ପ୍ରେମୀକ ଗି-ର-ଫ ହେବାପରେ ନବ ବିବାହିତା ଥା-ନା-ରେ ପହଞ୍ଚି ପୋ-ଲି-ସ-କ-ର୍ମୀଙ୍କ ଫାଡ଼ିଦେଲା ବରଦି,ଆଉ ତା ପରେ ହେଲା ଫେରାର..ଜାଣନ୍ତୁ ପୁରା ଖବର

ଝାରଖଣ୍ଡରେ ଜଣେ ମହିଳା ପୋଲିସ ଥାନାକୁ ଯାଇ ବହୁତ ହଙ୍ଗାମା କରିଛି ଓ କ୍ରୋଧିତ ହୋଇ ଦରୋଗାଙ୍କ ସାର୍ଟ ଫାଡ଼ି ଦେଇଛି । ସୂଚନା ଅନୁଯାୟୀ, ନବବିବାହିତାଙ୍କ ପ୍ରେମୀଙ୍କୁ ପୋ-ଲି-ସ ଗି-ର-ଫ କରିଥିଲା । ଏଥିରେ ସେ ବହୁତ କ୍ରୋ-ଧି-ତ ହୋଇ ପୋ-ଲି-ସ-ଙ୍କ ସହିତ ଲଢେଇ କରିଥିଲା । ଯେଉଁ ଦାରୋଗା ପ୍ରେମୀ ଜଣଙ୍କୁ ଗି-ର-ଫ କରିଥିଲେ ମହିଳା ଜଣକ ତାଙ୍କ ସାର୍ଟ ଫାଡ଼ି ଦେଇଥିଲା । ଏହି ମାମଲା ଗୋଡା ଜିଲ୍ଲା ପଥରଗାମା ଥାନା ଅଞ୍ଚଳର ଅଟେ । ସୂଚନା ଅନୁଯାୟୀ, କିଛି ସମୟ ପୂର୍ବରୁ ଚାନ୍ଦିନୀ କୁମାରୀ ନାମକ ଏକ ଝିଅର ବିବାହ ହୋଇଥିଲା କିନ୍ତୁ ଚାନ୍ଦିନୀ କୁମାରୀଙ୍କର ଆଉଜଣଙ୍କ ସହିତ ଚକ୍କର ଚାଲିଥିଲା । ଏମିତିରେ ସେ ତାଙ୍କ ସ୍ୱାମୀଙ୍କ ଘରୁ ଚାଲିଯାଇଥିଲେ । ଏହାପରେ ଚାନ୍ଦିନୀଙ୍କ ସ୍ୱାମୀ ପୋ-ଲି-ସ-ରେ ଅ-ଭି-ଯୋ-ଗ କରିବାପରେ ଚାନ୍ଦିନୀଙ୍କ ପ୍ରେମିକକୁ ପୋ-ଲି-ସ ଗି-ର-ଫ କରିଥିଲା ।

ଚାନ୍ଦିନୀ କୁମାରୀଙ୍କ ବିବାହ ଗୁଡୁ ରମାନୀଙ୍କ ସହିତ ହୋଇଥିଲା କିନ୍ତୁ ଚାନ୍ଦିନୀ କୁମାରୀଙ୍କୁ ତାଙ୍କ ସ୍ୱାମୀ ପସନ୍ଦ ନଥିଲା । ଏମିତିରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡି ତାଙ୍କ ପ୍ରେମିକଙ୍କ ସହିତ ରହିବାକୁ ଲାଗିଲେ । ଏହାପରେ ପତି ଗୁଡୁ ପୋ-ଲି-ସ-ଙ୍କ ସାହାର୍ଯ୍ୟ ଲୋଡିଥିଲେ ଓ ପଥରଗାମା ଥାନାରେ ଅ-ଭି-ଯୋ-ଗ କରିଥିଲେ । ଏହାର ଯାଞ୍ଚ କାର୍ଯ୍ୟ ଦାରୋଗା ଚନ୍ଦନ କୁମାର ବର୍ମାଙ୍କୁ ଦିଆଯାଇଥିଲା ।

ଦାରୋଗା ଚନ୍ଦନ କୁମାର ବର୍ମା ଏହାପରେ ଯାଞ୍ଚ କରିଥିଲେ ଓ ଚାନ୍ଦିନୀ କୁମାରୀଙ୍କ ପ୍ରେମିକଙ୍କୁ ଗି-ର-ଫ କରିଥିଲେ । ଏହାର ଖବର ପାଇ ଚାନ୍ଦିନୀ କୁମାରୀ ଥାନାକୁ ଆସି ବହୁତ ହଙ୍ଗାମା କରିଥିଲେ ଓ ଦାରୋଗା ଚନ୍ଦନ କୁମାରଙ୍କୁ ଗାଳି କରିଥିଲେ ଓ ତାଙ୍କ କଲର ଧରି ବରଦି ଫାଡ଼ି ଦେଇଥିଲେ ।

ବରଦି ଫାଡ଼ିବା ପରେ ଚାନ୍ଦିନୀ କୁମାରୀ ସେଠାରୁ ଫେରାର ହୋଇଥିଲେ ଯେପରି କେହି ତାଙ୍କୁ ଧରିପାରିବେ ନାହିଁ । ଏହାପରେ ଦାରୋଗା ଚନ୍ଦନ କୁମାର ବର୍ମା ଚାନ୍ଦିନୀଙ୍କ ନାମରେ ଅଭିଯୋଗ ପୋ-ଲି-ସରେ ଦେଇଥିଲେ । ଏହି ମାମଲା ନଭେମ୍ବର 2020 ର ଅଟେ ଓ ଏବେ ଚାନ୍ଦିନୀଙ୍କୁ ଗି-ର-ଫ କରାଯାଇଛି ଓ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *