କାର ସହ ଧ-କ୍କା ହୋଇ ଧ୍ୱଂ-ସ ହେଲା ବି-ମାନ, ୨ ଜଣ ଆ-ହତ ଓ ୨ ଜଣ ମୃ-ତ

ଆକାଶରେ ଉଡ଼ୁଥିବା ବି-ମାନ କିପରି ରାସ୍ତାରେ ଯାଉଥିବା କାର ସହ ଧ-କ୍କା ହେଲା? ନି-ହାତି ଏହି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମା-ଡୁଥିବ। କିନ୍ତୁ ଫ୍ଲୋରିଡାର ପେମବ୍ରୋକ ପିନ୍ସରେ ଏହିପରି ଏକ ଦୁ-ର୍ଘଟ-ଣା ଘ-ଟିଛି। ଉ-ଡାଣ ଭରି-ବାର କିଛି ସମୟ ପରେ ବିମାନଟି ରାସ୍ତାରେ ଖ-ସିପଡ଼ିଥିଲା। ରାସ୍ତାରେ ଯାଉଥିବା କାର ସହ ଧ-କ୍କା ହେବା ଦ୍ଵାରା ସମ୍ପୂର୍ଣ୍ଣ ଧ୍ୱଂ-ସ ହୋଇଯାଇଥିଲା। ଏହି ଦୁ-ର୍ଘଟ-ଣାରେ ୨ ଜଣ ଆ-ହତ ହେବା ସହିତ ଆଉ ୨ ଜଣ ମୃ-ତ୍ୟୁ ବ-ରଣ କରିଛନ୍ତି। ଏହି ଦୁ-ର୍ଘଟ-ଣା ସମୟର କିଛି ଦୃ-ଶ୍ୟ କ୍ୟାମେରାରେ କ-ଏ-ଦ ହୋଇଛି।

ପୋ-ଲିସଙ୍କ କହିବା ଅନୁଯାୟୀ, ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ବୀଚକ୍ରାଫ୍ଟ ବୋନାଜା ଏୟାରକ୍ରାଫ୍ଟ ୩ଟା ସମୟରେ ସ୍ଥାନୀୟ ଉତ୍ତର ପେରୀ ବି-ମାନ ବନ୍ଦ-ରରୁ ଉ-ଡ଼ାଣ ଆରମ୍ଭ କରିଥିଲା। କିନ୍ତୁ, ଉ-ଡାଣ ଭରିବାର କିଛି ସେକେଣ୍ଡ ପରେ ଯା-ନ୍ତ୍ରି-କ ତ୍ରୁ-ଟି ଦେଖାଯାଇଥିଲା। ଫଳରେ ଏୟାରପୋର୍ଟ ପାଖ ଦେଇ ଯାଇଥିବା ରାସ୍ତା ଉପରେ ଖସି ପଡିଥିଲା।

ଆଉ ସେହି ସମୟରେ ଜଣେ ମହିଳା ଓ ତାଙ୍କ ଛୁଆ କାରରେ ଯାଉଥିଲେ। ବିମା-ନଟି କାର ସହ ଧ-କ୍କା ହେବାପରେ ରାସ୍ତା ସହିତ ମା-ଡ଼ ହୋଇଥିଲା, ଫଳରେ ବି-ମାନରେ ନି-ଆଁ ଲାଗିଯାଇଥିଲା। ଦ-ମକ-ଳ ବା-ହିନୀ ପହଞ୍ଚିବା ବେଳକୁ ବିମା-ନଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂ-ସ ହୋଇସାରିଥିଲା।

ବିମା-ନଟି ଦୁ-ର୍ଘଟ-ଣା ହେବାଦ୍ବାରା ଏଥିରେ ଦୁଇ ଜଣ ପ୍ରା-ଣ ହରାଇଛନ୍ତି। ଆଉ କାରରେ ଥିବା ମହିଳା ଓ ତାଙ୍କ ଛୁଆ ଗୁରୁ-ତର ଅବ-ସ୍ଥାରେ ସ୍ଥାନୀୟ ହସ୍ପି-ଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଅ-ବସ୍ଥା କେମିତି ଅଛି ସେହି ସଂ-ପର୍କରେ ପ୍ରଶା-ସନ ଓ ପୋ-ଲିସ କିଛି ବି ସୂଚନା ଦେଇନାହାନ୍ତି। ତଥାପି ସ୍ଥାନୀୟ ଅଞ୍ଚଳରୁ ସାମ୍ନାକୁ ଆସିଥିବା ଭିଡିଓ ଅନୁସାରେ,ଏକାଧିକ ଆ-ମ୍ବୁଲା-ନ୍ସ ଓ ଦ-ମକ-ଳ ବା-ହିନୀ ଘ-ଟ-ଣାସ୍ଥ-ଳରେ ପହଞ୍ଚି ଉ-ଦ୍ଧାର କାର୍ଯ୍ୟ ଜା-ରି ରଖିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *