କଟକରେ କରୋନା ସଂକ୍ରମଣ : ଘରୋଇ କଲେଜରେ ୧୩ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ର-ମଣଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ଦିନ କଟକର ଏକ ଘରୋଇ କଲେଜରେ ୧୨ ଜଣ ଛାତ୍ରଛାତ୍ରୀ କରୋନା ଆ-କ୍ରାନ୍ତ ଚିହ୍ନଟ ହେବାପରେ ଗତକାଲି ଉକ୍ତ କଲେଜରୁ ପୁନଶ୍ଚ ୧୩ ଜଣଙ୍କ ନମୁନା ରି-ପୋର୍ଟ ପଜିଟିଭ ଆସିଛି। ଏହି ନୂଆ ସଂକ୍ର-ମଣ ପାଇଁ ସହରବାସୀ ଭ-ୟଭୀ-ତରେ ମଧ୍ୟ ରହିଛି। ଅନ୍ୟ ପାଶ୍ୱରେ କଲେଜ ଓ ହଷ୍ଟେଲକୁ କଟକ ମହାନଗର ନିଗମ(ସିଏମସି) ୧୦ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରାଯାଇଛି।

ବୁଧବାର ଦିନ ଉକ୍ତ ଘରୋଇ କଲେଜରେ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛି। ଆଉ ଗୁରୁବାର ଦିନ ୭୧ ଜଣଙ୍କର ନମୁନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠାଯାଇଛି। ଆଉ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରି-ପୋର୍ଟ ପଜିଟିଭ ଆସିଛି ବୋଲି ସିଏମସି ସୂଚନା ଦେଇଛନ୍ତି। ଆଉ ବାହାରିଥିବା କରୋନା ପଜିଟିଭ ଗୋଟିଏ ହଷ୍ଟେଲରୁ ବାହାରିଥିଲା।

Google

ସୂଚନା ଅନୁସାରେ,ଘରୋଇ କଲେଜରେ ପ୍ରଥମେ ବାହାର ଜିଲ୍ଲାରୁ ଆସିଥିବା ଜଣେ ଛାତ୍ର କରୋନାରେ ଆ-କ୍ରାନ୍ତ ହୋଇଥିଲେ। ସଂକ୍ର-ମିତ ଛାତ୍ରଙ୍କ ସମ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କ ରି-ପୋର୍ଟ ପଜିଟିଭ ଆସିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *