ଦେଖନ୍ତୁ ଭିଡିଓ : ପୁଅ ଚା-ପୁ-ଡ଼ା ମା-ରି ନେଇଗଲା ବୃ-ଦ୍ଧା ମାଆର ଜୀ-ବ-ନ । ସିସିଟିଭିରେ କ-ଏଦ ହେଲା ଘ-ଟଣା, ଭିଡ଼ିଓ ହେଲା ଭାଇ-ରାଲ

ଦେଶର ରାଜଧାନୀ ଦିଲ୍ଲୀର ବିନ୍ଦାରପୁରରେ ପୁଅ ନିଜର ବୃ-ଦ୍ଧା ମାଆକୁ ଚା-ପୁ-ଡ଼ା ମା-ରି ମା-ରିଦେ-ଲା । ଏହାପରେ ନିଜ ମାଆର ଶ-ବକୁ ଲୁ-ଚାଇ ଅ-ନ୍ତିମ ସଂ-ସ୍କାର କରିଦେଲା କିନ୍ତୁ ଘ-ଟଣା-ର ଭିଡ଼ିଓ ସି-ସିଟି-ଭିରେ କ-ଏଦ ହୋଇଯାଇଥିଲା ।

ପୋ-ଲିସ ବର୍ତ୍ତମାନ ଭିଡ଼ିଓକୁ ଦେଖି ଛା-ନଭି-ନ କରୁଛି । ଭିଡ଼ିଓଟି ସି-ସିଟି-ଭି ଫୁଟେ-ଜରେ କ-ଏଦ ହୋଇଯାଇଥିଲା ଓ ଏହା ଦିଲ୍ଲୀର ବିନ୍ଦାରପୁର ଅଞ୍ଚଳର ଅଟେ । ରଣବୀର ସିଂହର ଏଠାରେ ଘର ରହିଛି ଓ ସେ ଏହାକୁ ଭଡାରେ ଲଗାଇଛି ।

ସୋମବାର ଦିନ ରଣବୀର ସିଂହ ନିଜର ଭଡାଟିଆଙ୍କ ସହିତ ଗାଡି ପାର୍କ କରିବାକୁ ନେଇ ଝ-ଗଡା ହୋଇଥିଲା । ଏହାପରେ ପରିସ୍ଥିତି ଶା-ନ୍ତ ହୋଇଥିଲା, ଏହାପରେ ନିଜର ମାଆ ଓ ପତ୍ନୀଙ୍କ ସହିତ ରଣବୀର ସିଂହ ମୁଖ୍ୟ ଗେଟ ପାଖକୁ ଆସିଲା। କବାଟ ଖୋଲିବା ପୂର୍ବରୁ ରଣବୀର ନିଜର ମାଆ (76) ଙ୍କ ପା-ଟିତୁ-ଣ୍ଡ ହୋଇଥିଲା ଓ ରଣବୀରଙ୍କ ପତ୍ନୀ ଉଭୟଙ୍କୁ ଶା-ନ୍ତ କରିବାକୁ ଚେଷ୍ଟା କରିଥିଲେ ।

ଏହାମଧ୍ୟରେ ରଣବୀର ସିଂହ ନିଜର ମାଆକୁ ଏହିସମୟରେ ଥା-ପୁଡା ମା-ରିଦେଲେ ଓ ସେ ରାସ୍ତା ଉପରେ ଟଳି ପଡିଲେ । ଅ-ଚେତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭ-ର୍ତି କରାଗଲା କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋ-ଷିତ କରିଥିଲେ । ଏହାପରେ ପୁଅ ଆ-ରୋ-ପୀ ତାଙ୍କର ଅ-ନ୍ତିମ ସଂ-ସ୍କାର କରିଦେଇଥିଲେ ।

ପୋ-ଲିସ ଅଧିକାରୀ କହିଥିଲେ କି, ସୋମବାର ଦ୍ୱିପ୍ରହର ପାଖାପାଖି 12 ଘଟିକା ସମୟରେ ପୋ-ଲି-ସଙ୍କୁ ଏକ ମହିଳା ଝଗ-ଡାର ଅଭି-ଯୋଗ କରିଥିଲେ । ଏହାପରେ ଘ-ଟଣା ସ୍ଥଳରେ ଇ-ନ୍ସପେ-କ୍ଟର ବିକାଶ ପହଞ୍ଚିଥିଲେ । ଏହାପରେ ମା-ମଲା ଶା-ନ୍ତ ପଡିଥିଲା ଓ ମହିଳା ଅଭି-ଯୋଗ କରିବାକୁ ମନାକରିଦେଲେ। ଭିଡ଼ିଓ ସାମ୍ନାକୁ ଆସିବାପରେ ସବୁ ଖୁଲାସା ହୋଇଗଲା ।

ପୋ-ଲିସ କହିବା ହେଲା, ରଣବୀର ନିଜର ମାଆକୁ ଏକ ଥା-ପଡ଼ ମା-ରିଥିଲା । ତାଙ୍କ ମାଆ ସେଠାରେ ଟଳି ପଡ଼ିଥିଲେ ଓ ରଣବୀରଙ୍କ ପତ୍ନୀ ନିଜର ବୃ-ଦ୍ଧା ଶାଶୁଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ହସ୍ପିଟାଲରେ ଭ-ର୍ତ୍ତି କରାଯାଇଥିଲା ଓ ଏହାପରେ ଡାକ୍ତର ତାଙ୍କୁ ମୃ-ତ ଘୋ-ଷିତ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *