ସ୍କୁଟର ଚାଳକଙ୍କ ଉପରେ ଲାଗିଲା ୧୮,୫୦୦ ଟଙ୍କାର ଜ-ରିମା-ନା

ଗତକାଲି ସନ୍ଧ୍ୟାରେ ପରିବହନ ବିଭାଗ ଓ ପୋ-ଲିସ ପକ୍ଷରୁ ରାୟଗଡ଼ା ସହରର ଡିଆଇବି ଛକ ନିକଟରେ ଯା-ଞ୍ଚ କରା ଯାଉଥିଲା। ଯା-ଞ୍ଚ ସମୟରେ ଜଣେ ସ୍କୁଟର ଚାଳକଙ୍କ ପାଖରୁ ୧୮,୫୦୦ ଟଙ୍କାର ଫା-ଇନ କରିଛନ୍ତି। ସ୍କୁଟର ଚାଳକଙ୍କର ଲା-ଇସେ-ନ୍ସ ନଥିବା, ହେଲମେଟ ନ ପିନ୍ଧିବା,ଟ୍ରାଫିକ ନି-ୟମ ନ ମାନିବା, ରେଡ ଲାଇଟ ସି-ଗ୍ନାଲ ଅତି-କ୍ରମ କରିବା ଆଦି ପ୍ରସଙ୍ଗକୁ ନେଇ ପ-ରିବ-ହନ ବିଭାଗ ପକ୍ଷରୁ ଏହି ଜ-ରିମା-ନା ଆ-ଦାୟ କରା ଯାଇଛି।

ଗତକାଲି ସନ୍ଧ୍ୟାରେ ପରିବହନ ବିଭାଗ ଓ ପୋ-ଲିସ ତରଫରୁ ରାୟଗଡ଼ା ସହରର ଡିଆଇବି ଛକ ପାଖରେ ଗାଡ଼ି ଯା-ଞ୍ଚ କରା ଯାଉଥିଲା। ଆଉ ସେହି ସମୟରେ ଜଣେ ସ୍କୁଟର ଚାଳକଙ୍କୁ ଅଟକାଇବାରୁ ସେ ଦ୍ରୁ-ତ ଗତିରେ ଖସି ପଳାଇବାକୁ ପ୍ରୟାସ କରିଥିଲେ। ଆଉ ସେହି ସ୍ଥାନରେ ଥିବା ପୋ-ଲିସ କର୍ମଚାରୀମାନେ ଚାଳକକୁ ପିଛା କରି ଧ-ରିଥିଲେ।

Google

ଧ-ରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ବ୍ୟକ୍ତିଙ୍କ ପାଖରେ ଲା-ଇସେ-ନ୍ସ ନାହିଁ, ହେଲମେଟ ପିନ୍ଧି ନଥିଲେ,ଗାଡ଼ିର ଇ-ନ୍ସ୍ୟୁ-ରା-ନ୍ସ କାଗଜପତ୍ର ମଧ୍ୟ ନାହିଁ। ପରିବହନ ବିଭାଗ ଏହି ସବୁ ଦେଖିବା ପରେ ୧୮,୫୦୦ ଟଙ୍କା ଜ-ରିମା-ନା କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *