ଦେଖନ୍ତୁ ଭିଡ଼ିଓ : ପରିବା ଆଣିବା ପାଇଁ ଯାଇଥିବା ଛୁଆଙ୍କୁ ଗି-ର-ଫ କଲେ ସେ-ନା । ଭିଡ଼ିଓ ହେଲା ଭାଇରାଲ

ଫିଲିଷ୍ଟିନରେ ଇଜରାଇଲ ସୈ-ନ୍ୟ ମାନଙ୍କ ଦ୍ୱାରା ପାଞ୍ଚ ଜଣ 8 ରୁ 12 ବର୍ଷୀୟ ଛୁଆ ଗି-ର-ଫ ହେବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଛୋଟ ପିଲାମାନେ ହେବ୍ରୋନ ପାହାଡ଼ରେ ଜଙ୍ଗଲକୁ ପରିବାପାଇଁ ଯାଇଥିଲେ କିନ୍ତୁ ତାଙ୍କୁ ଇଜରାଇଲ ସୈ-ନ୍ୟମାନେ ଆ-ରେ-ଷ୍ଟ କରିଥିଲେ । ଏହାକୁ ନେଇ କେତେକ ହ୍ୟୁ-ମାନ ରା-ଇଟ୍ସ ଆକ୍ଟି-ଭିଟି ତୀ-ବ୍ର ପ୍ରତି-କ୍ରିୟା ଦେଇଛନ୍ତି ।

ଭିଡ଼ିଓରେ ଦେଖାଯାଉଛି ସୈ-ନ୍ୟମାନେ ପିଲାମାନଙ୍କୁ ଧ-ରି ନେଇଯାଉଛନ୍ତି ଓ ଏକ ଧଳା ଭ୍ୟାନରେ ବସାଇ ଦେଇ ନେଇଯାଉଛନ୍ତି । ସୂତ୍ରରୁ ଜଣାପଡ଼ିଛି, ଛୁଆ ମାନଙ୍କୁ ଗି-ର-ଫ କରାଯାଇ ଚାରି ପାଞ୍ଚଘଣ୍ଟା ପରେ ଛଡାଯାଇଥିଲା ।

ଏହି ମାମ-ଲାରେ ଇଜରାଇଲ ପୋ-ଲି-ସ କହିଥିଲା କି, ସେମାନେ ଛୋଟ ପିଲାମାନଙ୍କୁ ଗି-ର-ଫ କରିଥିଲେ କାରଣ ତାଙ୍କ ଉପରେ ପ୍ରାଇଭେଟ ପ୍ରପର୍ଟି ଭିତରେ ପଶି ପାରା ଓ କିଛି ଜିନିଷ ଚୋ-ରାଇ-ବା-ର ଅ-ଭି-ଯୋ-ଗ ଥିଲା । ଏହାପରେ ଆ-ର୍ମି ପିଲାଙ୍କୁ ପୋ-ଲି-ସଙ୍କ ଅଧୀ-ନରେ କରି କିଛି ଘଣ୍ଟା ପରେ ଛାଡି ଦେଇଥିଲେ ।

ଏଥିପାଇଁ ଚାରିଆଡେ ଇଜରାଇଲ ସୈ-ନ୍ୟ ମାନଙ୍କ ଉପରେ ଚାରିଆଡୁ ପ୍ରତି-କ୍ରିୟା ଜାରି ରହିଛି । ଜଣେ ଟ୍ୱିଟରରେ ଶେୟର କରି ଲେଖିଥିଲେ, ଫିଲିଷ୍ଟିନରେ ଛୋଟ ଛୋଟ ପିଲାଙ୍କୁ ପ୍ରତିଦିନ ଏହିପରି ମାନ-ସିକ ଉ-ତ୍ପପୀ-ଡ଼ନ-ର ସାମ୍ନା କରିବାକୁ ପଡେ । ଏହା ଇଜରାଇଲର ସତକଥା ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *