ମ୍ୟାଚ ସମୟରେ ଦର୍ଶକଙ୍କ ଉପରେ କ୍ରୋ-ଧିତ ହେଲେ ହାର୍ଦିକ ପାଣ୍ଡ୍ୟା,ସାମ୍ନାକୁ ଆସିଲା ଅସଲି କାରଣ,ଦେଖନ୍ତୁ ଭିଡ଼ିଓ

ଇଂଲଣ୍ଡ ଦଳ ପ୍ରଥମ t-20 ମ୍ୟାଚରେ ଭାରତୀୟ ଦଳକୁ 8 ଉଇକେଟରେ ହରାଇ ବହୁତ ବଡ଼ ବିଜୟ ନିଜ ନାମରେ କରିଛି। ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ t-20 ସିରିଜରେ ଇଂଲଣ୍ଡ ଦଳ 1-0 ରେ ଆଗୁଆ ରହିଛି । ମ୍ୟାଚ ସମୟରେ ଆଉ ଏକ ଘ-ଟଣା ଘ-ଟିଥିଲା ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ମ୍ୟାଚ ସମୟରେ ହାର୍ଦିକ ପାଣ୍ଡ୍ୟା ଫ୍ୟାନମାନଙ୍କ ଉପରେ ଗର୍ଜିଥିଲେ ଓ ଏହାର କାରଣ ମଧ୍ୟ ସେ କହିଥିଲେ।

Google

ଘଟ-ଣାଟି ହେଉଛି ଇଂଲଣ୍ଡ ଦଳ ସାମ୍ନାରେ 125 ରନର ବିଜୟ ଲକ୍ଷ୍ୟ ଥିଲା ଓ ଏହି ଲକ୍ଷ୍ୟକୁ ହାସଲ କରିବାକୁ ଆସି ଇଂଲଣ୍ଡ ଓପନର ନିଜ ଦଳକୁ ବହୁତ ଭଲ ଆରମ୍ଭ ଦେଇଥିଲେ । ପାୱାର ପ୍ଲେରେ ସେ ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। 5ମ ଓଭରରେ ଅକ୍ଷର ପଟେଲ ବୋଲିଂ କରିବାକୁ ଆସିଥିବା ସମୟରେ ଜୋଶ ବଟଲର ଏକ ଛକା ମାରିଥିଲେ ଓ ଏହା ଯାଇ ଷ୍ଟାଡିୟମରେ ଫ୍ୟାନ ମାନଙ୍କ ଭିତରେ ପଡିଥିଲା ଓ ଏହାକୁ ଧରିବା ପାଇଁ ଫ୍ୟାନମାନଙ୍କ ମଧ୍ୟରେ ଲ-ଢେ଼ଇ ହୋଇଯାଇଥିଲା ।

ଏହିସମୟରେ ଫ୍ୟାନମାନେ ବଲ ଧରିବାକୁ ନିଜ ନିଜ ଭିତରେ ଝ-ଗଡା କରୁଥିବା ବେଳେ ବଲ ନଆସିବାରୁ ହାର୍ଦିକ ପାଣ୍ଡ୍ୟା ବ୍ୟସ୍ତ ହୋଇଗଲେ ସେପଟେ କୋହଲି ମଧ୍ୟ ବଲ ପାଇଁ ଅପେକ୍ଷା କରିଥିଲେ । ଏଥିପାଇଁ ସଫା ଦେଖାଯାଉଥିଲା ହାର୍ଦିକ ପାଣ୍ଡ୍ୟା ରା-ଗି ଯାଇଥିଲେ ।

ହାର୍ଦିକ ରା-ଗିବା କାରଣରୁ ଫ୍ୟାନ୍ସମାନେ ବଲ ଦେଇଥିଲେ ଓ ଏହାପରେ ଖେଳ ଆରମ୍ଭ ହୋଇଥିଲା । ବଲ ନଆସିବାରୁ ଖେଳ କିଛିସମୟ ମଧ୍ୟ ଅଟକିଥିଲା । ଭାରତୀୟ ଟିମ ବର୍ତ୍ତମାନ ଦ୍ବିତୀୟ t-20 ର ଅପେକ୍ଷା କରିଛି ଓ ସିରିଜକୁ 1-1 ରେ କରିବାକୁ ଚାହୁଁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *