ଭେ-ଜ ଜାଗାରେ ନ-ନଭେ-ଜ ପିଜ୍ଜା ଡେଲି-ଭରି କରିଥିଲା କମ୍ପାନୀ, କ୍ଷ-ତିପୂ-ରଣ ପାଇଁ ମହିଳା ମାଗିଲେ ୧ କୋଟି ଟଙ୍କା

ଅ-ର୍ଡର ଭୁଲ ଆସିବାର କମ୍ପାନୀ ଉପରେ ୧ କୋଟି ଟଙ୍କାର ଜ-ରିମା-ନା କଲେ ମହିଳା। ଏହିଭଳି ଏକ ଘ-ଟଣା ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରେ ଦେଖିବାକୁ ମିଳିଛି। ସେହି ଅଞ୍ଚଳର ଜଣେ ନିରା-ମିଷା-ଶୀ ମହିଳା ଭେଜ ପିଜ୍ଜା ଅ-ର୍ଡର କରିଥିଲେ। କିନ୍ତୁ, କମ୍ପାନୀ ସେହି ନିରା-ମିଷା-ଶୀ ମହିଳାଙ୍କୁ ନ-ନଭେ-ଜ ପିଜ୍ଜା ଦେଇଥିଲେ। ଏଥି ପାଇଁ ଉକ୍ତ ମହିଳା କ୍ଷୁ-ବ୍ଧ ହୋଇ କମ୍ପାନୀ ନାମରେ ଖା-ଉଟି ଅଦା-ଲତରେ ମା-ମଲା ରୁ-ଜୁ କରିଥିଲେ। ଆଉ ଏହାସହ କ୍ଷ-ତିପୂ-ରଣ ବା-ବଦକୁ ୧ କୋଟି ଟଙ୍କା ଦା-ବି କରିଥିଲେ। ମହିଳାଙ୍କର କହିବା ଅନୁସାରେ, ଏହି କାରଣ ପାଇଁ ତାଙ୍କର ଯାହା କ୍ଷ-ତି ହୋଇଛି, ସେହି ବା-ବଦକୁ କମ୍ପାନୀକୁ ମୋଟ ଅଙ୍କର ଜ-ରିମା-ନା ଦେବାକୁ ପଡ଼ିବ।

ସୂଚନା ଅନୁସାରେ, ଗାଜିଆବାଦର ଦୀପାଲି ତ୍ୟାଗୀ ଶୁ-ଦ୍ଧ ଶା-କାହା-ରୀ। ସେ ଆଉ ତାଙ୍କର ସମସ୍ତ ପରିବାର ବର୍ଗ ସମ୍ପୂର୍ଣ୍ଣ ଶା-କାହା-ରୀ। ଦୀପାଲି ତ୍ୟାଗୀ ୨୦୧୯ ମସିହା ମାର୍ଚ୍ଚ ମାସ ୨୧ ତାରିଖରେ ପରିବାର ଲୋକଙ୍କ ପାଇଁ ନିରା-ମିଷ ପିଜ୍ଜା ଅ-ର୍ଡର କରିଥିଲେ। କିନ୍ତୁ, ପିଜ୍ଜା ବିଳମ୍ବରେ ଆସି ପହଞ୍ଚିଥିଲା। ବିଳମ୍ବରେ ପହଞ୍ଚିବାକୁ ଦୃଷ୍ଟି ନଦେଇ ଉକ୍ତ ମହିଳା ପିଜ୍ଜାର ଗୋଟିଏ ଅଂଶ ବାଇଟ ନେଇଥିଲେ।ଆଉ ବାଇଟ ପରେ ଜାଣିବାକୁ ପାଇଥିଲେ ଯେ, ପିଜ୍ଜାରେ ଛତୁ ବଦଳରେ ମାଂ-ସ ଖଣ୍ଡ ପଡ଼ିଛି। ଏହାପରେ ତୁରନ୍ତ ମହିଳା ଜଣକ ଗ୍ରାହକ ଦେବାକୁ ଏହି ସମ୍ପର୍କରେ ଅଭି-ଯୋଗ କରିଥିଲେ।

Google

ଆଉ କିଛି ଦିନ ପରେ ପିଜ୍ଜା ଆଉଟଲେଟର ଜଣେ ଅଧିକାରୀ ତାଙ୍କୁ କଲ କରି ତାଙ୍କ ପୂରା ପରିବାରକୁ ମାଗଣାରେ ପିଜ୍ଜା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ଦୀପାଲି ତାଙ୍କୁ କହିଥିଲେ ଯେ, ଏହା କୌଣସି ସାଧାରଣ ଘ-ଟଣା ନୁହଁ। ଏହା ଦ୍ବାରା ତାଙ୍କର ଧାର୍ମିକ ଭାବନା ଉପରେ ପ୍ରଭାବ ପଡିଛି। ଏହାପରେ ପୀ-ଡ଼ିତା ଜଣକ ଦିଲ୍ଲୀର ଜିଲ୍ଲା ଉପ-ଭୋକ୍ତା ଫୋ-ରମରେ ଏକ ମା-ମଲା ରୁ-ଜୁ କରିଥିଲେ। ଏହି ସମ୍ପର୍କରେ କମ୍ପାନୀକୁ ଜ-ବାବ ଦେବାପାଇଁ ନି-ର୍ଦ୍ଦେଶ ଦିଆଯାଇଛି। ଏହି ଘଟ-ଣାର ଆଗାମୀ ଶୁଣାଣି ମାର୍ଚ୍ଚ ମାସ ୧୭ ତାରିଖରେ ଦିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *