ଦେଖନ୍ତୁ ଭିଡ଼ିଓ : ଦୀପିକା ପାଦୁକୋନ ଓ ଶିଳ୍ପା ସେଟ୍ଟୀ ଗୋଟିଏ ମଞ୍ଚରେ କଲେ ଧମାଲ,ରୋବଟ ପରି କଲେ ଡ୍ୟାନ୍ସ …


ମୁମ୍ବାଇ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ଦୀପିକା ପାଦୁକୋନଙ୍କର ସାରା ଦୁନିଆରେ ଦିୱାନା ଅଟନ୍ତି । ଉଭୟ ଅଭିନେତ୍ରୀ ନିଜ ସୁନ୍ଦରତା ଓ ଅଭିନୟ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଏହିସମୟରେ ଉଭୟଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଉଭୟ ଏକ ମଞ୍ଚରେ ରୋବଟ ପରି ଡ୍ୟାନ୍ସ କରୁଛନ୍ତି ।

ଏହି ଭିଡ଼ିଓଟିକୁ ସୋସିଆଲ ମିଡ଼ିଆରେ ଦ୍ବିତୀୟବାର ଶେୟର କରାଯାଇଛି । ଏହି ଭିଡ଼ିଓରେ ଜଣେ ଛୋଟ ଝିଅ ରୋବଟ ପରି ଡ୍ୟାନ୍ସ କରୁଛି ଓ ଅଭିନେତ୍ରୀଙ୍କୁ ମଧ୍ୟ ଏଥିରେ ଡ୍ୟାନ୍ସ କରିବାକୁ କହୁଛି । ଏହାପରେ ଉଭୟ ଅଭିନେତ୍ରୀ ମଧ୍ୟ ଡ୍ୟାନ୍ସ କରିବା ଆରମ୍ଭ କରିଦେଉଛନ୍ତି ।

ଏହି ଭିଡ଼ିଓରେ ଦୀପିକା ନ୍ୟୁଡ଼ ଗୋଳଡେନ ରଙ୍ଗର ଶାଢୀ ପିନ୍ଧିଥିଲେ । ଏହାସହ ବହୁତ ଜୁଏଲାରୀ ମଧ୍ୟ ପିନ୍ଧିଥିଲେ । ସେହିପରି ଶିଳ୍ପା ମଧ୍ୟ ପିଙ୍କ କଲରରେ ବହୁତ ଗ୍ଲାମରର ନଜର ଆସୁଛନ୍ତି । ଭିଡ଼ିଓକୁ ଏପର୍ଯ୍ୟନ୍ତ 64 ହଜାରରୁ ଅଧିକ ଭିୟୁ ମିଳିସାରିଛି । ଏହାସହ ଫ୍ୟାନମାନେ ଉଭୟଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି ।

ଦୀପିକା ପାଦୁକୋନ ଏହିସମୟରେ ଶହରୁଖ ଖାନଙ୍କ ସହିତ ଫିଲ୍ମ ‘ପଠାନ’ ଶୁଟିଂ କରିବାରେ ଲାଗିଛନ୍ତି । ଏହାପୂର୍ବରୁ ସେ ଶକୁନ୍ ବତ୍ରାଙ୍କ ଅନଟାଇଟଲଡ଼ ଫିଲ୍ମ ଶୁଟିଂ ପୁରା କରିଛନ୍ତି । ଏହାପରେ ଦୀପିକା ଓ ରଣବୀର ବହୁତ ଜଲଦି ଫିଲ୍ମ 83ରେ ନଜର ଆସିବାକୁ ଯାଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *