କମାଲ ଅଟେ ଏହି ଇ-ସାଇକେଲ:୫୦ଟଙ୍କାରେ ଚାଲେ ୧୦୦୦କିମି,ଫୋନ ଭଳି ହୋଇଥାଏ ଚାର୍ଜ, ଜାଣନ୍ତୁ ଦାମ ଓ ଫିଚର୍ସ

ଭାରତରେ ଇଲେକ୍ଟ୍ରିକ ହୁଇଲ୍ (ଇବି) ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହନ ଦେଉଥିବା ବା ନୀତି ସହ ଏହାର ବୁନିଆଦି ଢାଞ୍ଚାରେ ସୁଧାର କରାଯାଉଛି|ରି-ପୋର୍ଟ ଅନୁସାରେ ୨୦୧୮ ପରେ ଇବିକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଥିବା ସରକାରୀ ନି-ୟମ ପାଇଁ ଷ୍ଟାର୍ଟଅପ୍ ବୃଦ୍ଧି ପାଇଛି|ସୋସାଇଟି ଅଫ ମ୍ୟାନୁଫାକ୍ଚର ଅଫ ଇଲେକ୍ଟ୍ରିକ ହୁଇଲ୍ସର ସଂଖ୍ୟା ଅନୁସାରେ ୨୦୨୦ ଚ୍ୟାଲେଞ୍ଜିଙ୍ଗ ହେବା ସତ୍ବେ ଘରୋଇ ବିକ୍ରି ୨୦%ବୃଦ୍ଧି ଘ-ଟିଛି|ପେଟ୍ରୋଲ ଡ଼ିଜେଲର ଆକାଶ ଛୁଆଁ ଦରବୃଦ୍ଧି ହେତୁ ଲୋକମାନେ ବିକଳ୍ପ ବ୍ୟବସ୍ଥା ଆପଣାଉଛନ୍ତି|ବିତିଥିବା କିଛି ଦିନ ମଧ୍ୟରେ ଲୋକମାନେ ଇଲେକ୍ଟ୍ରିକ ଵାହନ ପ୍ରତି ମନ ବଳାଉଛନ୍ତି|ଖାସକରି ଲକଡାଉନ ପରେ ନିଜ ବାହାନରେ ଯାତ୍ରା ସହ ପଇସା ସଞ୍ଚୟ ଏହାର ଏକ କାରଣ|

ପୁଣେ ସ୍ଥିତ ନେକ୍ସଜୁ ମୋବାଲିଟି ଏକ ଷ୍ଟାଟଅପ୍ ଅଟେ ଯାହା ଭାରତରେ ଇ-ସାଇକେଲ ପେଶ୍ କରିଥାଏ|ଏହାକୁ ୨୦୧୫ରେ ଅତୁଲ୍ୟ ମିତ୍ତଲ ଆରମ୍ଭ କରିଥିଲେ|ଏହି ବେଞ୍ଚର ପୂର୍ବରୁ ଏଭନ ମୋଟର୍ସ ନାମ ଥିଲା ଯିଏ ଇ-ସାଇକେଲ ଓ ଇ-ସ୍କୁଟର ବିକ୍ରି କରୁଥିଲା|

ଅତୁଲ୍ୟ ହାୱଡା ବିଜନେସ ସ୍କୁଲର ଛାତ୍ର ଥିଲେ ଓ ବାପା ଜନ ଭାରତରେ ନିବେଶକ ଥିଲେ|ଏହା ଭାରତର ସବୁଠାରୁ ବଡ ପିଜା ଚେନ ମଧ୍ୟରେ ଅନ୍ୟତମ|ଏହା ନିଜର ବ୍ୟଵସାୟରେ ଆବଶ୍ୟକତା ହେତୁ ଇଲେକ୍ଟ୍ରିକ୍ ସ୍କୁଟର ବିକାଶରେ ମନୋନିବେଶ କରିଥିଲା|

Google

ଏହା ମାଲିକ ପାଇଁ ଲାଭଦାୟକ ସହ ପରିବେଶ ଉପକାରୀ|ଅତୁଲ୍ୟଙ୍କ ମତରେ ଇବିକୁ ଚଲାଇବାକୁ ୦.୨ ଟଙ୍କା ପ୍ରତି କିମି ଖର୍ଚ୍ଚ ହେଉଥିଲା ବେଳେ ପେଟ୍ରୋଲରେ ୧.୫ ଟଙ୍କା କିମି ପ୍ରତି ଖର୍ଚ୍ଚ ହେଉଛି|

ସେ କହିଛନ୍ତି ୧୦ଟଙ୍କାର ଚାର୍ଜରେ ଆମର ଇ ସାଇକେଲ୍ ୧୫୦କିମି ଓ ସ୍କୁଟର ୪୫କିମି ପର୍ଯ୍ୟନ୍ତ ଚାଲିଥାଏ|

ନେକ୍ସଜୁ ମୋବିଲିଟିର ଏହି ଇ ସାଇକେଲ ଦୁଇ ଭାରିଏଣ୍ଟ ରୋମ୍ପସ ଓ ରୋଡଲାର୍କରେ ଉପଲବ୍ଧ|ରୋମ୍ପସର ଦାମ୍ ୩୧,୯୮୦ଟଙ୍କା ଥିଲାବେଳେ ରୋଡଲାର୍କର ଦାମ ୪୨,୩୧୭ଟଙ୍କା ଅଟେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *