ଅଭିନେତା ସୁ-ଶା-ନ୍ତ ରାଜପୁତ ହ-ତ୍ୟା ମାମଲା : ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ ପାଇଁ ପୁଣି ଉଠିଲା ସ୍ୱର । ଏହି କାରଣରୁ ଲୋକମାନେ କରୁଛନ୍ତି NCBର ପ୍ରଶଂସା,ଜାଣନ୍ତୁ ପୁରା ଖବର

ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃ-ତ୍ୟୁକୁ ନେଇ ପୁଣିଥରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ମୁସ୍କିଲ ବଢିଛି । ଅଭିନେତାଙ୍କ ମୃ-ତ୍ୟୁ ପଛରେ ଡ୍ର-ଗ୍ସ ମାମଲା ସାମ୍ନାକୁ ଆସିବାରୁ ଏନସିବି ବିଗତ ବର୍ଷ ରିୟାଙ୍କୁ ଗିରଫ କରିଥିଲା । କିନ୍ତୁ କିଛିସମୟ ପରେ ଅଭିନେତ୍ରୀଙ୍କୁ ଛାଡି ଦିଆଯାଇଥିଲା ।

ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ପୁଣିଥରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଓ ଏହାର ଶୁଣାଣି ମାର୍ଚ୍ଚ 18 ତାରିଖରେ ହେବ । ଏନସିବିର ଏଭଳି ପଦକ୍ଷେପ ପାଇଁ ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କେତେକ ସୋସିଆଲ ମିଡ଼ିଆ ୟୁଜର୍ସ ଏନସିବିଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏକ ୟୁଜର୍ସ ରିୟାଙ୍କ ଫୋଟୋ ଶେୟର କରି ଲେଖିଥିଲେ, #Rhea chakraborty ଯେତେବେଳେ ମୁଁ ଶୁଣିଲେ ତୁମେ ଜେଲରୁ ମୁକୁଳିଯାଇଛ ସେତେବେଳେ କେତେ ଶାନ୍ତି ଲାଗିଥିବ ନା ! କିନ୍ତୁ ତୁମେ ଜେଲରେ ରହିବା ଯୋଗ୍ୟ । ସେ ଜଣେ ଅ-ପ-ରା-ଧୀ, ହ-ତ୍ୟା-କା-ରୀ ଓ ଦେଶଦ୍ରୋହୀ ଅଟନ୍ତି । ଆଉଜଣେ ୟୁଜର୍ସ ଲେଖିଥିଲେ, NCB ସୁପ୍ରିମକୋର୍ଟ ଯିବାର ଅର୍ଥ ତାଙ୍କୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ହାତରେ ଲାଗିଛି ।

ପାଖାପାଖି 1 ମାସ ଜେଲରେ ରହିବାପରେ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ହାଇକୋର୍ଟ ଛାଡ଼ିଦେଇଥିଲା । ଏନସିବି ବର୍ତ୍ତମାନ ମୁମ୍ବାଇ କୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *