ସପ୍ତମ ଶ୍ରେଣୀର ଛାତ୍ରଙ୍କ ସହ ହେଲା ବିବାହିତା ମହିଳାଙ୍କର ପ୍ରେମ, ସାଥିରେ ରହିବା ପାଇଁ ଦୁଇଜଣ ରଚିଲେ ଏମିତି କା-ଣ୍ଡ,ଜାଣନ୍ତୁ ପୁରା ଘଟଣା

ଏଥିସହ ଯେତେବେଳେ ପୋ-ଲି-ସ ଏହି ଘଟଣାର ଅନୁସନ୍ଧାନ କରିଥିଲା ସେତେବେଳେ ଜଣାପଡିଥିଲାଯେ, ମହିଳା ଜଣକ ନିଜ ଇଚ୍ଛାରେ ଘରୁ ପଳାଇ ଆସିଥିଲେ। କେବଳ ଏତିକି ନୁହେଁ, ମହିଳା ଜଣକ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କ ସହ ପଳାଇ ଯାଇଥିଲେ। ଯାହାକୁ ସେ ଭଲ ପାଆନ୍ତି। ଏହି ମାମଲା କ୍ୟାମ୍ପେରଗଞ୍ଜ ଅଞ୍ଚଳର ଅଟେ। ପଳାଇଯାଇଥିବା ମହିଳାଙ୍କର ବୟସ ୨୯ ବର୍ଷ ଅଟେ ଏବଂ ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ଯେଉଁମାନଙ୍କ ବୟସ ସାତ, ପାଞ୍ଚ, ତିନି ଅଟେ। ପୋ-ଲି-ସ ଏହି ଘ-ଟ-ଣାର ତଦନ୍ତ କରୁଛି ଏବଂ ମହିଳାଙ୍କ ଅନୁସନ୍ଧାନରେ ଲାଗିଛି।

ଖବର ଅନୁସାରେ, ମହିଳା ଜଣକ ନିଖୋଜ ହେବା ପରେ ସ୍ୱାମୀ ପୋ-ଲି-ସ-ଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ପତ୍ନୀଙ୍କୁ ଖୋଜିବାକୁ କହିଥିଲେ। ଯାହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପୋ-ଲି-ସ ଜାଣିବାକୁ ପାଇଥିଲେଯେ, ମହିଳାଙ୍କ ସହ ଜଣେ ୧୪ ବର୍ଷର ଛାତ୍ର ମଧ୍ୟ ନି-ଖୋ-ଜ ଅଛି। ଯିଏ ପ୍ରାୟତଃ ମହିଳାଙ୍କ ସହିତ ବୁଲିବାକୁ ଯାଉଥିଲା।

ପୋ-ଲି-ସ-ଙ୍କ ସୂଚନାନୁସାରେ, ତିନିଟି ପିଲାଙ୍କ ମା ନିଜ ପିଲା ଏବଂ ସ୍ୱାମୀଙ୍କୁ ଛାଡି ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ସହ ପଳାଇ ଯାଇଛନ୍ତି। ମହିଳା ଜଣକ ନିଖୋଜ ସମ୍ପର୍କରେ ଯେତେବେଳେ ସ୍ୱାମୀ ଅ-ଭି-ଯୋ-ଗ କରିଥିଲେ ସେତେବେଳେ ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛିଯେ, ମହିଳାଙ୍କ ବ୍ୟତୀତ ୧୪ ବର୍ଷର ଶିଶୁ ମଧ୍ୟ ନିଖୋଜ ଅଛନ୍ତି। ଯାହାଙ୍କ ସହ ସେ ପ୍ରାୟତଃ ବୁଲାବୁଲି କରୁଥିଲେ। ପୋ-ଲି-ସ ଯେତେବେଳେ ଗାଁ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ସେତେବେଳେ ଜାଣିବାକୁ ପାଇଥିଲେଯେ, ମହିଳା ଜଣକ ନାବାଳକଙ୍କ ସହ ପଳାଇଯିବା କଥା କହିଲେ।

ଏହି ମହିଳାଙ୍କୁ ଏକ ବର୍ଷ ପୂର୍ବେ ଏହି ପୁଅ ସହ ପ୍ରେମ ହୋଇଥିଲା। ଦୁହେଁ ଏକାଠି ବୁଲୁଥିଲେ। ବୟସର ପାର୍ଥକ୍ୟ ହେତୁ ସେମାନଙ୍କୁ କେହି ସନ୍ଦେହ କରିନଥିଲେ। ତେବେ ଶିବରାତ୍ରୀ ଦିନ ଉକ୍ତ ଅଞ୍ଚଳରେ ଆୟୋଜିତ ଏକ ମେଳାକୁ ଏହି ମହିଳା ଯାଇଥିଲେ ଏବଂ ସେଠାରୁ ହିଁ ଦୁହେଁ ପଳାଇ ଯାଇଥିଲେ। ମହିଳା ଜଣକ ଘରକୁ ନ ଆସିବା ପରେ ସ୍ୱାମୀ ଚିନ୍ତିତ ହୋଇଯାଇଥିଲେ। ସେ ପୋଲିସକୁ ସୂଚନା ଦେଇଥିଲେ। ସନ୍ଧାନରୁ ସମସ୍ତ ସତ୍ୟ ପଦାକୁ ଆସିଥିଲା। ପୋ-ଲି-ସ ଏହି ଘ-ଟ-ଣା-ର ତଦନ୍ତ ଏବେ ମଧ୍ୟ ଜାରି ରଖିଛି ଏବଂ ମହିଳାଙ୍କ ସନ୍ଧାନରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *