବିବାହ କନ୍ୟାକୁ ଅଫର ଦେଇଥିଲେ|ଏହାପରେ ତାଙ୍କ ପୁଅ ପଢାଲିଖା ସୋଇଥିବାରୁ ସେ ରାଜି ହୋଇଗଲେ ଓ ବିବାହ ହୋଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *