ଦେଖନ୍ତୁ ଭିଡିଓ : ମ-ହଙ୍ଗା ପଡିଲା ଦୁଇ ଯୁବତୀଙ୍କୁ ବାଇକରେ ଷ୍ଟ-ଣ୍ଡ ଦେଖାଇବା, ୨୮ ହଜାର ଟଙ୍କା କଟିଲା ଚା-ଲାଣ

ବାଇକରେ ଷ୍ଟ-ଣ୍ଡ ଭିଡିଓ କରି ସୋସିଆଲ ମିଡ଼ିଆ ପ୍ଲା-ଟଫ-ର୍ମରେ ଭିଡିଓ ସେୟାର କରିବା ଦୁଇ ଯୁବତୀଙ୍କୁ ମ-ହଙ୍ଗା ପଡିଲା। ଦୁଇ ଯୁବତୀ ବାଇକରେ ବସି ରାସ୍ତାରେ ବି-ପଦଜ-ନକ ଷ୍ଟ-ଣ୍ଡ କରିଥିଲେ। ଏହି ଷ୍ଟ-ଣ୍ଡର ଭିଡିଓ ଉତ୍ତୋ-ଳନ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ସେୟାର କରିବା ପରେ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଲାଇକ କରିଥିଲେ। କିନ୍ତୁ, ଏହି ଭିଡିଓ ପାଇଁ ପୋ-ଲିସ ଚା-ଲାଣ ବାବ-ଦକୁ ୨୮ ହଜାର ଟଙ୍କା ଫା-ଇନ କରିଛନ୍ତି।

ଶନିବାର ଦିନ ଥଟ୍ଟାମଜାରେ ଦୁଇ ଯୁବତୀ ବାଇକରେ ଷ୍ଟ-ଣ୍ଡ ଦେଖାଇଥିଲେ। ଜଣେ ଯୁବତୀ ବୁଲେଟ ଚଲାଉଥିବା ସମୟରେ ଆଉ ଜଣେ ତାଙ୍କ କାନ୍ଧରେ ବସି ଷ୍ଟ-ଣ୍ଡ ଦେଖାଇଥିଲେ। ଏହି ଭିଡିଓ ଆଧାରରେ ପୋ-ଲିସ ସେମାନଙ୍କର ବିଭିନ୍ନ ପ୍ରକାରର ଆ-ଇନ ଉଲ୍ଲ-ଙ୍ଘନ କରୁଥିବା କାରଣରୁ ଚା-ଲାଣ କ-ଟା ଯାଇଛି। ଏଥିସହିତ ହେଲମେଟ ପିନ୍ଧିନଥିବାରୁ ମଧ୍ୟ ଫା-ଇନ କରାଯାଇଛି।

ପୋ-ଲିସ ଷ୍ଟ-ଣ୍ଡ ସମୟର ଫଟୋ ସହ ଚା-ଲାଣ ପଠାଇଛନ୍ତି। ଗୋଟିଏ ରୟାଲ ଏନଫିଲ୍ଡ ଗାଡ଼ିକୁ ସ୍ନେହା ରଘୁବଂଶୀ ଚଲାଉଥିବା ବେଳେ ତାଙ୍କ କାନ୍ଧରେ ବସିଛନ୍ତି ଶିଭାଙ୍ଗି ଦାବାସ। ଦୁଇ ଯୁବତୀ ଏକା ଭଳି ନାଲି ରଙ୍ଗର ଟି-ସାର୍ଟ ଓ ବ୍ଲାକ ଡେନିମସ ପିନ୍ଧିଛନ୍ତି। ଷ୍ଟ-ଣ୍ଟ ପାଇଁ ସ୍ନେହା ଓ ଶିଭାଙ୍ଗି ଦୁଇଟି ଗାଡ଼ିର ବ୍ୟବହାର କରିଛନ୍ତି ବୋଲି ପୋ-ଲିସ ସୂଚନା ଦେଇଛନ୍ତି।

ପୁଲିସ ଦୁଇଟି ଯାକ ଗାଡ଼ିର ମାଲିକ ମଞ୍ଜୁ ଦେବୀ ଏବଂ ସଞ୍ଜୟ କୁମାରଙ୍କ ନାମରେ ଚାଲାଣ ପଠାଇଛନ୍ତି। ମଞ୍ଜୁ ଦେବୀଙ୍କ ନାଁରେ ୧୧ ହଜାର ଟଙ୍କା ଫାଇନ ସମୟରେ ସଞ୍ଜୟ କୁମାରଙ୍କ ନାମରେ ୧୭ ହଜାର ଟଙ୍କାର ଫା-ଇନ କଟାଯାଇଛି। ବୁଲେଟରେ ଷ୍ଟ-ଣ୍ଟ ଦେଖାଉଥିବା ଦୁଇ ଯୁବତୀ ପେଶାରେ ରେସଲର ଅଟନ୍ତି।

ଶିଭାଙ୍ଗିଙ୍କ କହିବା ଅନୁସାରେ,”ଆମେ ଷ୍ଟ-ଣ୍ଟ ପାଇଁ ଅଭ୍ୟାସ କରିଥିଲୁ। ଶନିବାର ଦିନ ମଧୁବନ ବାପୁଧାମ ନିକଟରେ ଏହାର ସୁ-ଟିଂ କରିଥିଲୁ। ଏହାପରେ ଆମେ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲୁ। ତେବେ ପୁ-ଲିସ ଭିଡିଓକୁ ଆଧାର କରି ଚା-ଲାଣ କା-ଟିଛନ୍ତି। ଆମେ କେବଳ ମଜାରେ ଖୋଲା ସ୍ଥାନରେ ଏହାର ସୁ-ଟିଂ କରିଥିଲୁ। ଆମେ ଜାଣି ନଥିଲୁ ଯେ,ଏହି ଷ୍ଟ-ଣ୍ଟ ପାଇଁ ବି-ବାଦ ଉପୁଜିବ। ଏହି ଘ-ଟଣା ପରେ ଘର ଲୋକ ଆଉ ବାଇକ ଚଲାଇବାକୁ ଦେଉନାହାନ୍ତି।”

ପୋ-ଲିସଙ୍କ କହିବା ଅନୁସାରେ, ଆମେ ଦୁଇଟି ଭିଡିଓ ପାଇଛୁ। କିଛି ଦିନ ମଧ୍ୟରେ ଦୁଇଟି ଯାକ ଭିଡିଓ ସୁ-ଟିଂ କରାଯାଇଥିଲା। ଏହି କାରଣ ପାଇଁ ବାଇକ ମାଲିକଙ୍କ ନାମରେ ଚା-ଲାଣ କ-ଟା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *