ଏହି ୮ଟି ମୋବାଇଲ ଆପ୍ଲିକେସନ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଖାଲି କରିଦେଇପାରେ,ଜାଣନ୍ତୁ ସେ ଆପ୍ଲିକେସନ ବିଷୟରେ

ଆଣ୍ଡ୍ରୋଏଡ଼ ଫୋନକୁ ନେଇ ସାଧାରଣତଃ ମାଲଓୟାର ଓ ଭାଇରସ ସମସ୍ୟା ଦେଖାଦେଇଥାଏ । ବିଗତ ଦିନରେ ପ୍ଲେଷ୍ଟୋରରୁ ପାଖାପାଖି 150 ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଯେଉଁ ଆପ ଗୁଡିକ ଆପଣଙ୍କୁ ବିଜ୍ଞାପନ ଦେଖାଇ ଆପଣଙ୍କ ମୋବାଇଲରେ ଅଟୋମାଟିକ ଡାଉନଲୋଡ଼ ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ଲୋକପ୍ରିୟ 8ଟି ଆପ ସମ୍ପର୍କରେ କହିବୁ ଯିଏକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ପ୍ରତି ହା-ନିକା-ରକ ଓ ଆପଣଙ୍କ ଖାତା ଖାଲି କରିଦେଇପାରେ ।

Google

ସିକ୍ୟୁରିଟି ରିସର୍ଚ୍ଚ ଫର୍ମ ଚେକ ପଏଣ୍ଟ :-

ଏକ ନୋଆ ରି-ପୋର୍ଟ ମୁତାବିକ, ଏହି ଆପକୁ ମାଲଓୟାର ଡ୍ରପର ଲିଷ୍ଟରେ ରଖାଯାଇଛି । ଏହି ସମସ୍ତ ଭିତରେ ଏକ ମାଲଓୟାର ଡ୍ରପର ରହିଛି ଯାହାକୁ clast82 ନାମ ଦିଆଯାଇଛି । ଡ଼-ରିବାର କଥା ଏହା ହେଉଛି କି, ଏହାକୁ ଏଭଳି ଡିଜାଇନ କରାଯାଇଛି ଯାହାକି ଗୁଗଲ ସିକ୍ୟୁରିଟି କୁ ବହୁତ ସହଜରେ ଚ-କମା ଦେଇଦେବ ।

ଉଦାହରଣ ସ୍ୱରୂପ ଏହି 8ଟି ଆପ ଭିତରୁ କୌଣସି ବି ଏକ ଆପ ଆପଣଙ୍କ ମୋବାଇଲରେ Alien bot Banker ଆପ ଡାଉନଲୋଡ଼ କରାଇଦେବ ଯାହାକି ଏକ ମାଲଓୟାର ଅଟେ। ଏହି ମାଲଓୟାର ସହିତ ଆପଣଙ୍କ ମୋବାଇଲରେ ମହଜୁଦ ଥିବା ବ୍ୟାଙ୍କ ଆକାଉଣ୍ଟକୁ ହ୍ୟା-କ କରିଦିଆଯିବ ।

ଆପଣଙ୍କ ଖାତାକୁ ହ୍ୟା-କ କରାଯାଇ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଗା-ଏବ କରିଦିଆଯିବ । ଏହି ମାଲଓୟାର ଆପ ଦ୍ୱାରା ଟୁ ଫ୍ୟାକ୍ଟର ଅଥରାଇଜେଶନ ମଧ୍ୟ ହାର ମାନିଥାଏ । ଆସନ୍ତୁ ଜାଣିବା ସେହି 8 ଟି ଆପ କଣ କଣ ।

1- Cake VPN (com.lazycoder.cakevpns)

2- Pacific VPN (com.protectvpn.freeapp)

3- eVPN (com.abcd.evpnfree)

4- BeatPlayer (com.crrl.beatplayers)

5- QR/Barcode Scanner MAX (com.bezrukd.qrcodebarcode)

6- Music Player (com.revosleap.samplemusicplayers)

Google

7- tooltipnatorlibrary (com.mistergrizzlys.docscanpro)

8- QRecorder (com.record.callvoicerecorder)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *