ଆକାଶରେ ଉଡୁଛନ୍ତି ସୁନାର କଇଁଛ । ଲୋକମାନେ ଦେଖି ଆଶ୍ଚର୍ଯ୍ୟ,ଆପଣ ମଧ୍ୟ ଭିଡ଼ିଓ ଦେଖନ୍ତୁ

ସୋସିଆଲ ମିଡିଆରେ ୟୁଜର୍ସ ମାନେ ଛୋଟ କଇଁଛ ସଦୃଶ ଦେଖାଯାଉଥିବା ବିଟଲକୁ ଦେଖି ବହୁତ ହ-ଇରା-ଣ ହୋଇଯାଇଛନ୍ତି । ଲୋକମାନଙ୍କୁ କଇଁଛ ଦେଖିବାକୁ ବହୁତ ପସନ୍ଦ କିନ୍ତୁ କଇଁଛ ଏତେ ଛୋଟ ଆକୃତିର କେହିବି ବିଶ୍ୱାସ କରିପାରିନାହାନ୍ତି । କଇଁଛ ସଦୃଶ ଦେଖାଯାଉଥିବା ଏହି ବିଟଲ ସୁନେଲି ରଙ୍ଗର ଅଟେ । ସୋସିଆଲ ମିଡିଆରେ ୟୁଜର୍ସ ବହୁତ ଖୁସି ହେଉଛନ୍ତି କାରଣ ଏହି ଛୁଆ ବିଟଲ ବିଲକୁଲ କଇଁଛ ସଦୃଶ ଅଟନ୍ତି ଯାହାକି ସମ୍ପୂର୍ଣ୍ଣ ସୁନାରେ ତିଆରି ଅଟନ୍ତି ।

Google

ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଶେୟର କରିଥିଲେ । ଭିଡ଼ିଓ ଶେୟର କରିବା ସହ ସେ କ୍ୟାପ୍ସନରେ ଲେଖିଥିଲେ, କେତେଥର ଚମକୁଥିବା ଜିନିଷ ସୁନା ମଧ୍ୟ ହୋଇଥାଏ । ଏହି ବିଟଲ ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳୁଛି । ଲୋକମାନେ ପ୍ରଥମଥର ଗୋଳଡେନ ଟରଟଏସ ନାମକ ବିଟଲକୁ ଦେଖିଥିଲେ । ଲୋକମାନେ ଜାଣିବାକୁ ଚାହୁଁଛନ୍ତି କି, ଏମାନେ କୋଉଠୁ ମିଳୁଛନ୍ତି ।

ଆପଣ ଏହି ଭିଡ଼ିଓ ଜରିଆରେ ଦେଖିପାରିବେ କି, କେମିତି ଜଣେ ବ୍ୟକ୍ତି ନିଜ ହାତରେ ଗୋଲଡେନ ବିଟଲ ତିନୋଟି ଧରିଛନ୍ତି ଯାହାକି ବହୁତ ସୁନ୍ଦର ଦେଖାଯାଉଛି ଓ ଏହା ଉଡିଯାଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *