ଦେଖନ୍ତୁ ଭିଡିଓ : “କଜରାରେ” ଗୀତରେ କୄନାଲ ପାଣ୍ଡ୍ୟା ଓ ତାଙ୍କ ସ୍ତ୍ରୀ ପଙ୍ଖୁଡି ଶର୍ମା କଲେ ଜବରଦସ୍ତ ଡ୍ୟାନ୍ସ,ଦେଖନ୍ତୁ କୄନାଲଙ୍କ ଡ୍ୟାନ୍ସ

ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ବର୍ତ୍ତମାନ ତାଙ୍କ ପରିବାର ସହିତ ମୁମ୍ବାଇରେ ସମୟ ବିତାଉଛନ୍ତି। କୃଣାଲ ତାଙ୍କ ପତ୍ନୀ ପଙ୍ଖୁଡି ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ବର୍ତ୍ତମାନ ଏହି ଦମ୍ପତିଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

‘କଜରାରେ’ ଗୀତରେ ନୃତ୍ୟ:-

କୃଣାଲ ପାଣ୍ଡ୍ୟା ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପତ୍ନୀ ପଙ୍ଖୁଡି ଶର୍ମାଙ୍କ ସହ ଏକ ଜବରଦସ୍ତ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି। ସେ ଚଳଚ୍ଚିତ୍ର ‘ବଣ୍ଟି ଅର ବବଲି’ର ପ୍ରସିଦ୍ଧ ଗୀତ’ କଜରାରେ-କଜରାରେ ତେରେ କାରେ କାରେ ନେନା ‘ ଗୀତକୁ ବାଛିଛନ୍ତି।

କୃଣାଲ ପାଣ୍ଡ୍ୟା ଏବଂ ପଙ୍ଖୁଡି ଶର୍ମାଙ୍କ ଏହି ସୁପର ଡ୍ୟାନ୍ସ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ପ୍ରଶଂସକମାନେ ଏହାକୁ ପସନ୍ଦ ଏବଂ ସେୟାର ମଧ୍ୟ କରୁଛନ୍ତି। ଉଲ୍ଲେଖନୀୟ କଥାହେଉଛିଯେ, ଏହି ଗୀତଟିକୁ ବଲିଉଡର ପ୍ରସିଦ୍ଧ ପ୍ଲେବେକ ଗାୟକ ଆଲିଶା ଚାଇନା ଗାଇଥିଲେ। ଏହି ଗୀତଟି ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଉପରେ କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *