ଦେଖନ୍ତୁ ଭିଡ଼ିଓ : ଯେବେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଲୋକ ମାରିଲା ଏହି ବ୍ୟକ୍ତିଙ୍କୁ ପଞ୍ଚ, ତା ପରେ ଦେଖନ୍ତୁ କ’ଣ ଘଟିଲା

ପୂର୍ବ ଅଲମ୍ପିକ୍ସ ଜିମ୍ନାଷ୍ଟ ନାଇଲ ୱଲସନ ନିକଟ ଅତୀତରେ ବହୁତ ଅନୈଖା ଓ ଖତରନାକ ଚ୍ୟାଲେଞ୍ଜର ସାମ୍ନା କରିଥିଲେ|ୱଲସନ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଏଡି ହାଲ ସହ ଦୁଇ ଦୁଇ ହାତ କରିବାକୁ ପହଞ୍ଚିଥିଲେ|ୱଲସନ ଏହି କଦମ ୟୁଟ୍ୟୁବ ଚ୍ୟାନେଲ ପାଇଁ ଉଠାଇଥିଲେ ଓ ତାଙ୍କର ଏହି ଭିଡିଓ ଏହି ପ୍ଲାଟଫର୍ମରେ ବହୁତ ଟ୍ରେଣ୍ଡ ମଧ୍ୟ କରୁଛି|

ୟୁଟ୍ୟୁବର ଓ ପୂର୍ବ ଜିମ୍ନାଷ୍ଟ ୱଲସନଙ୍କ ଉଚ୍ଚତା ୫ଫୁଟ ୩ ଇଞ୍ଚ ଓ ସେ ବହୁତ ଫିଟ୍ ଦେଖାଯାଉଥିଲେ କିନ୍ତୁ ତାଙ୍କ ମୁକାବିଲା ଏମିତି ସେମିତି ସାଧାରଣ ବ୍ୟକ୍ତିଙ୍କ ସହ ନଥିଲା,ଦୁନିଆର ସବୁଠାରୁ ଶକ୍ତିଶାଳୀ ଲୋକ ଯାହାଙ୍କ ଉଚ୍ଚତା ୬ ଫୁଟ ୩ ଇଞ୍ଚ ଥିଲା|ହାଲର ତାକତ ଏଥିରେ ଅନୁମାନ ଲଗାଯାଇପାରିବ ଯେ ୱଲସନ ଓଜନ ଠାରୁ ୧୦ ଗୁଣା ଅଧିକ ଓଜନ ଓଠାଇକି ଡେଡଲିଫ୍ଟ ଭଳି କଠିନ ବ୍ୟାୟାମ କରିଥାନ୍ତି|

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ୱଲସନ ପ୍ରଥମେ ହାଲଙ୍କ ପେଟକୁ ମୁଷ୍ଟି ମାରନ୍ତି ଯଦିଓ ହଲଙ୍କୁ ଖାସ ଫରକ ପଡେ ନାହିଁ|ଏହାପରେ ହଲ ୱଲସନଙ୍କୁ କହନ୍ତି ମୋତେ ତୁମର ମୁଷ୍ଟିର ଫରକ ପଡିଲା ନାହିଁ କାରଣ ମୋ ଟ୍ରେନିଙ୍ଗରେ ଥରେ ଲଟକିବାକୁ ପଡ଼ିଥାଏ ଓ ପୁଣି ମୋ ଟ୍ରେନର ମୋତେ ପେଟରେ ଲଗାତାର ମୁଷ୍ଟି ମାରେ|ଏଥିପାଇଁ ମୋର ଏହି ଅଞ୍ଚଳ ବହୁତ ଶକ୍ତ ହୋଇଯାଇଛି|

ଏହାପରେ ମଧ୍ୟ ୱଲସନ ହଲଙ୍କୁ କିଛି ମୁଷ୍ଟି ମାରିଥାନ୍ତି,କିନ୍ତୁ ଏଥର ମଧ୍ୟ କିଛି ଖାସ ଫରକ ପଡେନାହିଁ|ଏହାପରେ ହଲଙ୍କ ପାଳି ପଡେ|ଯଦିଓ ୱଲସନ ନିଜକୁ ବଞ୍ଚାଇବାକୁ ଏକ ପ୍ରାକ୍ଟିଶ ଜ୍ୟାକେଟ ମଧ୍ୟ ପିନ୍ଧିଥାନ୍ତି|ହଲ ମଧ୍ୟ ତାଙ୍କୁ ପଚାରନ୍ତି କ’ଣ ସେ ସୁରକ୍ଷିତ ଅନୁଭବ କରନ୍ତି, ଯେଉଁଥିରେ ସେ ବହୁତ କନଫ୍ୟୁଜନ ନଜରରେ ଆସିଥାନ୍ତି|

ହଲ ଏହାପରେ ୱଲସନଙ୍କ ପେଟରେ ଜବରଦସ୍ତ ପଞ୍ଚ ମାରନ୍ତି,ଯାହାଫଳରେ ସେ ଦୁରରେ ଯାଇ ଖସି ପଡନ୍ତି|ୱଲସନ କହନ୍ତି ଯେ ତାଙ୍କର ମୁଣ୍ଡ ଘୁରାଉଛି|ସେତେବେଳେ ହଲ କହନ୍ତି ଯେ ପୂର୍ବରୁ ୧୭ ବର୍ଷରୁ ଷ୍ଟ୍ରେଙ୍ଗଥ୍ ଟ୍ରେନିଙ୍ଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ଓ ଏବେ ମୁଁ ବକ୍ସିଂ ପାଇଁ ମଧ୍ୟ ଅଭ୍ୟାସ କରୁଛି ତେଣୁ ସ୍ୱାଭାବିକ ଭାବେ ପୁରା ଦୁନିଆରେ ମୋତେ ଅଧିକ ଖତରନାକ୍ ପଞ୍ଚ ମାରି ପାରିବ ନାହିଁ|ୱଲସନ ମଧ୍ୟ ନିରାଶା ଓ ଚିନ୍ତାରେ ତାଙ୍କ କଥାରେ ସହମତି ଦେଉଛନ୍ତି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *