ଏହି ଆର୍ଟିଷ୍ଟ ଜଣକ ଏପରି ସିଟି ମାରନ୍ତି ଯେ ଆପଣ ମଧ୍ୟ ଶୁଣିଲେ ସିଟି ମାରିବେ,ଦେଖନ୍ତୁ ପ୍ରଥମେ ଭିଡ଼ିଓ

ସିଟି… ଯାହାକୁ ଶୁଣିବାକୁ ଇଚ୍ଛା ହୁଏ …

ସିଟି ତ ବହୁତ ଲୋକ ବଜାନ୍ତି | କିନ୍ତୁ କିଛି ଲୋକଙ୍କ ସିଟିରେ ସଂଗୀତ ଥାଏ, ଯାହାକୁ ଶୁଣି କାନକୁ ବହୁତ ଭଲ ଲାଗିଥାଏ | ଯଦି ଆପଣ ମଧ୍ୟ ସିଟି ବଜାଇ ଗୁଣୁଗୁଣୁ ହୋଇ ଗୀତ ଗାଉଛନ୍ତି ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଆପଣଙ୍କୁ ବହୁତ ଭଲ ଲାଗିବ | କାରଣ ଏହି ଦୁନିଆରେ ବହୁତ ଆର୍ଟିଷ୍ଟ ଏମିତି ଅଛନ୍ତି, ଯେଉଁମାନଙ୍କର କାମ ହୃଦୟକୁ ଛୁଇଁ ଯାଇଥାଏ ଏବଂ ମହାରାଷ୍ଟ୍ରର ଏହି ଆର୍ଟିଷ୍ଟ ଏମିତି କିଛି କମାଲ କରିଛନ୍ତି | ବାସ୍ତବରେ, ସେ ସିଟିରେ ସାହିର ଲୁଧିଆନଭିଙ୍କ ଦ୍ୱାରା ଲିଖିତ ନଗମା ‘ଏ ମେରୀ ଜୋହରାଜବିନ…’ ବଜାଇଥିଲେ, ସେତେବେଳେ ଲୋକମାନେ ତାଙ୍କର ଫ୍ୟାନ ହୋଇଗଲେ !

ଏମିତି ସିଟି ବଜାଇବା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ :-

ଏହି ଭିଡିଓ ଟ୍ୱିଟର ୟୁଜର @dayakamPR ସେୟାର କରିଛନ୍ତି | କ୍ୟାପସନରେ ସେ କହିଛନ୍ତି, ଔରଙ୍ଗାବାଦର ଆର୍ଟିଷ୍ଟ ଯୁବରାଜ ପଟେଲ ସିଟି ବଜାଇ ‘ଏ ମେରୀ ଜୋହରାଜମ୍ବି ତୁଝେ ମାଲୁମ ନେହିଁ’ ଗୀତ ଗାଇଲେ | ଏହି ଭିଡିଓଟିକୁ ଖବର ରୂପରେ ଲେଖିବା ବେଳକୁ ଦେଢ଼ ହଜାରରୁ ଅଧିକ ଭ୍ୟୁ ଏବଂ ଶହେରୁ ଅଧିକ ଲାଇକ ପାଇସାରିଛି |

ବହୁତ ସୁନ୍ଦର :-

ଗୀତ ଠାରୁ ଆହୁରି କଷ୍ଟକର :-

କମାଲ…କମାଲ…

 

ତେବେ କେମିତି ଲାଗିଲା ଆପଣଙ୍କୁ ଏହି ଆର୍ଟିଷ୍ଟଙ୍କ ୟୁନିକ ଷ୍ଟାଇଲ ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *