ଡାକ୍ତରଙ୍କ ଅବହେଳା : ଗୋଡ ଅପରେସନ କରିବାକୁ ଆସିଥିବା ମହିଳାଙ୍କର କା-ଟି-ଦେ-ଲେ ହାତ, ତା ପରେ କହିଲେ ଭୁଲ ହୋଇଗଲା,ତା ବଦଳରେ ଆପଣ… ଜାଣନ୍ତୁ ପୁରା ଘ-ଟ-ଣା

ମଣିଷ ହସ୍ପିଟାଲରେ ଠିକ ହୋଇଯାନ୍ତି। କେବେ ସେମାନେ ଭାବନ୍ତି ନାହିଁ କି ସେମାନେ ହସ୍ପିଟାଲ ଯାଇ ତାଙ୍କର ଦେହ ଆହୁରି ଖରାପ ହୋଇଯିବ। କିନ୍ତୁ ଅନେକଥର ଡାକ୍ତରଙ୍କ ଅବହେଳା ହେତୁ ରୋଗୀଙ୍କର ସ୍ଵାସ୍ଥାବସ୍ତା ପୂର୍ବ ଅପେକ୍ଷା ଆହୁରି ଅଧିକ ଖରାପ ହୋଇଯାଏ। ସେହି ସମୟରେ ରୋଗୀ ଭାବନ୍ତିକି ହସ୍ପିଟାଲ ଯାଇନଥିଲେ ଠିକ ହୋଇଥାନ୍ତା। ହସ୍ପିଟାଲର ଅବହେଳାର ଏପରି ଏକ ଆଶ୍ଚର୍ଯ୍ୟ କରିବା ଭଳି ମାମଲା ବିହାରର ମୁଜାଫରପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ଗୋଡ ଅପରେସନ କରିବାକୁ ଆସିଥିଲେ, କା-ଟି-ଦେ-ଲେ ହାତ:-

ଏଠାରେ ଜଣେ ମହିଳା ନିଜର ଅପରେସନ କରିବା ପାଇଁ ହସ୍ପିଟାଲ ଆସିଥିଲେ କିନ୍ତୁ ଡାକ୍ତର ଭୁଲରେ ତାଙ୍କର ହାତ କାଟିଦେଲେ। ଏହାପରେ ହସ୍ପିଟାଲରେ ବହୁତ ବଡ ହଙ୍ଗାମା ହୋଇଗଲା। ଅବହେଳାର ଆଶ୍ଚର୍ଯ୍ୟ କରିବା ଭଳି ଏହି ଘ-ଟ-ଣା ମୁଜାଫରପୁର ଜିଲ୍ଲାର ବ୍ରହ୍ମାପୁରା ଥାନା ଅନ୍ତର୍ଗତ ଏକ ବେସରକାରୀ ହସ୍ପିଟାଲରେ ଘଟିଛି। ଏହି ଘ-ଟ-ଣା ପରେ ମହିଳାଙ୍କୁ ସଙ୍ଗେ ସଙ୍ଗେ ପାଟଣା ପଠାଇଦିଆଗଲା।

ହସ୍ପିଟାଲ ମାନିଲେ ନିଜର ଭୁଲ:-

ମହିଳାଙ୍କ ସହିତ ହୋଇଥିବା ଏହି ଘଟଣା ପରେ ହସ୍ପିଟାଲ ପ୍ରବନ୍ଧନ ନିଜର ଭୁଲ ସ୍ଵୀକାର କରିଲେ। ସେ ହର୍ଜାନେ ରୂପରେ ମହିଳାଙ୍କୁ ଆର୍ଟିଫିସିଆଲ ହାତ ଲଗାଇବା ସହିତ କ୍ଷତିପୂରଣ ଦେବେ ବୋଲି କହିଲେ।

ଘରେ ପଡିଯାଇଥିଲେ ମହିଳା:-

ପୀଡିତା ମହିଳା ଆଭା ରାୟ କରଜା ଥାନା ଅଞ୍ଚଳରେ ନରହରସରାୟ ଗାଁରେ ରୁହନ୍ତି। ଗତବର୍ଷ ୩ ଫେବୃୟାରୀ ୨୦୨୦ ରେ ସେ ନିଜ ଘରେ ପଡିଯାଇଥିଲେ। ଏହି କାରଣରୁ ତାଙ୍କର କୁଲ୍ହା ଭାଙ୍ଗିଯାଇଥିଲା। ଏମିତିରେ ପରିବାର ଲୋକ ତାଙ୍କର ଚିକିତ୍ସା ପାଇଁ ବ୍ରହ୍ମାପୁରାର ଏକ ବେସରକାରୀ ହସ୍ପିଟାଲକୁ ନେଇ ଯାଇଥିଲେ।

ଏଥିପାଇଁ କା-ଟି-ଦେ-ଲେ ମହିଳାଙ୍କର ହାତ:-

ଏହି ସମୟରେ ଡାକ୍ତର ମହିଳାଙ୍କ ଗୋଡ ଅପରେସନ କରିବା କଥା କହିଥିଲେ। କିନ୍ତୁ ଡାକ୍ତର ଅପରେସନ ସମୟରେ ମହିଳାଙ୍କର ହାତ କାଟିଦେଇଥିଲେ। ପୀଡ଼ିତାଙ୍କ ମୁତାବିକ ଡାକ୍ତର ତାଙ୍କୁ କହିଲେକି ତାଙ୍କୁ ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ତାଙ୍କୁ ତାଙ୍କର ହାତ କାଟିବାକୁ ପଡିଲା।

ଏମିତି ଚର୍ଚ୍ଚାରେ ଆସିଲା ଘ-ଟ-ଣା:-

ମହିଳା ଜଣକ ପ୍ରାୟ ଏକ ବର୍ଷ ଧରି ଚିକିତ୍ସିତ ହେଉଥିଲେ। କିନ୍ତୁ ନିକଟରେ ଶୁକ୍ରବାର ଦିନ ମହିଳା ଜଣକ ଡାକ୍ତରଖାନାରେ ପ୍ରତିଶୃତି ଅନୁଯାୟୀ କ୍ଷତିପୂରଣ ଦେବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କୁ ଅସଦାଚରଣ କରିଥିଲେ ଓ ମାରପିଟି ମଧ୍ୟ କରାଯାଇଥିଲା। ଏହି ସମୟରେ ମହିଳାଙ୍କ ପୁଅ ମଧ୍ୟ ଆହତ ହୋଇଥିଲେ। ଏହିପରି ଭାବରେ ପ୍ରାୟ ଏକ ଘଣ୍ଟା ଧରି ଡାକ୍ତରଖାନାରେ ବହୁତ ଗ-ଣ୍ଡ-ଗୋ-ଳ ହୋଇଥିଲା। ଏହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋ-ଲି-ସ କୌଣସି ପ୍ରକାରେ ଉଭୟ ପାର୍ଶ୍ୱକୁ ଶାନ୍ତ କରିଥିଲା।

ଏହି ସମ୍ପୂର୍ଣ ଘଟଣା ବହୁତ ଦୁଃଖଦାୟକ ଅଟେ। ହସ୍ପିଟାଲର ଏକ ଅବହେଳା କାରଣରୁ ଆଜି ମହିଳା ସବୁଦିନ ପାଇଁ ନିଜର ହାତ ହରାଇଦେଲେ। ଏହି ଘଟଣା କାରଣରୁ ଲୋକମାନେ ହସ୍ପିଟାଲ ଯିବାକୁ ଡରନ୍ତି। ସମସ୍ତ ହସ୍ପିଟାଲ ପ୍ରବନ୍ଧନଙ୍କୁ ବୁଝିବାକୁ ପଡିବକି ସେମାନେ ଅବହେଳା ନକରି ଧ୍ୟାନ ସହକାରେ ଅପରେସନ କରିବା ଉଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *