୧୦ମ ପାସ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,ପାରା ମି-ଲିଟା-ରୀ ଫୋ-ର୍ସରେ ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେ-ଦନ

କର୍ମଚାରୀ ଚୟନ ଆୟୋଗ SSC GD Constable Recruitment 2021ର ନିଯୁକ୍ତି ପାଇଁ ପଦବୀ ବାହାରିଛି। ଏହି ପଦବୀରେ ଆଇଟିବିପି,ଏସଏସବି,ଏନଆଇଏ,ଏସଏସଏଫ ଆସାମ ରା-ଇଫ-ଲ୍ସରେ ରା-ଇଫ-ଲମ୍ଯା-ନ,ସିଆରପିଏଫ,ବିଏସଏଫ,ସିଆଇଏସଏଫରେ ଭର୍ତ୍ତି ପାଇଁ ମାର୍ଚ୍ଚ ମାସ ୨୫ ତାରିଖ ପର୍ଯ୍ୟନ୍ତ ssc.nic.in ୱେବସାଇଟରେ ନୋଟିଫିକେସନ ଜାରି କରାଯାଇଛି। ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଅଗଷ୍ଟ ୨ ତାରିଖରୁ ୨୫ ଅଗଷ୍ଟ ମଧ୍ୟରେ କମ୍ପ୍ୟୁଟରରେ ପରୀକ୍ଷା ଦେବାକୁ ପଡ଼ିବ।

ଏହି ପରୀକ୍ଷା ପାଇଁ ୧୦ମ ପାସ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପରୀକ୍ଷାରେ ଚୟନ ପାଇଁ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଟେଷ୍ଟ,ଫିଜିକାଲ ଏଫିସିଏନ୍ସ ଟେଷ୍ଟ,ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ଏବଂ ମେଡିକାଲ ଟେଷ୍ଟ ଦେବାକୁ ପଡ଼ିବ। ଏହି ଚୟନ ପାଇଁ https://ssc.nic.in/SSCFileServer/PortalManagement/UploadedFile ରେ ଯାଇ ସମସ୍ତ ବିବରଣୀ ପଢିପାରିବେ।

ପଦବୀ ବିବରଣୀ:

କନେଷ୍ଟବଳ(GD)

ରାଇଫଲମ୍ଯାନ(GD)

ଆବେଦନ ତାରିଖ:

ଆବେଦନ କରିବାର ଶେଷ ତାରିଖ ମେ ମାସ ୧୦ ତାରିଖ ୨୦୨୧।

ଦରମା:

ଇଚ୍ଛୁକ ପ୍ରାର୍ଥୀଙ୍କ ଦରମା ମାସିକ ୨୧୭୦୦ରୁ ୬୯୧୦୦ ଟଙ୍କା ରହିବ।

Google

ଶିକ୍ଷାଗତ ଯୋଗ୍ଯତା:

ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ ୧୦ମ ପାସ କରିଥିବା ଦରକାର।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୨୩ ବର୍ଷ ହୋଇଥିବା ଦରକାର।

ଚୟନ ପ୍ରକ୍ରିୟା:

ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ କମ୍ପ୍ଯୁଟର ପରୀକ୍ଷା(CBT) ଆଧାରରେ ଚୟନ ହେବ।

ଆବେଦନ ଶୁକ୍ଳ:

ସାଧାରଣ ପୁରୁଷଙ୍କ ଆବେଦନ ପାଇଁ ୧୦୦ ଟଙ୍କା ରହିଥିବା ସମୟରେ ମହିଳା/ଏସି/ଏସଟି/ପୂର୍ବତନ ସୈନିକଙ୍କ ଆବେଦନ ପାଇଁ କୌଣସି ଶୁଳ୍କ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *