ଯୌ-ତୁକରେ ବାପା ଦେଲେ କାର, ଝିଅ ବି କରିଥିଲା ବ୍ୟାଙ୍କରେ ଚାକିରୀ କିନ୍ତୁ ଶ୍ବଶୁର ଘର ଲୋକେ ଖେ-ଳିଲେ ଏହି ଖେ-ଳ :-

କଥାରେ ଅଛି ଲୋ-ଭର କୌଣସି ସୀ-ମା ନଥାଏ, ଯେତେ ମିଳିଲେ ବି ଲୋ-ଭୀକୁ ବହୁତ କମ ଲାଗିଥାଏ । ଏମିତି ଘ-ଟଣା ଘ-ଟେ ଯୌ-ତୁକକୁ ନେଇ, ଯେତେବେଳେ ଯୌ-ତୁ-କରେ ବୋହୁ ସବୁକିଛି ଆଣିଥାଏ ତଥାପି ଏହା ଶ୍ବଶୁର ଘର ଲୋକଙ୍କୁ ବହୁତ କମ ଲାଗିଥାଏ । ଏମିତି ଏକ ଘ-ଟ-ଣା ଘ-ଟି-ଛି ଗୁରୁଗ୍ରାମରେ । ଆସନ୍ତୁ ଜାଣିବା ।

ଏଠାରେ ଏକ ବାପା ନିଜର ଝିଅର ବିବାହ ଧୁ-ମଧା-ମରେ କଲା। ବିବାହ ପରେ ଯୌ-ତୁ-କରେ ପିତା ନିଜର ଜ୍ୱାଇଁକୁ ସବୁକିଛି ଦେଲେ, ଏକ କ୍ରେ-ଟା କାର ମଧ୍ୟ ଦେଲେ । ଏଥିସହ ଝିଅ ବ୍ୟାଙ୍କରେ ଚାକିରୀ ମଧ୍ୟ କରିଥିଲା କିନ୍ତୁ ଶ୍ବଶୁର ଘର ଲୋକେ ଯୌ-ତୁ-କ ଲୋ-ଭରେ ବିବାହର ଏକବର୍ଷ ଭିତରେ ଝିଅକୁ ମା-ରିଦେଲେ ।

ଗୁରୁଗ୍ରାମର ବିଳାସପୁର ଥା-ନା କ୍ଷେ-ତ୍ରରେ 26 ବର୍ଷୀୟ ତନୁଜା ସ-ନ୍ଦେହ-ଜ-ନକ ଭାବରେ ନିଜ ଶ୍ବଶୁର ଘର ମୃ-ତ ମିଳିଥିଲେ । ଝିଅଟିର ପିତା ଥା-ନାରେ ଶ୍ୱଶୁରଘର ବି-ରୋ-ଧରେ ଅଭି-ଯୋଗ ଆଣିଛନ୍ତି । ପୋ-ଲି-ସ ଯେତେବେଳେ ଝିଅର ପୋ-ଷ୍ଟମ-ର୍ଟମ କରିଥିଲା ସେତେବେଳେ ଜଣାପଡିଥିଲା ଝି-ଅଟିର ମୃ-ତ୍ୟୁ ବି-ଷା-କ୍ତ ପଦାର୍ଥ ଖାଇବା ଦ୍ୱାରା ହୋଇଛି ।

ସୂଚନା ମୁତାବିକ, 10 ମାସ ପୂର୍ବରୁ 20 ମେ 2020ରେ ଲକଡାଉନ ସମୟରେ ତନୁଜା ଓ ସନ୍ଦୀପଙ୍କ ବିବାହ ହୋଇଥିଲା । ତନୁଜା ସନ୍ଦୀପଙ୍କୁ ଭଲ ପାଉଥିଲା ସେଥିପାଇଁ ଘର ଲୋକେ ଝିଅର ମନପସନ୍ଦ ଜାଗାରେ ଝିଅକୁ ବିବାହ କରାଇଦେଲେ । ଏହାପରେ ଶ୍ବଶୁରଘର ଲୋକେ ଯୌ-ତୁ-କ ପାଇଁ ଝିଅକୁ ପ୍ର-ତାଡି-ତ କରୁଥିଲେ ଓ ଝିଅ ବି-ରୋ-ଧ କରିବାରୁ ତାକୁ ମା-ରପି-ଟ କରୁଥିଲେ ।

ଝିଅ ତନୁଜା ନିଜ ମାତା ଓ ପିତାଙ୍କ ସମ୍ମାନ ର-କ୍ଷା କରିବାପାଇଁ ସବୁକିଛି ସ-ହ୍ୟ କରୁଥିଲା । ଶେ-ଷରେ ଝିଅଟିକୁ ଶ୍ବଶୁର ଘର ଲୋକେ ମା-ରିଦେଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *