୪ ସହରରେ ପୁଣି ଫେରିଲା ନା-ଇଟ କ-ର୍ଫ୍ୟୁ

ଦେଶରେ ପୁଣି ଆଉଥରେ କରୋନା ମ-ହାମା-ରୀ ବଢ଼ିବାରେ ଲାଗିଛି ଫଳରେ ନା-ଇଟ କ-ର୍ଫ୍ୟୁ ଦେଖିବାକୁ ମିଳିଛି। ଦେଶରେ ପ୍ରତିଦିନ ୨୦ ହଜାର ଲୋକ କରୋନା ମ-ହାମା-ରୀରେ ସଂ-କ୍ରମି-ତ ହେଉଛନ୍ତି। ଏହି ସଂ-କ୍ରମ-ଣକୁ ନଜରରେ ରଖି ୪ଟି ସହରରେ ନା-ଇଟ କ-ର୍ଫ୍ୟୁ ଜା-ରି କରାଯାଇଛି। ଏହି ପଦ-କ୍ଷେପ ଗୁଜୁରାଟ ସରକାରଙ୍କ ତରଫରୁ ନିଆଯାଇଛି। ସୁରତ,ଅହମଦାବାଦ, ରାଜକୋଟ ଓ ବଡ଼ୋଦରାରେ ନା-ଇଟ କ-ର୍ଫ୍ୟୁ ଜା-ରି କରିବା ପାଇଁ ଗୁଜୁରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ନା-ଇଟ କ-ର୍ଫ୍ୟୁ ସନ୍ଧ୍ୟା ୧୦ଟା ସମୟରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଆସନ୍ତା କାଲିଠାରୁ ନା-ଇଟ କ-ର୍ଫ୍ୟୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖରେ ସରିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଆଜି ରାତିଠାରୁ ଏହି କ-ର୍ଫ୍ୟୁ ଲା-ଗୁ କରାଯିବ। କ-ର୍ଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ବ-ନ୍ଦ ରହିବ କେବଳ ଜ-ରୁ-ରୀ କା-ଳୀନ ସେବା ଚା-ଲୁ ରହିବ।

କରୋନା ସଂ-କ୍ରମ-ଣ ବଢୁଥିବା କାରଣ ପାଇଁ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ହେବାକୁଥିବା ଟି-୨୦ ମ୍ୟାଚରେ ଦର୍ଶକଙ୍କୁ ପ୍ରବେଶ ପାଇଁ ପ୍ର-ତିବ-ନ୍ଧକ ଲଗାଯାଇଥିଲା।

Google

ମହାରାଷ୍ଟ୍ର ସରକାର ଏହା ପୂର୍ବରୁ ମଧ୍ୟ କରୋନ ସଂ-କ୍ରମ-ଣକୁ ନଜ-ରରେ ରଖି କ-ଟକ-ଣା କ-ଡାକ-ଡି କରିଥିଲେ। ନାଗପୁର,ଔରଙ୍ଗାବାଦ ଓ ପୁଣେରେ ନା-ଇଟ କ-ର୍ଫ୍ୟୁ ଜା-ରି କରାଯାଇଥିଲା। ପଞ୍ଜାବରେ ମଧ୍ୟ ସଂ-କ୍ରମ-ଣ ପାଇଁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ମଧ୍ୟ ବ-ନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୁଣିଥରେ କରୋନା ସଂ-କ୍ରମ-ଣକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବଢୁଥିବା କରୋନା ସଂ-କ୍ରମ-ଣ ପାଇଁ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି ସୂଚନା ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *