ନାଗୁଣୀକୁ ବଞ୍ଚାଇବା ପାଇଁ ନିଜ ଜୀ-ବନକୁ ବାଜି ଲଗାଇଲା ନାଗ, କିନ୍ତୁ ବଞ୍ଚାଇବାରେ ହେଲା ବି-ଫଳ

ନିଜ ଆପଣାର ଯଦି କେହି ବି-ପ-ଦରେ ପଡ଼ିଥାଏ, ତାହେଲେ ଆପଣଙ୍କର ମନ ବିଚ-ଳିତ ହେବ। ନିଜ ଲୋକ କୌଣସି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ, ଆପଣ କିପରି ଭାବରେ ସୁ-ରକ୍ଷା କରିବେ ସେଥିପାଇଁ ଆପଣ ଚନ୍ତିତ ହୋଇପଡ଼ନ୍ତି। ଆପଣ କିପରି ଆପଣାର ପ୍ରୀୟଜନକୁ ର-କ୍ଷା କରିବେ, ତାହା ଆପଣ ଉଦ୍ୟମ କରିଥାନ୍ତି। ସମଗ୍ର ପୃଥିବୀ ପୃଷ୍ଠରେ ମନୁଷ୍ୟ ସହିତ ଜୀ-ବଜ-ନ୍ତୁ ମଧ୍ୟ ଉଦ୍ୟମ କରିଥାନ୍ତି।

ଏହିପରି ଏକ ଘ-ଟଣା ଦେଖିବାକୁ ମିଳିଛି, ହାଟଡିହି ବ୍ଲକ ସମଣା ପଞ୍ଚାୟତ ଅଞ୍ଚଳରେ। ସେହି ଅଞ୍ଚଳରେ ଏକ ବି-ଷ ସ୍ପ୍ରେ ମେସିନ ମଧ୍ୟରେ ଏକ ନାଗୁଣିକୁ ବଞ୍ଚା-ଇବା ପାଇଁ ଉଦ୍ୟମ କରିଥିଲା ନାଗ। କିନ୍ତୁ, ବଞ୍ଚା-ଇବାରେ ସ-କ୍ଷମ ହୋଇପାରିନଥିଲା ନାଗ।

Google

ସୂଚନା ଅନୁସାରେ, ହାଟଡ଼ିହି ବ୍ଲକ ସମଣା ପଞ୍ଚାୟତ ଅଞ୍ଚଳର ଗିରିଗାଁ ଗ୍ରାମର ନାରଣ ଭଅଳଙ୍କ ଘରେ ଏକ ବି-ଷ ସ୍ପ୍ରେ ମେସିନ ମଧ୍ୟରେ ଏକ ନାଗୁଣୀ ଫସି ଯାଇଥିଲା। ନାଗୁଣିକୁ ଉଦ୍ଧାର କରିବା ପାଇଁ ଗତକାଲି ସନ୍ଧ୍ୟା ୮ଟା ସମୟରୁ ରାତି ତମାମ ସ୍ଥାନୀୟ କିଛି ଯୁବକ ଚେଷ୍ଟା କରିଥିଲେ, କିନ୍ତୁ ବି-ଫଳ ହୋଇଥିଲେ। ଆଜି ସକାଳୁ ବି-ଷ ସ୍ପ୍ରେ ମେସିନର ତଳ ପଟୁ ଲୁହାକୁ ଏକ ଆରି କଟର ସାହାର୍ଯ୍ୟରେ ତପନ ଜେନା ଏବଂ କିଛି ଯୁବକ କାଟି ନାଗୁଣିକୁ ଉ-ଦ୍ଧାର କରିବାରେ ସ-ଫଳ ହୋଇଥିଲେ। ଆଉ ପରେ ନାଗୁଣିକୁ ସୁର-କ୍ଷିତରେ ଛାଡି ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *