ଦେଖନ୍ତୁ ଭିଡିଓ: ସାପକୁ ନେଇ ଭିଡିଓ କରୁଥିଲେ ବ୍ୟକ୍ତି, ଆଖି ଉପରେ କରିଦେଲା ଆ-କ୍ର-ମ-ଣ, ତୋ ଏମିତି ହେଲା ଅବସ୍ଥା

ଆମେରିକାରେ ଏକ ୩୨ ବର୍ଷୀୟ ୟୁଟୁବରଙ୍କୁ ତିନି ଫୁଟ ଲମ୍ବର ଖତରନାକ ସାପର ଭିଡିଓ ସୁଟ କରିବା ମହଙ୍ଗା ପଡିଲା। ନିକ ବିଶପ ନାମକ ଏହି ୱାଇଲ୍ଡ ଲାଇଫ ଡାଇରେକ୍ଟର ଫ୍ଲୋରିଡାରେ ଏବରଗ୍ଳିଡେସ ନେସନାଲ ପାର୍କରେ ଯାଇ ଏହି ଖତରନାକ ସାପ ସହିତ ସୁଟ କରିଥିଲେ କିନ୍ତୁ ଏହି ସାପ ନିକଙ୍କ ଉପରକୁ ଆ-କ୍ର-ମ-ଣ କରିଦେଇଥିଲା।

ନିକର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଏହି ଭିଡିଓରେ ଦେଖିପାରିବେକି ନିକ ଏହି ସାପକୁ ହାତରେ ଉଠାଇଛନ୍ତି। ନିକ ଭିଡିଓରେ କହୁଛନ୍ତିକି ଏହା ବର୍ମାର ଅଜଗର ଅଟେ ଓ ଏଗୁଡିକ ବିଷାକ୍ତ ହୋଇନଥାନ୍ତି। ଏହି ସମୟରେ ଲଗାତାର ନିକଙ୍କ ହାତକୁ କାଟିବାକୁ ଚେଷ୍ଟା କରିଲା କିନ୍ତୁ ଯେହେତୁ ଏହା ବିଷାକ୍ତ ସାପ ନଥିଲା ସେଥିପାଇଁ ନିକ ଏହି ଅଜଗର ସହ ବେପରୁଆ ଭାବରେ ବ୍ୟବହାର କରୁଥିଲେ।

ଏହାପରେ ସାପ ସିଧା ନିକଙ୍କ ଆଖି ଉପରେ ଆକ୍ରମଣ କରିଥିଲା। ନିକ ମଧ୍ୟ ଏହା କେବେ ଭାବିନଥିଲେ। ସେ ଏହି ସାପକୁ ଛାଡି ନିଜ ଆଖିକୁ ଧରିନେଲେ। ଏହା ପରେ ନିକଙ୍କ ଆଖିରୁ ରକ୍ତ ବାହାରିବା ଆରମ୍ଭ କରିଲା। ସୌଭାଗ୍ୟବଶତଃ ନିକ ରକ୍ଷା ପାଇଗଲେ କାରଣ ସାପର ମୁନିଆ ଦାନ୍ତଟି ତାଙ୍କର ଆଇବ୍ରୋରେ ଲାଗିଥିଲା।

ଯେତେବେଳେ ନିକ ଭିଡିଓ ସୁଟ କରୁଥିଲେ ସେତେବେଳେ ସାପ ସିଧାସଳଖ ନିକଙ୍କ ଆଖି ଉପରକୁ ଆ-କ୍ର-ମ-ଣ କରିଥିଲା। ନିକ ଆଶା କରିନଥିଲେ ଏମିତି ହେବ ବୋଲି ଓ ସେ ସଙ୍ଗେ ସଙ୍ଗେ ସାପକୁ ଛାଡି ଆଖିକୁ ଧରିନେଲେ। ନିକ ଏହି ଘଟଣା ପରେ କହିଲେକି ମୁଁ ନିଜକୁ ନିଜେ ସୌଭାଗ୍ୟ ମାନୁଛି କାରଣ ମୋର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା।

ନିକ କହିଲେକି ମୋତେ ଜଣାଥିଲାକି ସେ ମୋ ଉପରେ ଆ-କ୍ର-ମ-ଣ କରିପାରେ କାରଣ ସେ ନିଜକୁ ନିଜେ ବଞ୍ଚାଇବା ପାଇଁ ଏମିତି କରିଥାନ୍ତି। ମୋତେ କୌଣସି ଅନ୍ଦାଜ ନଥିଲାକି ମୋର ଚେହେରା ଉପରେ ଏମିତି ଆକ୍ରମଣ କରିବ ବୋଲି। ବର୍ତ୍ତମାନ ପର୍ଯ୍ଯନ୍ତ ଫ୍ଲୋରିଡାରେ ଏମିତି କୌଣସି ମାମଲା ସାମ୍ନାକୁ ଆସିନାହିଁ, ଯେଉଁଥିରେ ବର୍ମାର ଏହି ଅଜଗର କୌଣସି ମଣିଷଙ୍କର ହ-ତ୍ୟା କରିଥିବ। ଡବ୍ଲୁଏଚଓର ଏକ ରିପୋର୍ଟ ଅନୁସାରେ, ପ୍ରତ୍ଯେକ ବର୍ଷ ସାପ କାମୁଡାରେ ବିଶ୍ଵସାରା ଏକ ଲକ୍ଷରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହୋଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *