ତିନିଫୁଟର ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ହଜାର ଝିଅଙ୍କ ଲାଇନ,ସଲମାନ ଖାଁ ମଧ୍ୟ ସାକ୍ଷାତ କରିବାକୁ ମୁମ୍ବାଇ ଡ଼ାକିଲେ,ଜାଣନ୍ତୁ ପୁରା ଖବର

କୋତବଲିର ଯୁବକ ଆଜିମ ବିବାହ ପାଇଁ ଗୁହାରି କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ପାଖକୁ ହଜାର ଝିଅଙ୍କ କଲ ଆସୁଛି । ଆଜିମଙ୍କ କହିବାହେଲା ବର୍ତ୍ତମାନ ତାଙ୍କ ପାଖକୁ ବଲିଉଡର କଲ ମଧ୍ୟ ଆସୁଛି । ବର୍ତ୍ତମାନ ସେ ମୁମ୍ବାଇ ଯିବାକୁ ବାହାରିଛନ୍ତି ଓ ବିବାହ ପାଇଁ ବହୁତ ଉତ୍ସାହରେ ଥିବାର ଦେଖାଯାଉଛନ୍ତି ।

କ୍ୟାରନା ନିବାସୀ ଆଜିମ ମଂସୁରୀ ବିଗତ ଦିନରେ କୋତବଲି ପହଞ୍ଚି ଅଧିକାରୀଙ୍କ ଠାରେ ବିବାହର ଗୁହାରି କରିଥିଲେ । ବିବାହ ନହେବାର ମୁଖ୍ୟ କାରଣଟି ହେଉଛି ଆଜିମଙ୍କ ଉଚ୍ଚତା ମାତ୍ର 3 ଫୁଟ 2 ଇଞ୍ଚ ଅଟେ । ବିବାହ ନହେବାରୁ ଆଜିମ ଚିନ୍ତିତ ହୋଇ ଇନ୍ସପେକ୍ଟରଙ୍କ ଠାରେ ଗୁହାରି ଲଗାଉଛନ୍ତି । ଆଜିମଙ୍କ ସମସ୍ୟାକୁ ପ୍ରମୁଖତାଙ୍କ ପାଖରେ ଦେଖାଇବାପରେ ବର୍ତ୍ତମାନ ତାଙ୍କ ପାଖକୁ ବିବାହ ପାଇଁ ଲଗାତାର କଲ ଆସୁଛି ।

ସଲମାନ ଖାଁଙ୍କ ମଧ୍ୟ ଆସିଲା କଲ :-

ଆଜିମଙ୍କ କହିବା ହେଉଛି ଏହି ଖବର ପରେ ବହୁତ ସାରା ବଲିଉଡ ଷ୍ଟାର ମଧ୍ୟ ତାଙ୍କୁ କଲ କରି ଡାକୁଛନ୍ତି । ଆଜିମ ଦାବି କରିଛନ୍ତି, ବଲିଉଡର ଭାଇଜାନ ସଲମାନ ଖାଁ ମଧ୍ୟ ତାଙ୍କୁ ଡାକିଛନ୍ତି । ସେ କହିଛନ୍ତି, ସଲମାନ ଖାଁ ତାଙ୍କୁ ଫୋନ କରି କହିଲେ ମୁମ୍ବାଇ ଆସ ମିଶିକରି କଥା ହେବା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *