ହଠାତ ପୁଣି ବଢ଼ିଲା କରୋନା ସଂକ୍ର-ମଣ : ଗୋଟିଏ ଦିନରେ ୩୬ ହଜାର ଜଣ ସଂକ୍ର-ମିତ,୧୭୨ ଜଣ ମୃ-ତ

ଦେଶରେ ଦିନକୁ ଦିନ କରୋନା ସଂକ୍ର-ମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାର ଦେଶବାସୀଙ୍କୁ ସ-ତର୍କ ରହିବା ପାଇଁ ସଚେତନ କଲେ ମଧ୍ୟ ଏହି କଥାକୁ ଦେଶବାସୀ ଉଲ୍ଲ-ଙ୍ଘନ କରିବାରେ ଲାଗିଛନ୍ତି। ଯାହାଫଳରେ ଦେଶରେ ଦୈନିକ ସଂକ୍ର-ମିତଙ୍କ ସଂଖ୍ୟା ୩୬ ହଜାର ପହଞ୍ଚିଲାଣି। ମହାରାଷ୍ଟ୍ର ସହିତ ଅନ୍ୟ କିଛି ରାଜ୍ୟରେ ପ୍ରତିଦିନ ସଂକ୍ର-ମଣ ବଢୁଥିବାରୁ ଦେଶରେ ସଂକ୍ର-ମିତ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ କହିବା ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୮୭୧ ଜଣ କରୋନା ଟେଷ୍ଟ ରି-ପୋର୍ଟ ପଜିଟିଭ ଆସିଛି। ଏହି ରି-ପୋର୍ଟ ୧୦୨ ଦିନ ମଧ୍ୟରେ ସର୍ବାଧିକ। ଏହି ରି-ପୋର୍ଟକୁ ମିଶାଇ ଦେଶରେ ମୋଟ ସଂକ୍ର-ମିତଙ୍କ ସଂଖ୍ୟା ୧,୧୪,୭୪,୬୦୫କୁ ଛୁଇଁଛି। ଗତକାଲି ଅପେକ୍ଷା ଆଜି ମୋଟ ୨୪% ନୂଆ ସଂକ୍ର-ମିତ ଚିହ୍ନଟ ହୋଇଛନ୍ତି।

ଏହି ସଂକ୍ର-ମିତଙ୍କ ମଧ୍ୟରୁ ୧,୧୦,୬୩,୦୨୫ ଜଣ ସୁସ୍ଥ ହୋଇଥିବା ସମୟରେ ୨,୫୨,୩୬୪ ଜଣ ସଂକ୍ର-ମଣରେ ଅଛନ୍ତି। ୨୪ ଘଣ୍ଟା ମଧ୍ୟରେ ୧୭୨ ଜଣ କରୋନା ମହା-ମାରୀରେ ମୃ-ତ୍ୟୁ ବ-ରଣ କରିଛନ୍ତି। ଦେଶରେ ଏହି ମୃ-ତ୍ୟୁ ସଂଖ୍ୟାକୁ ମିଶାଇ ୧,୫୯,୨୧୬କୁ ଛୁଇଁଛି।

Google

ସରକାରଙ୍କ କହିବା ଅନୁସାରେ, ମାର୍ଚ୍ଚ ମାସ ୧ ତାରିଖରୁ ୧୫ ମଧ୍ୟରେ ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ ଆକ୍ଟିଭ କେ-ସ ସଂଖ୍ୟା ୧୫୦କୁ ବୃଦ୍ଧି ପାଇଛି। ବିଶେଷ ଭାବରେ ମହାରାଷ୍ଟ୍ରରେ କରୋନା ବୃଦ୍ଧି ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି। ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୩,୧୭୯ ଜଣ କରୋନା ଆକ୍ରା-ନ୍ତରେ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଅପେକ୍ଷା ଏହା ସର୍ବାଧିକ। ଆଉ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୫୦୦ ଜଣଙ୍କର ରି-ପୋର୍ଟ ପଜିଟିଭ ଆସିଛି। ଆଉ ଏହା ୨ ମାସ ଅପେକ୍ଷା ସର୍ବାଧିକ। ମହାରାଷ୍ଟ୍ର ଓ ଦିଲ୍ଲୀକୁ ଛାଡିଦେଲେ ଗୁଜରାଟ, ପଞ୍ଜାବ ଓ କେରଳରେ ସଂକ୍ର-ମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗଛି।

ଅନ୍ୟ ପାର୍ଶ୍ବରେ ଦେଶରେ ମାର୍ଚ୍ଚ ୧୭ ତାରିଖରେ ୧୦,୬୩,୩୭୯ଟି ନମୁନା ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟ ଅନୁସାରେ, ଦେଶରେ ମୋଟ ୨୩,୦୩,୧୩,୧୬୩ଟି ନମୁନା ପରୀକ୍ଷା କରାଗଲାଣି। ଏହି ସମ୍ପର୍କରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହିତ ନୂଆ କରୋନା ଭୁତାଣୁକୁ ରୋକିବା ପାଇଁ ଉଚିତ ପଦ-କ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *