ଇଏ ହେଉଛନ୍ତି 80 ବର୍ଷର ପଥର ଖିଆ ବାବା । ଗୋଟିଏ ଦିନରେ ଖାଆନ୍ତି 250 ଗ୍ରାମ ପଥର :-

ଆପଣ ଛୋଟ ପିଲାଙ୍କୁ ମାଟି ଖାଇବାରେ ବହୁତ ବାର ଦେଖିଥିବେ । ସାଧାରଣତଃ ପିଲାଙ୍କୁ ଏହାର ଅଭ୍ୟାସ ହୋଇଯାଇଥାଏ । କିନ୍ତୁ ଆଜି ଆମେ ଏକ ବୃଦ୍ଧଲୋକ ବିଷୟରେ କହିବୁ ଯିଏକି, ବହୁତ ଷୋୖକରେ ପ୍ରତିଦିନ 250 ଗ୍ରାମ ପଥର ଖାଇଥାନ୍ତି । ସେ ଏହି ପଥର ବହୁତ ଷୋୖକରେ ଖାଇଥାନ୍ତି । ତାଙ୍କୁ ଏହି ପଥର ଖାଇବାରେ 31 ବର୍ଷରୁ ଅଧିକ ସମୟ ହୋଇଗଲାଣି ।

ଆମେ ଯେଉଁ ବ୍ୟକ୍ତିଙ୍କ କଥା କହୁଛୁ ସେ ମହାରାଷ୍ଟ୍ରର ସତାରାରେ ରୁହନ୍ତି । ତାଙ୍କର ନାମ ରାମଭାଉ ଭୋଡ଼କେ ଅଟନ୍ତି। ଗ୍ରାମର ଲୋକ ତାଙ୍କୁ ପଥର ଖିଆ ବାବାଙ୍କ ନାମରେ ଜାଣନ୍ତି । ରାମଭାଉଙ୍କ ପକେଟରେ ସର୍ବଦା ପଥରଖଣ୍ଡ ମହଜୁଦ ଥାଏ । ତାଙ୍କର ଯେତେବେଳେ ମନକରେ ସେ ତାକୁ ଚୋବାଇ ଖାଇଥାନ୍ତି । ଯେତେବେଳେ ଡ଼କ୍ଟରଙ୍କୁ ଏହାବିଷୟରେ ଜଣାପଡିଥିଲା ତ ସେ ହଇ-ରାଣ ହୋଇଯାଇଥିଲେ ।

Google

ରାମଭାଉଙ୍କ ମୁତାବିକ, ସେ 1989 ମସିହାରେ କାମ ଅ-ନୁସ-ନ୍ଧାନରେ ମୁମ୍ବାଇ ଆସିଥିଲେ । ଏଠାରେ ତାଙ୍କର ପେଟ ଯ-ନ୍ତ୍ରଣା ହୋଇଥିଲା । ସେ ନିଜର ପେଟ ଯ-ନ୍ତ୍ରଣା ତିନିବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଇଲେ କିନ୍ତୁ ତାଙ୍କୁ ଆରାମ ଲାଗିଲାନାହିଁ । ସେ ଏହାପରେ ମୁମ୍ବାଇ ଛାଡ଼ି ସତାରା ଆସିଥିଲେ ଓ ଚାଷ କରିବାକୁ ଲାଗିଲେ । ତାଙ୍କର ପେଟ ଯନ୍ତ୍ର-ଣାରେ କୌଣସି ଚିକିତ୍ସା ମିଳିନଥିଲା ।

ଏହାପରେ ତାଙ୍କୁ ଜଣେ ବୁଢ଼ୀ ମହିଳା ପଥର ଖାଇବାକୁ ଉପଦେଶ ଦେଇଥିଲେ ଓ ସେବେଠାରୁ ସେ ପଥର ଖାଇଥିଲେ ଓ ତାଙ୍କର ପେଟ ଯ-ନ୍ତ୍ରଣା ଠିକ ହୋଇଯାଇଥିଲା । ସେବେଠାରୁ ଦୀର୍ଘ 31 ବର୍ଷ ହେବ ସେ ପଥର ଖାଉଛନ୍ତି ।

Google

ଏହି କିଛିଦିନ ତଳେ ତାଙ୍କର ପେଟ ଯ-ନ୍ତ୍ରଣା ହୋଇଥିଲା ଓ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡ଼କ୍ଟର ମାନେ ତାଙ୍କ ପେଟରେ ପଥର ଦେଖି ଆଶ୍ଚର୍ୟ୍ଯ ହୋଇଯାଇଥିଲେ । ଏହାପରେ ଡ଼କ୍ଟର ମାନେ ତାଙ୍କୁ ପଥର ନଖାଇବାକୁ ଉପଦେଶ ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *