ଜିଓ ଦେଲା ଏୟାରଟେଲକୁ କଡା ଟକ୍କର, ମାତ୍ର ଏତିକି ଟଙ୍କାରେ ପାଆନ୍ତୁ ୯୦ ଜିବି ଡାଟା ସହିତ ଏହି ବମ୍ପର ଅଫର,ଜାଣନ୍ତୁ ପୁରା ଖବର

ଯଦି ଆପଣ ଇଣ୍ଟରନେଟ ଡାଟା ଅଧିକ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ରିଲାଏନ୍ସ ଜିଓର ୪୦୧ ଟଙ୍କିଆ ପ୍ଲାନ ବହୁତ ସାହାଯ୍ୟକାରୀ ପ୍ରମାଣିତ ହୋଇପାରେ | କାରଣ ଏହି ପ୍ଲାନରେ ହାଇ ସ୍ପିଡ ବମ୍ପର ଡାଟା ସହିତ ଅନ୍ୟାନ୍ୟ ବେନେଫିଟ ଅଫର ଦିଆଯାଉଛି, ଯାହା ଗ୍ରାହକଙ୍କୁ ଏୟାରଟେଲରେ ଏହି ସୁବିଧା ମିଳିବନାହିଁ | ଏମିତିରେ ଦେଖିବାକୁ ଗଲେ ଆଜିକାଲି ଅଧିକାଂଶ ପ୍ଲାନରେ ଅନଲିମିଟେଡ଼ କଲିଂ ଏବଂ ଫ୍ରି SMS ର ସୁବିଧା ଯୋଗାଇ ଦିଆଯାଉଛି | କିନ୍ତୁ ଜିଓର ଏହି ଶସ୍ତା ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ସହିତ ଏକ୍ସଟ୍ରା ଡାଟା ମଧ୍ୟ ଦିଆଯାଉଛି | ସେହିପରି ଏୟାରଟେଲର ୪୦୧ ଟଙ୍କିଆ ପ୍ଲାନରେ ମୋଟ ୩୦ ଜିବି ଅଫର ଦିଆଯାଉଛି | ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ଦୁଇଟି ପ୍ଲାନ ମଧ୍ୟରୁ କେଉଁ ପ୍ଲାନଟି ସବୁଠାରୁ ଭଲ ଅଟେ |

ରିଲାଏନ୍ସ ଜିଓର ୪୦୧ ପ୍ଲାନ :-

ରିଲାଏନ୍ସ ଜିଓର ୪୦୧ ଟଙ୍କିଆ ପ୍ଲାନ ୨୮ ଦିନର ଭାଲିଡିଟି ସହିତ ଆସିଥାଏ | ଏହା ବ୍ୟତୀତ ଜିଓର ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ଦିଆଯାଉଛି | ସୂଚନାଯୋଗ୍ୟ ଯେ ଏହି ପ୍ଲାନ ଅନୁଯାୟୀ ଗ୍ରାହକଙ୍କୁ ୬ ଜିବି ଏକ୍ସଟ୍ରା ଡାଟା ମଧ୍ୟ ଅଫର କରାଯାଉଛି | ଅର୍ଥାତ ଜିଓର ଗ୍ରାହକ ମୋଟ ୯୦ ଜିବି ଡାଟାର ଲାଭ ନେଇପାରିବେ | ଏହା ସହିତ ଏହି ପ୍ଲାନରେ ସବୁ ନେଟୱାର୍କରେ ଅନଲିମିଟେଡ଼ କଲିଂ ସହିତ ପ୍ରତିଦିନ ୧୦୦ ଟି SMS ମଧ୍ୟ ଅଫର କରାଯାଉଛି | କେବଳ ଏତିକି ନୁହେଁ, ଏହି ପ୍ଲାନରେ Jio Apps ସବସ୍କ୍ରିପସନ ଏବଂ Disney+ Hotstar ର ଏକ ବର୍ଷର ଆକ୍ସେସ ମଧ୍ୟ ମିଳିଥାଏ |

ଏୟାରଟେଲର ୪୦୧ ଟଙ୍କିଆ ପ୍ଲାନ :-

ଏୟାରଟେଲର ୪୦୧ ଟଙ୍କିଆ ପ୍ଲାନ ୨୮ ଦିନର ଭାଲିଡିଟି ସହିତ ଆସିଥାଏ | ଏହି ରିଚାର୍ଜ ପ୍ୟାକ ଅନୁଯାୟୀ ଗ୍ରାହକଙ୍କୁ ମୋଟ ୩୦ ଜିବି ଡାଟା ଅଫର କରାଯାଉଛି | ଏହି ପ୍ଲାନରେ କେବଳ Disney+ Hotstar VIP ର ସୁବିଧା ଦିଆଯାଉଛି | ତେବେ ଏହି ପ୍ଲାନରେ ଡାଟା ବ୍ୟତୀତ କଲିଂ ଏବଂ SMS ର ସୁବିଧା ଦିଆଯାଉନାହିଁ |

କେଉଁ ପ୍ଲାନରେ କେତେ ମିଳୁଛି ଫାଇଦା ?

ଯଦି ଜିଓର ୪୦୧ ଟଙ୍କିଆ ପ୍ଲାନର ତୁଳନା ଏୟାରଟେଲର ୪୦୧ ଟଙ୍କିଆ ପ୍ଲାନ ସହିତ କରାଯାଏ, ତେବେ ଜିଓର ପ୍ଲାନ ଗ୍ରାହକଙ୍କ ପାଇଁ ବହୁତ ଭଲ ଅଟେ | କାରଣ ଏହି ପ୍ଲାନରେ ଅଧିକ ଡାଟା ସହିତ ଅନଲିମିଟେଡ଼ ଫ୍ରି କଲିଂ ଏବଂ SMS ସୁବିଧା ମଧ୍ୟ ଦିଆଯାଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *