ଆଇପିଏଲ ୨୦୨୧ର ଏହି ୪ ଦଳର ଏହି ୧୧ଖେଳାଳି,ଯେଉଁମାନେ ନିଜ କ୍ୟାପଟେନଙ୍କ ଠାରୁ ଅଧିକ ମଧ୍ୟ ନେଇଥାନ୍ତି ଦରମା

କୋଲକାତା ନାଇଟ ରାଇଡର୍ସ:ଶାହାରୁଖ ଖାନ୍ କୋଲକାତା ନାଇଟ୍ ରାଇଡର୍ସର ନିକଟରେ ଅଧିନାୟକ ବଦଳାଇଛନ୍ତି, ଏବଂ ଏଵେ ଦଳର ଅଧିନାୟକ ଅଟନ୍ତି ଇଂଲଣ୍ଡର ଇଆନ ମୋର୍ଗାନ,ଯାହାକୁ କେକେଆର୍ ୫.୨୫ କୋଟି ଟଙ୍କା ସାଲାରି ଆକାରରେ ଦେଇଥାଏ|

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପେଟ୍ କମିନ୍ସ ଅଧିନାୟକ ଠାରୁ ଅଧିକ ସାଲାରି ଉଠାନ୍ତି, ଏବର୍ଷ ସେ ୧୫.୫୦କୋଟି ଟଙ୍କା ନେବେ|

ସୁନିଲ ନାରାୟଣ ୧୨.୫ କୋଟି ଟଙ୍କା ସାଲାରି ଭାବେ ପାଇବେ|ପୂର୍ବ କ୍ୟାପଟେନ ଦିନେଶ କାର୍ତ୍ତିକକୁ ୭.୪୦ କୋଟି ଟଙ୍କା ସାଲାରି ଦିଆଯାଏ|ସ୍ପିନର କୁଳଦୀପ ଯାଦବ ୫.୮୦ କୋଟି ଓ ଆନ୍ଦ୍ରେ ରସେଲ ବାର୍ଷିକ ୮.୫ କୋଟି ଟଙ୍କା ପାଇଥାନ୍ତି|ଏଵେ ଏହି ୫ ଜଣ ଖେଳାଳି କ୍ୟାପଟେନ ଠାରୁ ମଧ୍ୟ ଅଧିକ ଦରମା ପାଉଛନ୍ତି|

Google

ଦିଲ୍ଲୀ କ୍ୟାପିଟାଲ୍ସ: ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ଅଧିନାୟକ ଶ୍ରେୟସ ଆୟର ସାଲାରି ଭାବେ ୭ କୋଟି ଟଙ୍କା ପାଇଥାନ୍ତି|ଦଳରେ ଆହୁରି ତିନି ଜଣ ଖେଳାଳି ଅଛନ୍ତି ଯେଉଁମାନେ ତାଙ୍କଠାରୁ ଅଧିକ ସାଲାରି ପାଇଥାନ୍ତି|

ତୁଫାନି ବ୍ୟାଟ୍ସମ୍ୟାନ୍ ସିମରନ୍ ହେଟମେୟର ବାର୍ଷିକ ୭.୭୫ କୋଟି ଟଙ୍କା ସାଲାରି ପାଇଥାନ୍ତି|ଏହାପରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୭.୬୦କୋଟି ଟଙ୍କା ପାଉଥିଲା ଵେଳେ ୱିକେଟକିପର ଋଷଭ ପନ୍ତ ୧୫ କୋଟି ଟଙ୍କା ପାଇଥାନ୍ତି,ଯାହାଙ୍କ କମାଲ ଏଵେ ଇଂଲଣ୍ଡ ଅଷ୍ଟ୍ରେଲିଆ ସିରିଜରେ ଦେଖିବାକୁ ମିଳିଥିଲା|

ରାଜସ୍ଥାନ ରୟାଲ୍ସ: ଆଇପିଏଲ ୨୦୨୧ପୂର୍ଵରୁ ଏହି ଦଳର ଅଧିନାୟକ ଭାବରେ ଷ୍ଟିଭ ସ୍ମିଥ ଥିଲେ ଯିଏ ବାର୍ଷିକ ୧୨.୫୦ କୋଟି ଟଙ୍କା ସାଲାରି ନେଉଥିଲେ|ଏଵେ ସଞ୍ଜୁ ସାମସନଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି ଯିଏ ବାର୍ଷିକ ୮କୋଟି ଟଙ୍କା ଦରମା ପାଉଛନ୍ତି|

ଏହି ଦଳରେ ତାଙ୍କ ଠାରୁ ଅଧିକ ଦରମା ପାଉଥିବା ଦୁଇ ଜଣ ଖେଳାଳି ଅଛନ୍ତି|ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ବେନ ଷ୍ଟୋକ୍ସ ୧୨.୫ କୋଟି ଟଙ୍କା ଦରମା ପାଉଥିଲା ବେଳେ କ୍ରିସ ମୋରିସ୍ ୧୬.୨୫ କୋଟି ଟଙ୍କା ପାଇବେ ,ଯାହାଙ୍କୁ ଆଇପିଏଲ ୨୦୨୧ରେ ସବୁଠାରୁ ମହଙ୍ଗା ଖେଳାଳି ଭାଵେ ଦଳ କିଣିଛି|

Google

ପଞ୍ଜାବ କିଙ୍ଗ୍ସ:ଏହି ଲିଷ୍ଟରେ ଶେଷ ନାମ ପଞ୍ଜାବ କିଙ୍ଗ୍ସ ଯାହା ପୂର୍ବରୁ କିଙ୍ଗ୍ସ ଇଲେଭେନ ନାମରେ ପରିଚିତ ଥିଲା କିନ୍ତୁ ଏବେ ଏହାର ନାମ ପରିବର୍ତ୍ତନ କରି କେଏଲ୍ ରାହୁଲଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି|

ରାହୁଲଙ୍କୁ ଫ୍ରାଞ୍ଚାଇଜି ଭାବରେ ୧୧କୋଟି ଟଙ୍କା ମିଳିଥାଏ|ଏହି ଦଳ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଝଏ ରିଚାର୍ଡସନଙ୍କୁ ୧୪କୋଟି ଟଙ୍କାରେ ଆଇପିଏଲ ୨୦୨୧ର ୧୪ତମ ସିଜନରେ କିଣିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *