ଛାତ୍ରୀଙ୍କ ଫୋନ ନମ୍ବର ନେଇ ଶିକ୍ଷକ କରୁଥିଲେ ଏହି କାମ,ରା-ଗରେ ଆସି ଗାଁ ଲୋକେ ଦେଲେ ଉ-ତ୍ତମ ମ-ଧ୍ୟମ,ଜାଣନ୍ତୁ ପୁରା ଖବର

ଉତ୍ତରପ୍ରଦେଶର ମୁଜାଫରନଗରର ରୋହାନା କ୍ଷେତ୍ରରେ ଏକ ଛାତ୍ରୀ ନିଜର ଶିକ୍ଷକୁ ଜମେଇକି ପି-ଟି-ଲେ ଓ ଏହା ପରେ ପୋ-ଲି-ସରେ ଅ-ଭିଯୋ-ଗ କରିଥିଲେ|ଏହି ଛାତ୍ରୀ ଶିକ୍ଷକଙ୍କ ଉପରେ ଗମ୍ଭୀର ଆ-ରୋପ ଲଗାଇଥିଲେ|ଛାତ୍ରୀଙ୍କ ଅନୁସାରେ ଶିକ୍ଷକ ଆପ-ତ୍ତିଜ-ନକ କଥାବାର୍ତ୍ତା କରୁଥିଲେ ଓ ସେ ମନାକରିବାରୁ ମଧ୍ୟ ମାନିଲେ ନାହିଁ| ଯାହା ଫଳରେ ପି-ଡିତା ପ୍ରଥମେ ମା-ଡ ମା-ରିଲା ଓ ପରେ ପୋ-ଲି-ସର ସହାୟତା ନେଇଥିଲା|

ପି-ଡିତା ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟେ ଓ ସେ ରୋହନା ସ୍ଥିତ ଇଣ୍ଟର କଲେଜରେ ପଢୁଥିଲେ|ଏହି କଲେଜରେ ସହରର ଗାନ୍ଧୀ କଲୋନୀ କ୍ଷେତ୍ର ନିବାସୀ ଏକ ଶିକ୍ଷକ ପଢ଼ାଉଥିଲେ| ଛାତ୍ରୀଙ୍କ ଆ-ରୋପ ରହିଛି ଯେ ଦିନେ ଶିକ୍ଷକ ତାଙ୍କୁ ଫୋନକରି ଆପ-ତ୍ତିଜ-ନକ କଥା କରିଥିଲେ|ଛାତ୍ରୀ ଶିକ୍ଷକଙ୍କୁ ଏହାଠାରୁ ଦୂରରେ ରହିବାକୁ ଧ-ମକ ଦେଇଥିଲେ| କିନ୍ତୁ ଏହା ସେ ମାନିନଥିଲେ ଓ ଛାତ୍ରୀଙ୍କୁ କଲ୍ କରିବାରେ ଲାଗିଥିଲେ| ଏହା ଫଳରେ ଛାତ୍ରୀ ରା-ଗିଯାଇ ଦିନେ ନିଜ ମା’ଙ୍କୁ ସବୁକଥା କହିଲା| ଏହା ପରେ ସେ ଫୋନକରି ଶିକ୍ଷାକଙ୍କୁ ଗାଁର ବସଷ୍ଟାଣ୍ଡରେ ଥିବା ମେଡିକାଲ ଷ୍ଟୋରକୁ ଡକାଇଲେ|

Google

ଶିକ୍ଷକ ଛାତ୍ରୀର ଡକାଇବା ଫଳରେ ସେଠାରେ ପହଞ୍ଚିଥିଲେ| ଛାତ୍ରୀଙ୍କ ସହ ତାଙ୍କ ମାଆ ଆସିଥିଲେ ଓ ଏହା ମଧ୍ୟରେ ମା’ଙ୍କ ସହ ଶିକ୍ଷକଙ୍କ ଯୁ-କ୍ତିତ-ର୍କ ହୋଇଥିଲା| ରା-ଗିଯାଇ ସେ ଶିକ୍ଷକଙ୍କୁ ପି-ଟିଥିଲେ ଓ ଚପଲରେ ପି-ଟିଥି-ଲେ| ଯେତେବେଳେ ଗାଁର ଲୋକମାନଙ୍କୁ ଏହି ବିଷୟରେ ଜଣାପଡିଲା, ସେତେବେଳେ ସେମାନେ ଶିକ୍ଷକଙ୍କ ଧୁ-ଲାଇ କରି ମା-ଡ ମା-ରିଲେ|ଏହାପରେ ରା-ଗିଥିବା ଗ୍ରାମବାସୀ ଶିକ୍ଷକକୁ ଧରିକି କଲେଜ ନେଇଥିଲେ ଯେଉଁଠାରେ ଶିକ୍ଷକ ନିଜର ଭୁ-ଲ ମା-ଗିଥିଲେ|କିନ୍ତୁ ଛାତ୍ରୀଙ୍କ ଓ ପରିଜନଙ୍କ ରା-ଗ ଶା-ନ୍ତ ହୋଇନଥିଲା|

ଘ-ଟ-ଣାବ-ଳୀର ସୂଚନା ପୋ-ଲିସକୁ ଦିଆଗଲା ଓ ପୋ-ଲିସ ଘ-ଟଣା-ସ୍ଥଳରେ ପହଂଚି ମାମ-ଲାର ଛା-ନଭି-ନ କରିଥିଲେ| ଚୈକି ପ୍ରଭାରି ରୋହାନା ପ୍ରବେଶ ଶର୍ମା କହିଛନ୍ତି ଯେ ମାମ-ଲାରେ ଛାତ୍ରୀର ଭାଇ ଆ-ରୋ-ପୀ ଶିକ୍ଷକଙ୍କ ବି-ରୁ-ଦ୍ଧରେ କେ-ସ କରିଛନ୍ତି |ସିଓ ସିଟି କୁଳଦୀପ ସିଂହଙ୍କ କହିବାନୁଯାୟୀ ତଥ୍ୟ ଆଧା-ରରେ ମାମ-ଲାର ଯା-ଞ୍ଚ କରାଯାଉଛି|ଯଦି ଆ-ରୋପି ଦୋ-ଷୀ ସାବ୍ୟସ୍ତ ହୁଅନ୍ତି ତେବେ ରି-ପୋର୍ଟ ଦା-ଖଲ କରି ତାଙ୍କ ବିରୁ-ଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|ଛାତ୍ରୀଙ୍କ ଆ-ରୋପ ଥିଲା ଯେ ଶିକ୍ଷକ ଦୁଇଦିନ ପୂର୍ବରୁ ବାହାନରେ ତାଙ୍କର ମୋବାଇଲ ନମ୍ବର ନେଇଥିଲେ|ଶନିବାର ଦିନ ଶିକ୍ଷକ ଛାତ୍ରୀଙ୍କୁ କଲ୍ କରି ଅ-ଶ୍ଳୀ-ଳ କଥାବାର୍ତ୍ତା ଆରମ୍ଭ କରିଥିଲେ|ସେ ମନାକରିବାରୁ ମଧ୍ୟ ନ ମାନିବାରୁ,ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *