ଚୋ-ରି କରିବାକୁ ଯାଇଥିଲା ଚୋ-ର, ତିନି ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡ ପଶିଗଲା ରେଲିଂ ଭିତରେ,ଆଉ ତା ପରେ ..ଜାଣନ୍ତୁ ପୁରା ଘଟ-ଣା

ଜଣେ ବ୍ୟକ୍ତି ଚୋ-ରି କରିବାକୁ ଯାଇଥିଲା ଏହାପରେ ତାଙ୍କ ସହିତ ଯାହାହେଲେ ଏଥିରେ ସାରା ଦୁନିଆର ଚୋ-ର ଭୟଭୀତ ହୋଇଗଲେ । ତାଙ୍କ ମୁଣ୍ଡ ରେଲିଂରେ ଫସିଯାଇଥିଲା, କିଛିସମୟ ପାଇଁ ନୁହେଁ ବରଂ ତିନିଘଣ୍ଟା ପର୍ଯ୍ୟନ୍ତ ସେ ଏହିପରି ଅଟକି ଯାଇଥିଲେ ।

ରିପୋର୍ଟସ ଅନୁସାରେ, ଏହି ବ୍ୟକ୍ତି ଚୋ-ରି କରିବା ଉଦ୍ଦେଶ୍ୟରେ ଭିତରକୁ ପଶିଥିଲା ସେତେବେଳେ ତା’ମୁଣ୍ଡ ରେଲିଂ ଭିତରେ ପଶିଗଲା । ସେ ବାହାରି ପାରୁନଥିଲା ତା’କୁ ସାହାର୍ଯ୍ୟର ଆବଶ୍ୟକ ଥିଲା । ସେଠାରେ ଥିବା ଲୋକମାନେ କହିଥିଲେ ସେ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଫସିଯାଇଥିଲା । କେହିବି ତା’ ସାହାର୍ଯ୍ୟ ପାଇଁ ଆସିନଥିଲେ ।

ଏହାପରେ ହୋଇଥିଲା ଏମିତି କିଛି :-

ଏହାପରେ ଆପତକାଳ ସର୍ଭିସ ବାଲା ଆସିଥିଲେ । ପଡୋଶୀ ମାନେ ପୋଲିସକୁ ଫୋନ କରିଥିଲେ ପୋ-ଲି-ସ ଆସିଥିଲା । ଚୋରଟି ସେତେବେଳ ପର୍ଯ୍ୟନ୍ତ ମଧ୍ୟ ଫସିଥିଲା । ଏହାପରେ କଟର ଦ୍ୱାରା ସେ ଲୁହା ରଡ଼କୁ କାଟି ଦିଆଯାଇଥିଲା, ଯେଉଁ ଲୁହା ରଡ଼ ଭିତରେ ଚୋ-ର-ର ମୁଣ୍ଡ ଲାଖିଥିଲା । ଜଣେ ପୋ-ଲି-ସ-କ-ର୍ମୀ ଚୋ-ର-କୁ ତଳୁ ଧରିଥିଲା ନଚେତ ସେ ତଳେ ଗଳି ପଡ଼ିଥାନ୍ତା । ଏହାପରେ ତା’କୁ ହାତକଡ଼ି ପିନ୍ଧାଇ ଜେ-ଲ ନିଆଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *