ଦେଖନ୍ତୁ ଭିଡିଓ : ଜାପାନରେ ତୀବ୍ର ଭୂକମ୍ପ ଯୋଗୁଁ କେମିତି ଦୋହଲୁଛି କୋଠା

ଟୋକିଓ:ଜାପାନରେ ତେଜ ଭୂକମ୍ପର ଖବର ରହିଛି|ଶନିବାର ଦିନ ଉତ୍ତରପୂର୍ବ ଜାପାନରେ ତେଜ୍ ଭୂକମ୍ପ ଆସିଥିଲା ଯାହା କୋଠାବାଡିକୁ ଦୋହଲାଇ ଦେଇଥିଲା|ଭୂକମ୍ପ ପରେ ସୁନାମୀର ଆଲର୍ଟ ମଧ୍ୟ ଜାରି କରାଯାଇଛି|ଭୂକମ୍ପ ଏତେ ତେଜ୍ ଥିଲା ଯେ କୋଠା ଦୋହଲାଇ ଦେଇଥିଲେ|

ସୋସିଆଲ ମିଡିଆରେ ବହୁ ଲୋକ ପୋଷ୍ଟ କରିଛନ୍ତି,ଯାହାଫଳରେ ଏହାର ଅନୁମାନ କରାଯାଇପାରେ|ସୂଚନା ଅନୁସାରେ ଭୂକମ୍ପ ୭.୨ ତିବ୍ରତା ସହ ସନ୍ଧ୍ୟା ୬ଟା ୨୬ ସମୟରେ ମିୟାଗି ପ୍ରାନ୍ତରେ ଧକ୍କା ହୋଇଥିଲା|ଏହାର ଗଭୀରତା ୬୦ କିମି ପର୍ଯ୍ୟନ୍ତ ରହିଥିଲା|ଵ୍ରଡକାଷ୍ଟର ଏନଏଚକେ ଲୋକଙ୍କୁ ପାଖକୁ ନଯିବାକୁ ଚେତାବନୀ ଦେବାପରେ କହିଲା କି ସୁନାମୀର ଆଲର୍ଟକୁ ଏକ ଘଣ୍ଟା ପରେ ହଟାଇ ଦିଆଗଲା|

ମୃତ ଵା ଆହତଙ୍କ ତତ୍କାଳୀନ ରିପୋର୍ଟ ନାହିଁ|ପୂର୍ବ ଜାପାନ ରେଳ କମ୍ପାନୀର କହିବାନୁଯାୟୀ ତୋହୋକୁ,ଶିଙ୍କାନେସନ ବୁଲେଟ୍ ଟ୍ରେନ ଲାଇନରେ ସେବା ଯାହା ଶନିବାର ଦିନ ଭୂକମ୍ପ ପରେ ଆଂଶିକ ଭାବରେ ଵନ୍ଦ ଥିଲା,ରାତି ୧୦ଟାରେ ପୁଣି ଆରମ୍ଭ ହେବାର ଆଶା କରାଯାଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *