ମୋଦୀ ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କର ଆଉ ଏକ ହ-ମ-ଲା, ମିଛ ବାରମ୍ବାର କହିଲେ ମଧ୍ୟ ତାହା ମିଛ ହିଁ ହୋଇଥାଏ,ଜାଣନ୍ତୁ କଣ ପାଇଁ ଏମିତି କହିଲେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଉପରେ ଏକ ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀ ଏକ ଟୁଇଟରରେ ବିଜେପିର ଖବର କାଗଜରେ ଏକ ବିଜ୍ଞାପନ ପୋଷ୍ଟ କରିଥିଲେ। ଏହି ବିଜ୍ଞାପନର ଆଧାରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ଟା-ର୍ଗେ-ଟ କରିଥିଲେ। ରାହୁଲ ଗାନ୍ଧୀ ଲେଖିଲେକି ବାରମ୍ବାର ପୁନରାବୃତ୍ତି କରିଲେ ମିଛ- ମିଛ ରୁହେ।

ପ୍ରଭାତ ଖବର ଓ ସନମାର୍ଗ ନାମକ ଖବରକାଗଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋଟ ସହିତ ଏକ ବିଜ୍ଞାପନ ଛପାଯାଇଥିଲା। ଏହି ବିଜ୍ଞାପନ ପ୍ରଥମେ ୧୪ ଫେବୃୟାରୀରେ ଛପା ଯାଇଥିଲା ଓ ପରେ ୨୫ଫେବୃୟାରୀରେ ପୁଣିଥରେ ଛପା ଯାଇଥିଲା। ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟ ସହିତ ଜଣେ ମହିଳାଙ୍କର ଫୋଟ ଥିଲା।

ଏହି ଫୋଟ ସହିତ ଲେଖା ଯାଇଥିଲାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋତେ ମିଳିଲା ନିଜର ଘର। ମୁଣ୍ଡ ଉପରେ ଛାତ ମିଳିବାରୁ ପାଖାପାଖି ୨୪ ଲକ୍ଷ ଲୋକ ହେଲେ ଆତ୍ମନିର୍ଭରଶୀଳ। ସାଥୀରେ ଆସନ୍ତୁ ମିଶିକରି ଆତ୍ମନିର୍ଭରଶୀଳ ଭାରତର ସ୍ଵପ୍ନକୁ ସତ କରିବା। ଏହା ସହିତ ଏକ ନାରା ଲେଖାଯାଇଥିଲା – “ଆତ୍ମନିର୍ଭର ଭାରତ, ଆତ୍ମନିର୍ଭର ବଂଗାଲ”

ମିଡ଼ିଆ ରିପୋର୍ଟ ଅନୁସାରେ ବିଜ୍ଞାପନରେ ଯେଉଁ ମହିଳାଙ୍କ ଫୋଟ ଛପା ଯାଇଥିଲା ତାଙ୍କର ନାମ ଲକ୍ଷ୍ମୀଦେବୀ ଅଟେ। ଲକ୍ଷ୍ମୀଦେବୀ ପାଖରେ ନିଜର ଘର ନାହିଁ। ସେ ୫୦୦ଟଙ୍କା ମାସକୁ ବହୁତ୍ ଛୋଟ ଘରେ ରୁହନ୍ତି। ରିପୋର୍ଟ୍ ମୁତାବିକ ଲକ୍ଷ୍ମୀଦେବୀଙ୍କୁ ଜଣାନାହିଁ ତାଙ୍କର ଫୋଟ କେବେ ଉଠାଗଲା। ବର୍ତ୍ତମାନ ଏହି ବିଜ୍ଞାପନ ବିପକ୍ଷ ବାହାନାରେ ମୋଦୀ ସରକାରଙ୍କ ଉପରେ ପ୍ରଚାର ପାଇଁ ମିଥ୍ୟା ଆ-ରୋ-ପ ଲଗାଇଛନ୍ତି।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *