ବିମାନ ଚଢିବା ସମୟରେ ଖସି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଦେଖନ୍ତୁ ଭିଡିଓ

ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ ବିମାନରେ ଚଢୁଥିବା ସମୟରେ ଖସିପଡିଲେ। ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନରେ ଚଢ଼ୁଥିବା ସମୟରେ ଥରେ ନୁହଁ କି ଦୁଇ ଥର ନୁହଁ ତିନି ତିନି ଥର ତାଙ୍କ ପାଦ ଖସି ପଡ଼ିଛି। ସୂଚନା ଅନୁଯାୟୀ ଗୋଡ଼ ଖସିଥିଲେ ମଧ୍ୟ ସେ ନିଜେ ନିଜକୁ ସମ୍ଭାଳି ନେଇଛନ୍ତି। ଆଉ ଏଥିରେ ତାଙ୍କର କୌଣସି କ୍ଷ-ତି ହୋଇନାହିଁ।

ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦିନ ଆର୍ଟେଲାଣ୍ଟ ଗସ୍ତରେ ବାହାରିଥିଲେ। ଆର୍ଟେଲାଣ୍ଟରେ ଏସିଆ ଓ ଆମେରିକା ସମୁଦାୟର ନେତାମାନଙ୍କ ସହିତ ସାକ୍ଷାତକାର ରହିଥିଲା। ଆର୍ଟେଲାଣ୍ଟ ଯିବା ପାଇଁ ଏୟାରଫୋର୍ସ ୱାନର ସିଢିରେ ଚଢୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା, ତେଣୁ ତାଙ୍କ ଗୋଡ଼ ଥରେ ନୁହଁ ତିନି ଥର ଖସି ଯାଇଥିଲେ। ଗୋଡ଼ ଖସିବା ପରେ ସେ ନିଜେ ନିଜକୁ ସମ୍ଭାଳି ନେଇଥିଲେ। ବିମାନରେ ଚଢିବା ସମୟରେ ପବନ ଜୋରରେ ବୋହୁଥିଲା। ତେଣୁ ବାଇଡେନ ଏପରି ସମସ୍ଯାରେ ସମ୍ମୁଖୀନ ହୋଇଥିଲେ, କିନ୍ତୁ ଏବେ ସେ ସଂପୂର୍ଣ୍ଣ ଠିକ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *