ରାତିରେ ଶୋଇବା ସମୟରେ ପତି ପତ୍ନୀ ଦ୍ୱାରା ଏମିତି ଅମା-ନବୀ-ୟ କା-ଣ୍ଡ । ଥା-ନା ପହଞ୍ଚି କହିଲେ…ଜାଣନ୍ତୁ ପୁରା ଖବର

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅମା-ନବୀ-ୟ କା-ଣ୍ଡ ସା-ମ୍ନାକୁ ଆସିଛି । ଏଠାରେ ଏକ ମହିଳା ନିଜର ସ୍ୱାମୀ ବି-ପ-କ୍ଷରେ ମୋ-କଦ୍ଦ-ମା ରୁ-ଜୁ କରିଛି । ସେ ଏହିସମୟରେ ଚମକାଇ ଦେବା ଆ-ରୋ-ପ ଲଗାଇଛି ।

ଗୋରଖପୁରର ସହଜନୱା ଥା-ନା କ୍ଷେତ୍ରର ଏକ ଗ୍ରାମରେ ମହିଳା ନିଜର ସ୍ୱାମୀ ଉପରେ ଅପ୍ରା-କୃ-ତିକ ଦୁ-ଷ୍କ-ର୍ମର ଅଭି-ଯୋଗ ଆଣିଛନ୍ତି । ତାଙ୍କର ଅଭି-ଯୋଗ ହେଉଛି, ପତି ତାଙ୍କ ସହ ଅପ୍ରା-କୃ-ତିକ ଭାବରେ ଦୁ-ଷ୍କ-ର୍ମ କରାଇଛନ୍ତି ଓ ମା-ରପି-ଟ ମଧ୍ୟ କରିଛନ୍ତି । ପୋ-ଲିସ ବର୍ତ୍ତମାନ ଏହାଉପରେ ଛା-ନଭି-ନ ଜା-ରି କରିଛନ୍ତି ।

Google

ସୂଚନା ମୁତାବିକ, ସହଜନୱା ଥା-ନା କ୍ଷେତ୍ରର ଏକ ଗ୍ରାମରେ ମହିଳା ଜଣକ ତିନି ବର୍ଷ ପୂର୍ବରୁ ବିବାହ କରିଥିଲେ । ମହିଳାଙ୍କ ଆ-ରୋ-ପ ହେଉଛି କି, ବିବାହ ପରଠାରୁ ତାଙ୍କୁ ପ୍ର-ତାଡି-ତ କରାଯାଉଥିଲା । ଯେତେବେଳେ ସେ ଅପ୍ରା-କୃତି-କ ଭାବରେ ସ-ମ୍ବନ୍ଧ ରଖିବାକୁ ମନା କରିଥାନ୍ତି ସେତେବେଳେ ତାଙ୍କୁ ପୀ-ଡା ଦିଆଯାଉଥିଲା ।

ମହିଳା ଆ-ରୋ-ପ ଲଗାଇଛନ୍ତି କି, ପ୍ରଥମେ ତାଙ୍କୁ ଲାଗିଲା ଧୀରେ ଧୀରେ ଏହା ସୁଧୁରିଯିବ । ବୁଧବାର ରାତିରେ ତାଙ୍କ ସ୍ୱାମୀ ଏଭଳି ଘୃ-ଣ୍ୟ କାମ କରିଦେଲେ ତାଙ୍କୁ ବାଧ୍ୟ ହୋଇ ଥା-ନା ଯିବାକୁ ପଡିଲା ।

ଜଣାଇଦେଉଛୁ, ଗୋରଖପୁରରେ ଏହା ପ୍ରଥମ ମା-ମଲା ନୁହେଁ। ଏହାପୂର୍ବରୁ ମଧ୍ୟ ଏମିତି ମା-ମଲା ସା-ମ୍ନାକୁ ଆସିଛି । ଶାରୀ-ରିକ ରୂପରେ ଦୁ-ର୍ବଳ ଏକ ସ୍ୱାମୀ ବି-ପ-କ୍ଷରେ ମହିଳା ଥା-ନାରେ ଅଭି-ଯୋଗ କରିଥିଲେ । ସୁହାଗ ରାତିରେ ସ୍ୱାମୀର ଶାରୀ-ରିକ ଦୁର୍ବ-ଳତା ସାମ୍ନାକୁ ଆସିଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *