ରାଜ୍ୟରେ ନୂଆ ଷ୍ଟ୍ରେନ ସହ ମା-ରାତ୍ମ-କ ରୂପରେ ଆସୁଛି କରୋନା ମ-ହାମା-ରୀ, ଜାଣନ୍ତୁ କଣ ରହିଛି ମ-ହାମା-ରୀର ଲକ୍ଷଣ

ପୁଣି ଥରେ ରାଜ୍ୟରେ କରୋନା ମ-ହାମା-ରୀର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି। ଉପରମୁହାଁ ହେଲାଣି ଏହି ମ-ହାମା-ରୀର ଗ୍ରାଫ। ଆଉ ଏବେ ନୂଆ ଷ୍ଟ୍ରେନ ସହ ମା-ରାତ୍ମ-କ ରୂପରେ ଫେରୁଛି କରୋନା ମ-ହାମା-ରୀ। ଏହି ନୂଆ ଷ୍ଟ୍ରେନ ପାଇଁ ଲୋକଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳୁଛି। ନୂଆ ଷ୍ଟ୍ରେନ ସହିତ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନୂତନ ଗାଇଡଲାଇନ ଜା-ରି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କୁହାଯାଇଛି ଯେ, ନୂଆ ଷ୍ଟ୍ରେନରୁ ର-କ୍ଷା ପାଇବାକୁ ହେଲେ ପୂର୍ବା ଅପେକ୍ଷା ଅଧିକ ସଚେତନ ରହିବାକୁ ପଡ଼ିବ।

ନୂଆ ଷ୍ଟ୍ରେନରେ ଦେଖାଯାଉଥିବା ଲକ୍ଷଣ ମଧ୍ୟରୁ ଦେହ ହାତ ଅବସ ଲାଗିବା,ଭୋକ ନ ଲାଗିବା,ଦେହ ହାତ ଘୋଳା ବିନ୍ଧା ହେବା,ତରଳ ଝାଡ଼ା ହେବା,ମୁଣ୍ଡ ବିନ୍ଧିବା,ତଣ୍ଟି ପୀ-ଡ଼ା ହେବା,ନାକ ଚୁଣ୍ଟି ହେବା ଆଦି ଲକ୍ଷଣ ଦେଖାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆ ଷ୍ଟ୍ରେନର ଭୂତାଣୁ ପୂର୍ବା ଅପେକ୍ଷା ଅଧିକ ମା-ରାତ୍ମ-କ ଓ ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଏହା ସହଜରେ ଶରୀର ମଧ୍ୟରେ ଅତି ସହଜରେ ପ୍ରବେଶ କରିପାରୁଛି।

Google

ରାଜ୍ୟରେ କରୋନା ମ-ହାମା-ରୀ ପାଇଁ ବର୍ଷେ ଧରି ଲକଡାଉନ ଓ ସଟଡାଉନ ହୋଇଥିଲା। ଯାହାଫଳରେ ଜୀବନଯାତ୍ରା ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ ରାଜ୍ୟବାସୀ। ସ୍ୱାଭାବିକ ଅବସ୍ଥାକୁ ଫେରିବାପରେ ଏବେ ନୂଆ ଷ୍ଟ୍ରେନ ବଡ଼ ବି-ପଦ ଆଣି ଦେଇଛି। ପୂର୍ବଭଳି ଯେପରି ନୂଆ ଷ୍ଟ୍ରେନ ଲକଡାଉନ ଓ ସଟଡାଉନ ପରିସ୍ଥିତି ନ ଉପୁଜେ ସେଥିପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। ନୂଆ ଷ୍ଟ୍ରେନରୁ ର-କ୍ଷା ପାଇବାକୁ ହେଲେ କରୋନା ଟିକା ନେବାପାଇଁ ପରାମର୍ଶ ଦିଆଯାଇଛି।

ଏଥିରୁ ସ-ତର୍କ ରହିବାକୁ ହେଲେ ଗହଳି ସ୍ଥାନ,ଜନସମାଗମଠାରୁ ଦୂରେଇ ରହିବାକୁ ପଡ଼ିବ। ସ୍କୁଲ,କଲେଜ,ବଜାର ଓ ମନ୍ଦିରରେ କୋଭିଡ ନିୟମ ସେପରି ଭାବରେ ଭ-ଙ୍ଗ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ଯେପରି ୭ ଦିନ ପର୍ଯ୍ୟନ୍ତ କ୍ୟାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସନ୍ଦେହ ବ୍ୟକ୍ତିଙ୍କୁ ତୁରନ୍ତ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି।

Google

ରାଜ୍ୟ ସରକାରଙ୍କ ପଦକ୍ଷେପ :-

ରାଜ୍ୟରେ କରୋନା ସଂକ୍ର-ମଣ ବୃଦ୍ଧି ପାଇବାକୁ ଲାଗିଲାଣି। ଏହାକୁ ରୋକ ଲଗାଇବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିସାରିଛନ୍ତି। ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ହୋଇ ଓଡ଼ିଶା ଆସୁଥିବା ଟ୍ରେନ ଯାତ୍ରୀଙ୍କୁ ବ୍ରହ୍ମପୁର ଷ୍ଟେ-ସନରେ ସ୍କ୍ରିନିଂ କରାଯାଉଛି। ବିଶେଷ ଭାବରେ କହିଲେ ମୁମ୍ବାଇରୁ ଆସିଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। ଯଦି କାହାର ତାପମାତ୍ରା ଅଧିକ ଥିବ କିମ୍ବା କୌଣସି ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ ଆଣ୍ଟିଜେନ ଟେଷ୍ଟ କରିବାର ସୁବିଧା ମଧ୍ୟ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *