ଦେଖନ୍ତୁ ପ୍ରଥମେ ଭିଡ଼ିଓ : କୁକୁରକୁ ବଞ୍ଚାଇବାକୁ ଯାଇ କଙ୍ଗାରୁ ସହିତ ଫା-ଇଟ କଲେ ଯୁବକ । ଏହାପରେ ଯାହାହେଲା ଭିଡ଼ିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବହୁତ କମ ଲୋକ ଥାଆନ୍ତି ଯିଏକି ଗୋଟିଏ ପଶୁ ପାଇଁ ଅନ୍ୟ ପଶୁ ସହିତ ଲ-ଢେଇ କରିଥାନ୍ତି । ସାଧାରଣତଃ ପଶୁ ମାନଙ୍କ ନାମ ଶୁଣି ଲୋକମାନେ ଡ-ରି ଯାଆନ୍ତି । ଏମିତିରେ ଲୋକଟି କୁକୁରକୁ ବଞ୍ଚା-ଇବାକୁ ଯାଇ ଯାହାକଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ବ୍ୟକ୍ତି କୁକୁରକୁ ବଞ୍ଚା-ଇବାକୁ ଯାଇ ସିଧା କଙ୍ଗାରୁ ସହିତ ଫା-ଇ-ଟ କଲା ।

ସାଧାରଣତଃ ଆପଣ ଜାନୁଆର ମାନଙ୍କୁ ନିଜ ନିଜ ମଧ୍ୟରେ ଝ-ଗ-ଡା କରୁଥିବାର ଦେଖିଥିବେ । କେତେଥର ତାଙ୍କର ଲ-ଢେ-ଇ ବହୁତ ରୋମାଞ୍ଚକର ହୋଇଥାଏ । ଥରେ ଭାବନ୍ତୁ ଯଦି ମଣିଷ ଓ ପଶୁ ଭିତରେ ଲ-ଢେଇ ହୋଇଯାଏ ତାହେଲେ କଣ ହେବ ? ଏମିତି ଏକ ଘ-ଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି ଯେତେବେଳେ ଗୋଟିଏ କଙ୍ଗାରୁ କୁକୁରକୁ ବହୁତ ଜୋ-ରରେ ଧରି ରଖିଥିଲା ସେସମୟରେ ବ୍ୟକ୍ତି ଜଣକ କୁକୁରକୁ ବଞ୍ଚା-ଇବାକୁ ଯାଇ କଙ୍ଗାରୁ ସହିତ ଲ-ଢ଼ି-ବା ଆରମ୍ଭ କରିଥିଲା ।

ଶକିଂ ଭିଡ଼ିଓ :-

ଏହି ଭିଡ଼ିଓକୁ ଲା-ଇଫ ଆ-ଣ୍ଡ ନେ-ଚର ଦ୍ୱାରା ଶେୟର କରାଯାଇଥିଲା । କ୍ୟାପ୍ସନରେ ଲେଖାଥିଲା ଭିଡ଼ିଓଟି ଅଷ୍ଟ୍ରେଲିଆର ଅଟେ । କଙ୍ଗାରୁଟି ମଣିଷକୁ କୌଣସି କ୍ଷ-ତି ପହଞ୍ଚାଇନଥିଲା ଓ ସେଠାରୁ ଚାଲିଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *