ଚାଲାଣ କାଟିବାକୁ ନେଇ ହଙ୍ଗାମା : କନଷ୍ଟେବଳଙ୍କ କ୍ୟାପ ଏବଂ ଏଟିଏମକୁ ଡୀକ୍କୀରେ ଲକ କରି ରଖିଲା ଯୁବତୀ,ଚାଲାଣ କାଟିବାରୁ ଯୁବତୀ କଲେ ଭୟଙ୍କର ହଙ୍ଗାମା,ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପୋଲିସ କନଷ୍ଟେବଳ ଜଣେ ଝିଅର ଚାଲାଣ କାଟିଦେଲେ | ଏହା ଉପରେ ରାସ୍ତା ମଝିରେ ଝିଅଟି ଖୁବ ହ-ଙ୍ଗା-ମା କଲା ଏବଂ ପୋ-ଲି-ସ କର୍ମଚାରୀଙ୍କ ଟୋପି ଏବଂ ଏଟିଏମ କାର୍ଡ ନିଜ ସ୍କୁଟି ଡୀକ୍କୀରେ ରଖିଲା | ତା’ପରେ ଚାଲାଣ କ୍ୟାନସେଲ କରିବାକୁ ଜିଦ ଧରି ବସିଲା |

ଚାଲାଣ କାଟିବା ସମୟରେ କ-ନ-ଷ୍ଟେ-ବ-ଳ ସ୍କୁଟିର ଫଟୋ ଉଠାଇଥିଲେ, ଏଥିରେ ଝିଅଟି ଏତେ ରାଗିଗଲା ଯେ ସେ କ-ନ-ଷ୍ଟେ-ବ-ଳଙ୍କ କ୍ୟାପ ଏବଂ ଏଟିଏମ କାର୍ଡକୁ ନିଜ ସ୍କୁଟିରେ ଲକ କରିଦେଲା ଏବଂ ଚାଲାଣ କ୍ୟାନସେଲ କରିବାକୁ ଜିଦ କରିବାକୁ ଲାଗିଲା | ଏହି ସମୟରେ ଝିଅଟି କାନ୍ଦି କାନ୍ଦି ହ-ଙ୍ଗା-ମା ମଧ୍ୟ କଲା |

ସୂଚନାନୁସାରେ, ଲକ୍ଷ୍ନୌର ଗୋମତି ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ନଦୀ କୂଳର ଓଭର ବ୍ରିଜ ଉପରେ ଜଣେ ଯୁବତୀ ସ୍କୁଟି ସହିତ ଠିଆ ହୋଇଥିଲେ, ଏହି ସମୟରେ ପୋ–ଲିସ କ-ନ-ଷ୍ଟେ-ବ-ଳ ସ୍କୁଟିର ମୋବାଇଲରେ ଫଟୋ ଉଠାଇଥିଲେ | ଝିଅଟିର ମୋବାଇଲକୁ ଚାଲାଣର ୫୦୦ ଟଙ୍କାର ଏସଏମଏସ ଆସିବା ମାତ୍ରେ ସେ କ୍ରୋଧିତ ହୋଇଗଲେ ଏବଂ ରାସ୍ତା ମଝିରେ ଚାଲାଣ କ୍ୟାନସେଲ କରିବାକୁ ଜିଦ କରିଥିଲେ |

ଝିଅଟି ରାସ୍ତା ମଝିରେ ହ-ଙ୍ଗା-ମା କରିଚାଲିଲେ ଏବଂ କ-ନ-ଷ୍ଟେ-ବ-ଳ ନିଜ ମୋବାଇଲରେ ଭିଡିଓ ତିଆରି କରି ଚାଲିଥିଲେ | ଏହି ସମୟରେ କ-ନ-ଷ୍ଟେ-ବ-ଳ ଝିଅଟିକୁ କହିଥିଲେ ଯେ ଚାଲାଣ କ୍ୟାନସେଲ ହେବାପାଇଁ ଦୁଇ ଘଣ୍ଟା ଲାଗିବ | କିନ୍ତୁ ଝିଅଟି କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା | ରାସ୍ତାରେ ହେଉଥିବା ଏହି ହ-ଙ୍ଗା-ମା-କୁ ଦେଖି କିଛି ଲୋକ ଅଟକି ଯାଇଥିଲେ ଏବଂ ଝିଅଟିକୁ ଯେ କୌଣସି ପ୍ରକାରେ ବୁଝାଇ ସୁଝାଇ ପୋ-ଲି-ସ-ର କ୍ୟାପ ଏବଂ ଏଟିଏମ କାର୍ଡ ଫେରାଇ ଆଣିଥିଲେ |

ପୋ-ଲି-ସ କମିଶନରଙ୍କ କହିବାନୁସାରେ, ଝିଅଟି ଗୋମତି ନଗର ଉପରେ ଛିଡ଼ା ହୋଇଥିଲା | ଚାଲାଣର ଅଭିଯାନ ଚାଲିଥିଲା ​​| ୫୦୦ ଟଙ୍କାର ଚାଲାଣ କଟା ଯିବାରୁ ସେ ରାଗିଗଲା ଏବଂ କ୍ୟାପ ଏବଂ ଏଟିଏମ କାର୍ଡ ରଖିଥିଲା | ତେବେ କିଛି ଲୋକ ଆସିବାପରେ ଯୁବତୀ ଜଣକ ପୋ-ଲି-ସ-ର କ୍ୟାପ ଫେରାଇ ଦେଇଥିଲା, କିନ୍ତୁ ଝିଅଟି ଚାଲାଣ କ୍ୟାନସେଲ କରିବାପାଇଁ ଲଗାତାର କହି ଚାଲିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *