ଯୁବତୀଙ୍କୁ ୧୨ ଜଣ ଲୋକ ଗାଡ଼ିରେ ମିଶି କରିଥିଲେ ଦୁ-ଷ୍କ-ର୍ମ, ଭିଡ଼ିଓ ଭାଇ-ରାଲ ହେବାପରେ ହେଲା ସମ୍ପୂର୍ଣ୍ଣ ଖୁ-ଲାସା,ଜାଣନ୍ତୁ ପୁରା ଖ-ବର

ରାଜସ୍ଥାନରେ ଜଣେ ଯୁବତୀଙ୍କୁ 12 ଜଣ ଲୋକେ ଚ-ଳନ୍ତା ଗାଡ଼ିରେ ଗ୍ୟା-ଙ୍ଗ ରେ-ପ କରିଥିଲେ । ଏହାର ଭିଡିଓ ଉତ୍ତରପ୍ରଦେଶରେ ଦୀର୍ଘ ଦିନଧରି ଭାଇ-ରାଲ ହେଉଥିଲା ଓ ପୋ-ଲିସକୁ ଏହାର ଖବର ଲାଗିବା ପରେ ପୋ-ଲିସ ଯା-ଞ୍ଚ ଆରମ୍ଭ କରିଥିଲା ଓ ଜାଣିବାକୁ ପାଇଥିଲା ଭିଡ଼ିଓଟି ରାଜସ୍ଥାନର ଜୟପୁର ଅଞ୍ଚଳର ଅଟେ ଓ ଝିଅଟି ଉତ୍ତରପ୍ରଦେଶର ଅଟେ । ପୋ-ଲିସ ଯୁବତୀଙ୍କୁ ପଚ-ରାଉ-ଚରା ପରେ ତିନିଜଣଙ୍କୁ ଗି-ର-ଫ କରିଥିଲା ।

ପୋ-ଲି-ସକୁ ଯା-ଞ୍ଚରୁ ଖବର ମିଳିଥିଲା କି, ଏହି ଭିଡ଼ିଓ 6 ମାସ ପୂର୍ବର ଅଟେ । ପୋ-ଲିସ ଯୁବତୀକୁ ପଚାରିବାରୁ ଯୁବତୀ କହିଥିଲା କି, ଏହି ଘଟ-ଣାରେ ସେ ଅକ୍ଟୋବର 19 2020 ମସିହାରେ ନ୍ୟୁ ସ-ଙ୍ଗା-ନାର ରୋଡ଼ ସ୍ଥିତ ସାଇ କୃପା ହୋଟେଲରେ ଅଟକିଥିଲା । ଏହାମଧ୍ୟରେ ଯୁବତୀର ଭେଟ ସଞ୍ଜୁ ବଙ୍ଗାଳୀ ନାମକ ଏକ ଯୁବକ ସହିତ ହୋଇଥିଲା। ସଞ୍ଜୁ ଝିଅକୁ ଟଙ୍କାର ଲୋ-ଭ ଦେଖାଇ ତାକୁ ଅନ୍ୟ ଯୁବକ ସହିତ ପଠାଇଥିଲା । ଅନ୍ୟ ଯୁବକଟି ଯୁବତୀଙ୍କୁ ମଂ-ଜ୍ଞବାସ ଠାରେ ଏକ କାରରେ ବସାଇଦେଲା । ଯୁବକଟି ଯେଉଁ କାରରେ ଯୁବତୀଙ୍କୁ ବସାଇଥିଲା ସେଠାରେ ପୂର୍ବରୁ 4 ଜଣ ଉପସ୍ଥିତ ଥିଲେ ଓ ସେମାନେ ଯୁବତୀର ମୋବାଇଲ ଛ-ଡା-ଇନେଇ ସାମୂ-ହିକ ଦୁ-ଷ୍କ-ର୍ମ ଜଣକ ପରେ ଜଣେ କରିଥିଲେ ଓ ଜଣେ ଆ-ରୋ-ପୀ ଏହାର ରେ-କର୍ଡ଼ କରିଥିଲା ।

ଏହାପରେ ଯୁବତୀ କହିଥିଲା କି, ଯୁବକମାନେ ତାଙ୍କୁ ମା-ରପି-ଟ ମଧ୍ୟ କରିଥିଲେ । ଏହି ସମୟରେ କାରରେ ଆଉ କିଛି ଯୁବକ ଆସିଲେ  ଓ ତାଙ୍କୁ ଅନ୍ୟ କାରକୁ ଟା-ଣିନେଲେ ଓ ସେଠାରେ ମଧ୍ୟ ତାଙ୍କୁ ରେ-ପ କରିଥିଲେ ମୋଟ 12 ଜଣଙ୍କ ନାମରେ ସେ ଅଭି-ଯୋଗ କରିଛନ୍ତି ।

ପି-ଡ଼ି-ତା ଅନୁସାରେ, ସେ କେବଳ ସଞ୍ଜୁ, ଗୁଲାବ ଓ ଅଭିଷେକକୁ ଜାଣିଛି । ଗୁଲାବ ଯୁବତୀକୁ ଡ଼-ରାଇ ଧମ-କାଇ କହିଥିଲା, ଯଦି କାହାକୁ ଏହି ବିଷୟରେ କହିବୁ ତାହେଲେ ଭିଡ଼ିଓ ଭାଇ-ରାଲ କରିଦିଆଯିବ । କିନ୍ତୁ ଯୁବକମାନେ ଏହାକୁ ଯେ କୌଣସି ଭାବରେ ଭାଇ-ରାଲ କରିଦେଲେ ଓ ଏହାପରେ ପୋ-ଲି-ସ ପାଖକୁ ଏହାର ଖବର ଆସିଥିଲା । ପୋ-ଲିସ ବର୍ତ୍ତମାନ ଏହାର ଯା-ଞ୍ଚ ବହୁତ ଧ୍ୟାନର ସହକାରେ କରୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *