ତିନି ପିଲାର ବାପା ସହିତ ପଳା-ଇଲା ଯୁବତୀ,ଧ-ରାପ-ଡିବାରୁ ଦେଲା ଏହି ବଡ ବ-ୟା-ନ,ଜାଣନ୍ତୁ ପୁରା ଘ-ଟ-ଣା

ରାଜସ୍ଥାନରେ କିଛି ସମୟ ପୂର୍ବରୁ ହାଉସିଂ ବୋ-ର୍ଡ କଲୋନୀ କ୍ଷେ-ତ୍ରରେ ଜଣେ ବ୍ୟକ୍ତି ଉପରେ ଆକ୍ର-ମଣ କରାଯାଇଥିଲା । ଏହାପରେ ଘା-ୟ-ଲ ବ୍ୟକ୍ତି ଜଣକ ପୋ-ଲି-ସଙ୍କ ପାଖରେ ଅଭି-ଯୋଗ କରି ସାହାର୍ଯ୍ୟ ମାଗିଥିଲେ । ଏହି ମା-ମ-ଲାରେ ଏକ ନୂଆ ଟ୍ଵି-ଷ୍ଟ ଆସିଛି ପୋ-ଲି-ସକୁ ଜଣାପଡିଛି କି, ଯୁବତୀ ନିଜ ଇଚ୍ଛାରେ ନିଜ ପ୍ରେମିକ ସହିତ ପଳା-ଇଛି । ଏହି ମା-ମ-ଲା ରାଜସ୍ଥାନର ଆଜମେରର ଅଟେ ।

ଖବର ମୁତାବିକ, ଏହି ମା-ମ-ଲା ପ୍ରେ-ମ ପ୍ର-ସ-ଙ୍ଗର ଅଟେ । ଯୁବତୀ ସୁନୀଲ ଚୌଧୁରୀ ନାମକ ଯୁବକକୁ ପସନ୍ଦ କରୁଥିଲା। କିନ୍ତୁ ସୁନୀଲ ଚୌଧୁରୀର ତିନି ପିଲାଥିଲେ । ଏଥିପାଇଁ ପରିବାର ଲୋକଙ୍କୁ ଏହି ସ-ମ୍ପର୍କ ପସନ୍ଦ ନଥିଲା । ଏହାପରେ ଯୁବତୀ କୋ-ର୍ଟରେ ମଧ୍ୟ ପୋ-ଲି-ସକୁ ବ-ୟା-ନ ଦେଇଥିଲା କି, ସେ ନିଜ ଇଚ୍ଛାରେ ତିନି ପିଲାର ବାପା ସୁନୀଲ ସହିତ ଯାଇଥିଲା ।

ଯୁବତୀ କହିଛି, ତା’ ଜୀ-ବ-ନ ବି-ପ-ଦରେ ଥିବାରୁ ସେ ନା-ରୀ-ଶ-ଳାରେ ରହୁଛି । ଜ-ଜ ସାମ୍ନାରେ ଯୁବତୀ କହିଥିଲା, ଘର ଲୋକେ ଯଦି ତା’କୁ ଆହୁରି ଚିନ୍ତାରେ ପକାଉଛନ୍ତି ତାହେଲେ ସେ ଆ-ତ୍ମହ-ତ୍ୟା କରିଦେବ । କୋ-ର୍ଟ ବାହାରେ ଯେତେବେଳେ ଯୁବତୀର ମାଆ ଓ ଭାଇ ଯୁବତୀକୁ ଭେଟିବା ପାଇଁ ଚାହିଁଥିଲେ ସେତେବେଳେ ଯୁବତୀ ମନା କରିଦେଇଥିଲା ନିଜ ଝିଅର ଏହି ହ-ରକ-ତ ଦେଖି ମାଆ ବେ-ହୋ-ସ ହୋଇଯାଇଥିଲେ

ଫୋନ କରି ବାପାଙ୍କୁ କହିଥିଲେ :-

ଆ-ରୋ-ପୀ ସୁନୀଲର ବାପା ପୋ-ଲି-ସରେ ଅଛନ୍ତି ଓ ସୁନୀଲଙ୍କୁ ଭ-ୟ ଥିଲା ଏହାଶୁଣି ତାଙ୍କ ପିତା ଆ-ତ୍ମହ-ତ୍ୟା କରିଦେବେ ସେଥିପାଇଁ ସେ ଏହି ଖବର ନିଜ ପିତାଙ୍କୁ କହିଥିଲେ କି, ଯୁବତୀ ନିଜ ଇଚ୍ଛାରେ ଆସିଛି ଓ ସେ ଆମ ସ-ପ-କ୍ଷରେ କହିବ। ସୁନୀଲଙ୍କ ପିତା ଏହାପରେ ଏହି ଖବର ପୋ-ଲି-ସକୁ ଜଣାଇଲେ ଓ ତାଙ୍କର ଲୋକେ-ସନ ଟ୍ରେ-ସ କରାଯିବାପରେ ଉଭୟଙ୍କୁ ଧ-ରାଯା-ଇଥିଲା । ଯୁବତୀ ଜଣକ କହିଥିଲା କି, ସେ ନିଜ ଇଚ୍ଛାରେ ଯୁବକ ସହିତ ଆସିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *